ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଗୁଜରାଟ କଂଗ୍ରେସରେ ସଙ୍କଟ, ପୁଣି ଜଣେ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ଅହମଦାବାଦ୍: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସକୁ ଶକ୍ତ ଝଟ୍‌କା ଲାଗିଛି। ଗତକାଲି ଗୁଜରାଟରେ କଂଗ୍ରେସର ୨ ଜଣ ବିଧାୟକ ଇସ୍ତଫା ଦେଇଥିବା ବେଳେ ଆଜି ପୁଣି ଆଉଜଣେ ବିଧାୟକ ଇସ୍ତଫା ଦେଇଛନ୍ତି। ବ୍ରିଜେଶ ମେର୍ଜା ନାମକ ଜଣେ ବିଧାୟକ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏ ବର୍ଷ ଆସିବନି ନୂଆ ଯୋଜନା

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରାଳୟକୁ ଏବେ ଅର୍ଥ ଚିନ୍ତା ଘାରିଛି। କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଯୋଗୁଁ ସରକାରଙ୍କ ରାଜସ୍ବ ଆଦାୟ ଗୁରୁତର ମାତ୍ରାରେ ପ୍ରଭାବିତ ହୋଇଛି। ତେଣୁ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ କୌଣସି ନୂଆ ଯୋଜନା ‌ଆରମ୍ଭ ନକରିବାକୁ ଅର୍ଥ…
ଅଧିକ ଖବର ଦେଖନ୍ତୁ...

୨୦୦ ସହରରେ କାର୍ଯ୍ୟକାରୀ ହେବ ‘ନଗର ବନ’

ନୂଆଦିଲ୍ଲୀ : ‘ ବିଶ୍ବ ପରିବେଶ ଦିବସ’ ଅବସରରେ କେନ୍ଦ୍ର ସରକାର ଆଜି ୨୦୦ ସହରରେ ଆଗାମୀ ୫ ବର୍ଷ ମଧ୍ୟରେ ‘ନଗର ବନ’ ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି । ଜନସାଧାରଣ, ଜଙ୍ଗଲ ବିଭାଗ, ପୌରସଂସ୍ଥା, ‌ସ୍ବେଚ୍ଛାସେବୀ ସଂଗଠନ, ବାଣିଜ୍ୟିକ ସଂସ୍ଥା ଏବଂ ସାଧାରଣ ନାଗରିକଙ୍କ ସହଯୋଗରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ପରିବେଶ ଦିବସ ଅବସରରେ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ : ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ହରଦୀପ ସିଂ ପୁରୀ ‘ ବିଶ୍ବ ପରିବେଶ ଦିବସ’ ଅବସରରେ ନୂଆଦିଲ୍ଲୀସ୍ଥିତ ନିର୍ମାଣ ଭବନ ପରିସରରେ ଏକାଧିକ ମାର୍ଗଦର୍ଶିକା ଜାରି କରିଛନ୍ତି। ‘ବର୍ଜ୍ୟବସ୍ତୁର ପ୍ରଭାବୀ ପରିଚାଳନା ଜରିଆରେ ଜୈବ ବିବିଧତାର ସଂରକ୍ଷଣ’…
ଅଧିକ ଖବର ଦେଖନ୍ତୁ...

ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ତାରିଖ ଘୋଷଣ‌ା

ନୂଆଦିଲ୍ଲୀ : ୨୦୨୦ ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୪, ୨୦୨୦ରେ ପରୀକ୍ଷା ହେବ ବୋଲି ୟୁପିଏସ୍‌ସି ପକ୍ଷରୁ ଘୋଷଣା‌ ହୋଇଛି। ଗତ ମେ' ୩୧ ତାରିଖରେ ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ହେବାର ଥିଲା। କିନ୍ତୁ କରୋନା ଭାଇରସ୍‌…
ଅଧିକ ଖବର ଦେଖନ୍ତୁ...

ଘରୋଇ ହସ୍ପିଟାଲ୍‌ଙ୍କ କୋଭିଡ-୧୯ ଚିକିତ୍ସା ନେଇ ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କାହିଁକି ଘରୋଇ ହସ୍ପିଟାଲମାନେ ମାଗଣାରେ କିମ୍ବା ସର୍ବନିମ୍ନ ଲାଭାଂଶରେ କୋଭିଡ୍‌-୧୯ ଚିକିତ୍ସା ଯୋଗାଇ ଦେବେ ନାହିଁ ବୋଲି ପ୍ରଶ୍ନ କରି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ଦୁଇ ସପ୍ତାହରେ ଏହାର ଉତ୍ତର ରଖିବାକୁ ସୁପ୍ରିମ୍‌ କୋର୍ଟ…
ଅଧିକ ଖବର ଦେଖନ୍ତୁ...

ମଣିପୁରୀ ଯୁବତୀଙ୍କ ବେଦନାଭରା ଅନୁଭବ, ବାପାଙ୍କ ଶେଷଦର୍ଶନ ବେଳେ ପାଖରେ କେହିନଥିଲେ

ଇମ୍ଫାଲ: କରୋନାଭୂତାଣୁର ଭୟାବହତା କିପରି ଆମ ସାମାଜିକ ସମ୍ପର୍କକୁ ବିଦୀର୍ଣ୍ଣ କରିପକାଇଛି ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମଣିପୁରର କାଙ୍ଗୋପକ୍ସି ଗାଁରେ। ରାଜଧାନୀ ସହର ଇମ୍ଫା‌ଲ ସ୍ଥିତ ଏକ ସଂଗରୋଧ କେନ୍ଦ୍ରରେ ଅଟକ ଥିବା ଜଣେ ମଣିପୁରୀ ଯୁବତୀ ନିଜ ବାପାଙ୍କ ମୃତ୍ୟୁ ଖବର…
ଅଧିକ ଖବର ଦେଖନ୍ତୁ...

ନ୍ୟୁୟର୍କରେ ବିକ୍ଷୋଭ ଆଳରେ ଲୁଟ୍‌, ୯ ମିନିଟ୍‌ରେ ଲୁଟିନେଲେ ନାଇକ୍‌ ଷ୍ଟୋର୍

ନ୍ୟୁୟର୍କ: ନ୍ୟୁୟର୍କରେ ରଙ୍ଗଭେଦ ବିରୋଧରେ କଳା ଲୋକଙ୍କ ଦ୍ବାରା ଚାଲିଥିବା ବିକ୍ଷୋଭ ଏବେ ଭିନ୍ନ ମୋଡ଼ ନେଇଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ଆଳରେ ଲୋକେ ଦୋକାନ ବଜାର ଲୁଟ୍‌ କରିବାରେ ଲାଗିଛନ୍ତି। ଗତକାଲି ନ୍ୟୁୟର୍କ ସହରରେ ବିକ୍ଷୋଭକାରୀମାନେ ଅଚାନକ ଏକ ନାଇକ୍‌…
ଅଧିକ ଖବର ଦେଖନ୍ତୁ...

ଭାରତକୁ ଇଟାଲିରେ ପରିଣତ କରିଦେବେ ରାହୁଲ ଗାନ୍ଧି ଓ ପରିବାର: ଯୋଗୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ସରକାରଙ୍କ କୋଭିଡ୍‌ ମୁକାବିଲାକୁ ଲଗାତାର ସମାଲୋଚନା କରୁଥିବାରୁ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଭୟଙ୍କୁ କଡ଼ା ଜବାବ ଦେଇଛନ୍ତି। ଯୋଗୀ କହିଛନ୍ତି, ଯଦି ଦେଶ…
ଅଧିକ ଖବର ଦେଖନ୍ତୁ...

ସ୍ବାସ୍ଥ୍ୟ ମନ୍ତ୍ରାଳୟର ୩ ବରିଷ୍ଠ ଅଧିକାରୀ ସଂକ୍ରମିତ

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ମନ୍ତ୍ରାଳୟର ୩ ଜଣ ବରିଷ୍ଠ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି। ହଠାତ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଫିସ୍‌ ‘ନିର୍ମାଣ ଭବନ’ରେ ସଂକ୍ରମଣ ମାମଲା ବଢ଼ିଯିବାରୁ ମନ୍ତ୍ରାଳୟ ପକ୍ଷରୁ ଅଫିସ୍‌ରେ ସଂକ୍ରମଣ ରୋକିବାପାଇଁ ଜରୁରୀ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାପାଇଁ…
ଅଧିକ ଖବର ଦେଖନ୍ତୁ...