ଅନୁସନ୍ଧାନ କରୁଥିବା ବର୍ଗ
ଅନୁଗୁଳ
ତାଳଚେର ସାର କାରଖାନା ପୁନରୁଦ୍ଧାର ଯୋଜନା : ରାମଗୁଣ୍ଡମ୍ରେ ସରିଲା, ତାଳଚେରରେ କେବେ?
ସାର ଉତ୍ପାଦନ କରିବାକୁ ଯାଉଛି ତେଲେଙ୍ଗାନା
ଅଧାରେ ପଡ଼ିଛି ତାଳଚେରର ଡ୍ରଇଁ, ଡିଜାଇନ୍
ମୋଦୀଙ୍କ ୩୬ ମାସର ଟାର୍ଗେଟ୍ ମାରିବ ଫେଲ୍!
ଅନୁଗୁଳ : ପରୀକ୍ଷାମୂଳକ ଉତ୍ପାଦନ ସରିଲା। ଆଉ ଦିନ କେଇଟା ପରେ ନିୟମିତ ବ୍ୟାବସାୟିକ ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି ତେଲେଙ୍ଗାନାର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭୁବନେଶ୍ୱର ପରେ ଅନୁଗୁଳ ଭାଙ୍ଗିଲା ୧୦ ବର୍ଷର ରେକର୍ଡ, ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ବର: ଭୁବନେଶ୍ୱର ପରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଅନୁଗୁଳ ସହର । ଆଜି ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଅନୁଗୁଳ । କାରଣ ଅନୁଗୁଳର ତାପମାତ୍ରା ଆଜି ୪୦.୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି । ତେବେ ଲଗାତାର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଚାକୁଣ୍ଡା ଗଛରେ ସ୍କୁଟର୍ ଧକ୍କା ଖାଇବାରୁ ଚାଳକ ମୃତ
ଛେଣ୍ଡିପଦା: ଆଜି ସକାଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗଡ଼ମଣ୍ଡଳ ଛକ ପାଖ ରାସ୍ତାକଡ଼ରେ ଥିବା ଗୋଟାଏ ବିଲାତି ଚାକୁଣ୍ଡା ଗଛରେ ଏକ ସ୍କୁଟର୍ ଧକ୍କା ଖାଇବାରୁ ସ୍କୁଟର୍ ଆରୋହୀଙ୍କର ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮. ୩୦ ମିନିଟ୍ ସମୟରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସାତକୋଶିଆ ଇକୋରିଟ୍ରିଟରେ ଅଗ୍ନିକାଣ୍ଡ, ୩ ଟେଣ୍ଟରେ ନିଆଁ ଲାଗିଥିବା ସୂଚନା
ଭୁବନେଶ୍ବର : ଆଜି ଭୋର ସମୟରେ କଟକ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଇଥିବା ଇକୋରିଟ୍ରିଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁସାରେ, ଭୋର ପ୍ରାୟ ୫ଟା ବେଳେ ଜିଲିଣ୍ଡା ରେଞ୍ଜରେ ଥିବା ଇକୋରିଟ୍ରିଟର ୩ଟି ଟେଣ୍ଟରେ ହଠାତ ନିଆଁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଗଛ ନାଁରେ କାମ୍ପା ପାଣ୍ଠି ଲୁଟ୍!
ଅନୁଗୁଳ : ଖାଇଗଲେ କାମ୍ପା ପାଣ୍ଠି! ସାର, ପିଡ଼ିଆ ନାଁରେ ମିଛ ବିଲ୍ କରି ଟଙ୍କା କରିଦେଲେ ଚଳୁ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜ୍ରୁ ଏମିତି ଦୁର୍ନୀତି କଥା ପଦାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଜଙ୍ଗଲ ବିଭାଗରେ ଚାଲିଥିବା ଦୁର୍ନୀତିର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନାବାଳିକା ଅପହରଣ କରି ଯୁବକ ଗିରଫ
ଅନୁଗୁଳ: ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଅନୁଗୁଳ ଉପକଣ୍ଠ ବେନ୍ତପୁର ଗାଁର ଅଶୋକ ନାୟକ(୨୫)। ପୁଲିସ ସୂଚନା ଅନୁସାରେ, ଅଶୋକ ୨୦୧୯ ମେ’ ୨୧ ତାରିଖରେ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଏଥିନେଇ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଛେଣ୍ଡିପଦା: ତୁକୁଡ଼ା ଛକ ନିକଟରେ ମାଲବାହୀ ଟ୍ରକ୍ ଧକ୍କାରେ ଶିକ୍ଷକ ମୃତ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ୫୫ ନମ୍ବର ଜାତୀୟ ରାଜପଥର ତୁକୁଡ଼ା ଛକ ନିକଟରେ ଏକ ମାଲବାହୀ ଟ୍ରକ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଶିକ୍ଷକ ଜଣକ ହେଉଛନ୍ତି ୩୬ ବର୍ଷୀୟ ଜୀବନ ନାୟକ।
ଜାଣିବାକୁ ମିଳିଛି ଯେ ଆଜି(ଶନିବାର) ଦିନ ସାଢ଼େ ୧୨ଟା ସମୟରେ ଏକ ବାଇକ ଯୋଗେ ୩୭…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଚାକିରି କରାଇବାକୁ କହି ଠକେଇ: ୩ ଗିରଫ
ଅନୁଗୁଳ: ଚାକିରି କରାଇ ଦେବାକୁ କହି ଠକେଇ କରିଥିବା ୩ ଜଣ ଲୋକଙ୍କୁ ଗିରଫ କରିଛି ପୁଲିସ। ସେମାନେ ହେଲେ ରାଜକିଶୋରପଡାର ରଂଜନ ତ୍ରିପାଠୀ, ମିତାଲି ତ୍ରିପାଠୀ ଓ ରେଙ୍ଗାଳି ଥାନା ବଜ୍ରକୋଟ ଅଂଚଳର ରଂଜନ ସାହୁ। ପୁଲିସ ସୂଚନା ଅନୁସାରେ, ଏମାନେ ଖବରକାଗଜରେ ଏକ ଜାଲ ନିଯୁକ୍ତି ବିଜ୍ଞାପନ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପଶ୍ଚିମବଙ୍ଗରୁ ଧରାହେଲା ସାଇବର ଠକ
ଅନୁଗୁଳ : ପାଖାପାଖି ୨ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ସାଇବର ଠକକୁ ଗିରଫ କରିଛି ଅନୁଗୁଳ ପୁଲିସ। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଳାର ମାନୀର ମିଆ। ତା ପାଖରୁ ଏକ ଏଫ-୭ ଆପୋ ମୋବାଇଲ ଫୋନ ଜବତ ହୋଇଛି।
ଅନୁଗୁଳ ଜିଲ୍ଲା ଏନ୍ଟିପିସି ଥାନା କଣିହାଁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମଦ ନିଶାରେ ହିତାହିତ ଜ୍ଞାନ ଭୁଲିଗଲା ପୁଅ, ଧାରୁଆ ଅସ୍ତ୍ରରେ କାଟିଲା ବାପର ତଣ୍ଟି
ଢେଙ୍କାନାଳ: ମଦ ମଣିଷକୁ ବିପଥଗାମୀ କରାଉଛି। ସମାଜର କ୍ଷତି କରୁଛି। ପାରିବାରିକ ଅଶାନ୍ତି ଓ ସଂପର୍କ ମଧ୍ୟରେ ପାଚେରୀ ଛିଡ଼ା କରାଉଛି। ମଦ ପିଉଥିବା ଲୋକେ ହିତାହିତ ଜ୍ଞାନ ଭୁଲିଯାଇ ଅନେକ ସମୟରେ ଅଭାବନୀୟ ଘଟଣା କରୁଥିବା ଦୃଷ୍ଟିଗୋଚର ହେଉଛି। ଢେଙ୍କାନାଳ ସଦର ଥାନା ଅଂଚଳରେ ଆଜି ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...