ଅନୁସନ୍ଧାନ କରୁଥିବା ବର୍ଗ

କଟକ

ସ୍ତ୍ରୀର ମାନ୍ୟତା ଦାବି କରିବାରୁ ସଂଘବଦ୍ଧ ଆକ୍ରମଣ : ଯୁବତୀଙ୍କୁ ପିଟିପିଟି କେନାଲକୁ ଫିଙ୍ଗିଦେଲେ

ମାହାଙ୍ଗା : ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା, ଅନ୍ତଃସତ୍ତ୍ବା ପ୍ରେମିକାଙ୍କ ଗର୍ଭପାତ କରାଇବା ଏବଂ ବିବାହ ପାଇଁ ଜିଦ ଧରିବାରୁ ପ୍ରାଣାନ୍ତକ ଆକ୍ରମଣ କରି ତାଙ୍କୁ ଅଚେତ ଅବସ୍ଥାରେ କେନାଲରେ ଫିଙ୍ଗି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ମାହାଙ୍ଗା ଅଞ୍ଚଳରେ। ଯୁବତୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦୂରଦର୍ଶନର ଅବସରପ୍ରାପ୍ତ ନିର୍ଦ୍ଦେଶକ ନିତ୍ୟାନନ୍ଦ ଜେନାଙ୍କ ପରଲୋକ

କଟକ : ଅବସରପ୍ରାପ୍ତ ଦୂରଦର୍ଶନ ଉପନିର୍ଦ୍ଦେଶକ ନିତ୍ୟାନନ୍ଦ ଜେନାଙ୍କର ଶୁକ୍ରବାର ରାତିରେ ଏକ ଘରୋଇ ହସ୍‌ପିଟାଲରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ସେ ଜଣେ ସ୍ବନାମଧନ୍ୟ ସାହିତ୍ୟିକ, ସମାଜସେବୀ ଓ ବିଭିନ୍ନ ସାହିତ୍ୟ ସଂଗଠନର ଉପଦେଷ୍ଟା ଥିଲେ। ତିତ୍ତୋର୍ଲ କୁମାର ଉତ୍ସବ ସମିତିର…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୨୭୫ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୯୪ ଜଣ

କଟକ: ଆଜି କଟକ ସହରରୁ ମୋଟ ୨୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୧୮୧ ଜଣ ସଂଗରୋଧ ଓ ୯୪ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, ସରକାରୀ ସଂଗରୋଧରୁ ୮୩…
ଅଧିକ ଖବର ଦେଖନ୍ତୁ...

ଆଉ ୯ଜଣଙ୍କ ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୬୯୧କୁ ବୃଦ୍ଧି

ଭୁବନେଶ୍ବର: କରୋନାରେ ପୁଣି ୯ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୯୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ବରଗଡ଼…
ଅଧିକ ଖବର ଦେଖନ୍ତୁ...

କଟକ ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ତେଜିଲା

ଖଡ଼ିଧରା, ମୂର୍ତ୍ତି ଉଚ୍ଚତା ପରିବର୍ତ୍ତନ ସଂପର୍କରେ କିଛି କହିନୁ: ବିଶ୍ବକର୍ମା, ପୂଜକ ଏଡିସିପିଙ୍କ ତଥ୍ୟ ଆଧାରରେ ନିର୍ଦ୍ଦେଶ ଦେଇଛି; ସେ ପ୍ରମାଣ ରଖିଛନ୍ତି: କମିସନର କଟକ : କଟକ ଦଶହରାର ମୂର୍ତ୍ତି ଉଚ୍ଚତାକୁ ନେଇ ବିବାଦ ହାଇକୋର୍ଟଙ୍କ ରାୟ ପରେ ଥମିବ ବୋଲି ଯାହା ଆଶା…
ଅଧିକ ଖବର ଦେଖନ୍ତୁ...

କଟକ ଦୁର୍ଗା ପୂଜା ପ୍ରସଙ୍ଗରେ ପୁଲିସ କମିସନର କହିଲେ- ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ହେବ

ଭୁବନେଶ୍ୱର: ଆସନ୍ତା ଦୁର୍ଗାପୂଜା ସମୟରେ କଟକର ପୂଜା ମଣ୍ଡପ ଗୁଡ଼ିକରେ କେତେ ଉଚ୍ଚତାର ମୂର୍ତ୍ତି ପୂଜା କରାଯାଇପାରିବ, ସେ ନେଇ ହାଇକୋର୍ଟ ନିଷ୍ପତ୍ତି ନେବେ । ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ମୂର୍ତ୍ତିର ଉଚ୍ଚତା ବଦଳିବା ନେଇ ଏଯାବତ କୌଣସି…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୭୬ ଜଣ

କଟକ: ଆଜି କଟକ ସହରରୁ ମୋଟ ୩୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୧୪୯ ଜଣ ସଂଗରୋଧ ଓ ୧୭୬ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, ସରକାରୀ ସଂଗରୋଧରୁ…
ଅଧିକ ଖବର ଦେଖନ୍ତୁ...

ସି-ସୋର ଚିଟ୍‌ଫଣ୍ଡ ଲିଙ୍କରେ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ସିବିଆଇର ଛାନଭିନ୍

ଭୁବନେଶ୍ୱର:  ବିଜେଡିର ବରିଷ୍ଠ ନେତା ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ପକ୍ଷରୁ ଛାନଭିନ୍ କରାଯାଇଛି। ସିବିଆଇର ଏକ ଟିମ୍ ପ୍ରାୟ ଦୁଇ ଘଣ୍ଟା ଧରି ଛାନଭିନ୍ କରିବା ପରେ କିଛି ଦସ୍ତାବିଜ୍ ଧରି ବିଧାୟକ ଶ୍ରୀ ମିଶ୍ରଙ୍କ ଘରୁ ଫେରିଯାଇଥିବା ଜଣାଯାଇଛି। ଅନ୍ୟ ପକ୍ଷରେ…
ଅଧିକ ଖବର ଦେଖନ୍ତୁ...

ସବୁ ପୂଜା ମଣ୍ଡପ କରିବେ ୪ ଫୁଟ୍‌ର ମୂର୍ତ୍ତି

ବେଲ ବରଣୀ, ପ୍ରାଣ ପ୍ରତିଷ୍ଠା ନହେବା ଯାଏ ମୂର୍ତ୍ତି ମାଟି ବୋଲି ବିଚାର କରାଯାଇପାରେ ଉଚ୍ଚ ମୂର୍ତ୍ତି ନିର୍ମାଣ କରିଥିବା ମଣ୍ଡପ ଉଚ୍ଚତା, ରୂପରେଖ ବଦଳାଇବେ କଟକ : କଟକ ଦଶହରାରେ ଏଥର ୪ ଫୁଟ୍‌ ଅଥବା କମ୍‌ ଉଚ୍ଚତାର ମୂର୍ତ୍ତି ପୂଜା ପାଇବେ। ଯେଉଁ କେତେକ ମଣ୍ଡପ ଅଧିକ ଉଚ୍ଚର…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ବିଜେପି ନେତା ଅଶୋକ ସାହୁ

କଟକ/ଜୟପୁର : ବିଜେପିର ବରିଷ୍ଠ ନେତା, ପୂର୍ବତନ ଆଇପିଏସ୍ ଅଫିସର ଅଶୋକ ସାହୁ(୬୮)ଙ୍କର ଆଜି କଟକ ପିଠାପୁର ସ୍ଥିତ ବାସଭବନରେ ପରଲୋକ ଘଟିଛି। ଗତ ଅଗଷ୍ଟ ମାସରେ ସ୍ବର୍ଗତ ସାହୁଙ୍କ ମସ୍ତିଷ୍କାଘାତ ତଥା ପକ୍ଷାଘାତ ଯୋଗୁଁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଭୋର ୫ଟାରେ ଏକ ଘରୋଇ…
ଅଧିକ ଖବର ଦେଖନ୍ତୁ...