ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଟ୍ରେନ୍ ଧକ୍କାରେ ଜଣେ ମୃତ

ସମ୍ବଲପୁର, : ଟ୍ରେନ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ରେଙ୍ଗାଲି ଗଣେଶ ନଗରର ଏମ୍‌ ରାଜାରାଓ(୬୫)। ଗୁରୁବାର ଅପରାହ୍ନ ୪ଟା ସମୟରେ ରେଳ ଧାରଣା ପାର୍‌ ହେଉଥିବା ବେଳେ ଟ୍ରେନ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଏ ନେଇ ସୂଚନା ପାଇବା ପରେ ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ବଡ଼ରମା ତିଲେଇମାଲ ଜଙ୍ଗଲରେ ୨ ହାତୀ ମୃତ

ଜମନକିରା : କୀଟନାଶକ ପ୍ରଭାବରେ ଆସି ଦୁଇଟି ହାତୀଙ୍କ ମୃତ୍ୟୁ ହେବା ଭଳି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ଡିଭିଜନ ବଡ଼ରମା ରେଞ୍ଜ ଅନ୍ତର୍ଗତ ଉଷାକୋଠି ଅଭୟାରଣ୍ୟ ପରିବେଷ୍ଟିତ ସର୍ଡ଼ା ପଞ୍ଚାୟତ ତିଲେଇମାଲ ଗାଁ ନିକଟ ଚୁଲିଆକାନି ପତ୍ରା ଜଙ୍ଗଲରେ। ବୁଧବାର…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ: କୀଟନାଶକର ପ୍ରଭାବରେ ଉଭୟଙ୍କର ମୃତ୍ୟୁ ଆଶଙ୍କା

ଜମନକିରା: ସମ୍ବଲପୁର ଜିଲ୍ଲା ବାମରା ବଡ଼ରମା ରେଞ୍ଜ ଅନ୍ତର୍ଗତ ତିଲେଇମାଲ ପତ୍ରା ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ ହୋଇଛି। ଏଥିମଧ୍ୟରେ ଗୋଟିଏ ମାଈ ହାତୀ ଥିବା ବେଳେ ଅନ୍ୟଟି ରହିଛି ଦନ୍ତାହାତୀ। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପାରିପାର୍ଶ୍ୱିକ…
ଅଧିକ ଖବର ଦେଖନ୍ତୁ...

ସୌରଶକ୍ତି ଉତ୍ପାଦନ ପାଇଁ ଟାଟା ପାୱାର ଦେବ ପ୍ରୋତ୍ସାହନ

ସମ୍ବଲପୁର : ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇସାରିଥିବା ଦ୍ବିତୀୟ ପର୍ଯ୍ୟାୟର ଛାତ ଉପରେ ସୈାରଶକ୍ତି (ରୁଫ୍‍ଟପ୍‍ ସୋଲାର) ଉତ୍ପାଦନ କାର୍ଯ୍ୟକ୍ରମ ସମଗ୍ର ଦେଶରେ ବିଦ୍ୟୁତ୍‍ ବିତରକ କମ୍ପାନୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ ପଶ୍ଚିମ ଓଡିଶାର ବିଦ୍ୟୁତ୍‍…
ଅଧିକ ଖବର ଦେଖନ୍ତୁ...

ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଲାଇଟ୍‌ ଆଣ୍ଡ ସାଉଣ୍ତ ସୋ ଭେଳିକି: ବର୍ଷା, ବ୍ୟାରିକେଡ୍‌ ନାଁରେ ବନ୍ଦ ରହୁଛି ସୋ’

ସମ୍ବଲପୁର : ମା ସମଲେଶ୍ବରୀ ମନ୍ଦିରର ଲାଇଟ୍ ଓ ସାଉଣ୍ଡ ସୋ’କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୂର୍ବରୁ ବେଶ୍‌ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଏହା ସମ୍ବଲପୁରର ଇତିହାସ, ଐତିହ୍ୟ, କଳା, ସଂସ୍କୃତି, ଆଧ୍ୟାତ୍ମିକତା, କୃଷି, ଲୋକ ପରଂପରା ଉପରେ ଆଧାରିତ ହୋଇଥିଲାବେଳେ ଏହାର କଥାବସ୍ତୁ,…
ଅଧିକ ଖବର ଦେଖନ୍ତୁ...

ଉଚ୍ଚଶିକ୍ଷାର ଗତି କୁଆଡ଼େ? ଜିଏମ୍‌ୟୁରେ ୨୩ରୁ ୨୦ ବିଭାଗରେ ନାହାନ୍ତି ପ୍ରଫେସର

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଗଂଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମ୍‌ୟୁ)ରେ ଏବେ ଶିକ୍ଷକ ମରୁଡ଼ି। ପ୍ରଫେସର, ଅଧ୍ୟାପକ ସବୁ ପଦ ଖାଲି ପଡ଼ିଛି। ସ୍ଥିତି ଏମିତି ହୋଇଛି ଯେ ଗତ କିଛି ବର୍ଷ ହେଲା ଅତିଥି ଅଧ୍ୟାପକଙ୍କ ଭରସାରେ ଶିକ୍ଷାଦାନ ଚାଲିଛି। ତେବେ, କେତେକ…
ଅଧିକ ଖବର ଦେଖନ୍ତୁ...

ଗୋଦାମଘରେ ବନ୍ଧାପଡ଼ିଛି ଗାନ୍ଧୀଜୀଙ୍କ ଚିଠି

ସମ୍ବଲପୁର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଏକ ହାତଲେଖା ଚିଠି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଯୋଗୀସର୍ଡ଼ା ପାକ୍ସର ଗୋଦାମଘରେ ବନ୍ଧାପଡ଼ିଛି। ଚିଠିକୁ ଉଦ୍ଧାର କରିବା ସହିତ ସଂରକ୍ଷିତ କରି ରଖିବାକୁ ବିଭିନ୍ନ ମହଲରେ ଦାବି ଉଠିଛି। ଗାନ୍ଧୀଜୀଙ୍କ ଡାକରାରେ ଉଦ୍‌ବୁଦ୍ଧ ହୋଇ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ୭ ଗେଟ୍‌ ଖୋଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ମାତ୍ରା ବଢ଼ିବାରେ ଲାଗିଛି। ଏପଟେ ପୁଣି ଉପର ମୁଣ୍ଡରେ ବର୍ଷା ସମ୍ଭାବନା ଥିବାରୁ ରବିବାର ଦିନ ହୀରାକୁଦ ଜଳଭଣ୍ଡାରର ଆହୁରି ୩ଟି ଗେଟ୍ ଖୋଲାଯାଇଛି। ଗତକାଲି ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ରବିବାର ଅପରାହ୍ନରେ ପର୍ଯ୍ୟାୟକ୍ରମେ ୨ଟି…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ ଓ ଶାଶୂଘର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ 

ସମ୍ବଲପୁର: ଗୁଜୁରାଟି କଲୋନିର ୟସ୍ନା କକ୍କଡ ୨୦୨୧ ଜୁଲାଇରେ ଜଲାନଗଳିର ଅଭିଷେକ ଭାଟିଆଙ୍କୁ ବିବାହ କରିଥିଲେ। ବିବାହ ପରେ ଶାଶୂଘରେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଅଭିଷେକ୍‌ ତାଙ୍କୁ ମାରପିଟ୍‌ କରିବା ସହ ତାଙ୍କ ବାପା ମା’ଙ୍କୁ ଧମକ ଦେଉଥିଲେ। ଗତ ମେ’ ମାସରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ମହାଷ୍ଟମୀରେ ମହାମାୟା,ପାଟଣେଶ୍ବରୀଙ୍କୁ ସୁନାବେଶ

ସମ୍ବଲପୁର: ସମ୍ବଲପୁରରେ ମା’ ଦୁର୍ଗାଙ୍କ ଆରାଧନା ଚାଲିଛି। ସହରର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ଧୁମଧାମରେ ଚାଲିଥିବାବେଳେ ସମ୍ବଲପୁରରେ ମା’ ପାଟଣେଶ୍ବରୀଙ୍କ ସୁନା ବେଶ ହୋଇଛି। ମା’ଙ୍କ ସୁନାବେଶ ଦେଖିବା ପାଇଁ ପ୍ରବଳ ଭିଡ ହୋଇଛି। ଦୀପ ଧୂପ ନୈବେଦ୍ୟରେ ମା’ଙ୍କୁ…
ଅଧିକ ଖବର ଦେଖନ୍ତୁ...