The Harley-Davidson: ଆସୁଛି ହାର୍ଲେ-ଡେଭିଡ୍‌ସନ୍‌ ଏକ୍ସ୪୪୦ ଟି

ହାର୍ଲେ-ଡେଭିଡ‌୍ସନ୍‌ ଇଣ୍ଡିଆ ଏହାର ସୁପର ବାଇକ୍‌ ରୋଡ୍‌ଷ୍ଟାର୍‌ର ନୂଆ ମଡେଲ୍‌ ‘ଏକ୍ସ୪୪୦ ଟି’ ଉନ୍ମୋଚନ କରିବାକୁ ଯାଉଛି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଇଞ୍ଜିନ୍‌, ଚେସିସ୍‌ ଓ ହାର୍ଡୱେର୍‌ ଦେଖିଲେ ଏକ୍ସ୪୪୦ ସହିତ ସମାନ ଦେଖାଯାଉଛି।

dgjgdjgjdgjdcbn

ହାର୍ଲେ-ଡେଭିଡ‌୍ସନ୍‌ ଇଣ୍ଡିଆ ଏହାର ସୁପର ବାଇକ୍‌ ରୋଡ୍‌ଷ୍ଟାର୍‌ର ନୂଆ ମଡେଲ୍‌ ‘ଏକ୍ସ୪୪୦ ଟି’ ଉନ୍ମୋଚନ କରିବାକୁ ଯାଉଛି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଇଞ୍ଜିନ୍‌, ଚେସିସ୍‌ ଓ ହାର୍ଡୱେର୍‌ ଦେଖିଲେ ଏକ୍ସ୪୪୦ ସହିତ ସମାନ ଦେଖାଯାଉଛି। କିନ୍ତୁ ଏଥିରେ ୪୪୦ ସିସି ସିଙ୍ଗଲ୍‌-ସିଲିଣ୍ଡର୍‌, ଏୟାର୍‌-ଅଏଲ୍‌ କୁଲ୍‌ଡ ଇଞ୍ଜିନ୍‌ ରହିଛି, ଯାହା ୨୭.୩ ହର୍ସପାୱାର୍‌ ଓ ୩୮ ଏନ୍‌ଏମ୍‌ ପିକ୍‌ ଟର୍କ କ୍ଷମତା ରହିଛି।

Ragging: ଘରୋଇ ଶିକ୍ଷାନୁଷ୍ଠାନରେ ରାଗିଂ: ଭିଡ଼ିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଇଞ୍ଜିନ୍‌ ୬-ସ୍ପିଡ୍‌ ଟ୍ରାନ୍‌ସମିସନ୍‌ ସହିତ ଯୋଡ଼ା ହୋଇଛି ଏବଂ ଏଥିରେ ସ୍ଲିପ୍‌-ଏଣ୍ଡ୍-ଆସିଷ୍ଟ କ୍ଲଚ୍‌ ରହିଛି। ଏହାସହିତ ଏଥିରେ ଏକ ୩.୫ ଇଞ୍ଚ ସର୍କୁଲାର୍‌ ଟିଏଫ୍‌ଟି ଡିସ୍‌ପ୍ଲେ ଅଛି। ଇନ୍‌ଫୋଟେନ୍‌ମେଣ୍ଟ କନେକ୍ଟିଭିଟି ଓ ନାଭିଗେସନ୍, ରାଇଡ୍‌-ବାଏ-ୱାୟା‌ର୍‌,  ଟ୍ରାକ୍ସନ୍ କଣ୍ଟ୍ରୋଲ୍‌ ଓ ରାଇଡ୍ ମୋଡ୍‌ ସହ ଡୁଆଲ୍‌-ଚ୍ୟାନେଲ୍‌ ଏବିଏସ୍‌ ପରି ବୈଶିଷ୍ଟ୍ୟ ଏଥିରେ ରହିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୨.୫୦ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍‌) ହେବ‌ ବୋଲି ଆକଳନ କରାଯାଉଛି। ଖୁବ୍‌ ଶୀଘ୍ର ଏହା ବଜାର ପ୍ରବେଶ କରିବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

Child Marriage: କାଲିଠୁ ଠାରୁ ଆରମ୍ଭ ହେବ ୧୦୦ ଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe