villain: ଧୀରେନ୍ ବନିଲେ ଭିଲେନ୍

Advertisment

ଅଜୟ ରଥଙ୍କ ନିର୍ଦ୍ଦେଶିତ ‘ଆଇଆଇସି ଧୀରେନ୍’ରେ ଶୀର୍ଷକ ଭୂମିକାରେ ଅଭିନୟ କରି କ୍ୟାରିୟର ଆରମ୍ଭ କରିଥିଲେ ଧୀରେନ୍‌। ତାଙ୍କ ଅଭିନୀତ ଚାରିଟି ଓଡ଼ିଆ ଛବି ‘ବଦମାସିଆ ପ୍ରେମ’, ‘କେମିତି ପ୍ରେମ’, ‘ଲଙ୍କାଗଡ଼’ ଓ ‘ଲାଇନବାଲା’ ଏବେ ରିଳିଜ୍‌ ଅପେକ୍ଷାରେ ରହିଛି ।

ଅଜୟ ରଥଙ୍କ ନିର୍ଦ୍ଦେଶିତ ‘ଆଇଆଇସି ଧୀରେନ୍’ରେ ଶୀର୍ଷକ ଭୂମିକାରେ ଅଭିନୟ କରି କ୍ୟାରିୟର ଆରମ୍ଭ କରିଥିଲେ ଧୀରେନ୍‌। ତାଙ୍କ ଅଭିନୀତ ଚାରିଟି ଓଡ଼ିଆ ଛବି ‘ବଦମାସିଆ ପ୍ରେମ’, ‘କେମିତି ପ୍ରେମ’, ‘ଲଙ୍କାଗଡ଼’ ଓ ‘ଲାଇନବାଲା’ ଏବେ ରିଳିଜ୍‌ ଅପେକ୍ଷାରେ ରହିଛି ।

dgdagdadgzvc

ଅଜୟ ରଥଙ୍କ ନିର୍ଦ୍ଦେଶିତ ‘ଆଇଆଇସି ଧୀରେନ୍’ରେ ଶୀର୍ଷକ ଭୂମିକାରେ ଅଭିନୟ କରି କ୍ୟାରିୟର ଆରମ୍ଭ କରିଥିଲେ ଧୀରେନ୍‌। ତାଙ୍କ ଅଭିନୀତ ଚାରିଟି ଓଡ଼ିଆ ଛବି ‘ବଦମାସିଆ ପ୍ରେମ’, ‘କେମିତି ପ୍ରେମ’, ‘ଲଙ୍କାଗଡ଼’ ଓ ‘ଲାଇନବାଲା’ ଏବେ ରିଳିଜ୍‌ ଅପେକ୍ଷାରେ ରହିଛି । ପ୍ରଥମ ତିନିଟିରେ ନାୟକ ଭୂମିକାରେ ଅଛନ୍ତି ଧୀରେନ। ହେଲେ ଶେଷ ଛବିରେ ତାଙ୍କୁ ନାୟକ ନୁହେଁ ବରଂ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ସତ୍ୟଘଟଣା ଉପରେ ଆଧାରିତ ‘ଲାଇନବାଲା’ରେ ପ୍ରଥମ ଥର ଲାଗି ସେ ନେଗେଟିଭ୍ ରୋଲ୍‌ରେ ନଜର ଆସିବେ। ତାଙ୍କ ଅଭିନୀତ ଚରିତ୍ରର ନାମ ରହିଛି ବିକ୍ରମ।

Health: ଡବା ଖାଦ୍ୟରେ ବଞ୍ଚିଛି ୧୭ ବର୍ଷୀୟ ନାବାଳକର ଜୀବନ

ଅନେକ ହତ୍ୟାକାଣ୍ଡ ସହ ଜଡ଼ିତ ବିକ୍ରମ ଜଣେ ପେସାଦାର ଅପରାଧୀ। କାହିଁକି ହଠାତ୍ ଏଭଳି ଚରିତ୍ର ପାଇଁ ରାଜି ହେଲେ ବୋଲି ପ୍ରଶ୍ନ କରିବାରୁ ଧୀରେନ୍ କହନ୍ତି, ‘‘ନିର୍ଦ୍ଦେଶକ ନିରଞ୍ଜନ ବେହେରା ମୋତେ ଏହି ଭୂମିକା ପାଇଁ ପ୍ରସ୍ତାବ ଦେଲେ। ଆଉ କଳାକାର ହିସାବରେ ଏକ ଭିନ୍ନ ଚରିତ୍ର ନିଭାଇବା ଲାଗି ମୁଁ ରାଜି ହେଲି। ଯଦି ଦର୍ଶକ ଏଥିରେ ମୋତେ ପସନ୍ଦ କରନ୍ତି, ତେବେ ଆଗକୁ ବି ଖଳନାୟକ ଭୂମିକା ନିଭାଇବାକୁ ପଛଘୁଞ୍ଚା ଦେବି ନାହିଁ।’’

Paddy: ଶେଷ ହେଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe