ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ମାମଲା: ସତ ମାନିଲେ ଗିରଫ ହୋଇଥିବା ପରୀକ୍ଷାର୍ଥୀ

ନୂଆଦିଲ୍ଳୀ: ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ଅଭିଯୋଗ ନେଇ ଗିରଫ ହୋଇଥିବା ପରୀକ୍ଷାର୍ଥୀ ଅନୁରାଗ ଯାଦବ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ଲିକ୍ ପ୍ରଶ୍ନପତ୍ର ପ୍ରକୃତ ପରୀକ୍ଷା ପ୍ରଶ୍ନପତ୍ର ସହିତ ମେଳ ଖାଉଛି। ବିହାରର…

ମକ୍କାରେ ଗଲାଣି ୬୪୫ ଜଣ ହଜ୍‌ ତୀର୍ଥଯାତ୍ରୀଙ୍କ ଜୀବନ

ଜେରୁଜେଲମ୍‌: ସାଉଦ ଆରବସ୍ଥିତ ମକ୍କାରେ ହଜ୍‌ ସମୟରେ ଅତି କମରେ ୬୪୫ ଜଣଙ୍କ ଜୀବନ ଗଲାଣି। ସେହି ମୃତକଙ୍କ ମଧ୍ୟରେ ୯୦ ଜଣ ଭାରତୀୟ ଅଛନ୍ତି ବୋଲି ଖବରରୁ ପ୍ରକାଶ ପାଇଛି। ଏକ ନ୍ୟୁଜ୍ ଏଜେନ୍ସି ଏଏଏଫ୍‌ପି ରିପୋର୍ଟ ଅନୁଯାୟୀ, କେତେକଙ୍କର ପ୍ରାକୃତିକ କାରଣରୁ ମୃତ୍ୟୁ ଘଟିଛି। କାରଣ…

ପ୍ରବଳ ଉତ୍ତାପ ହେତୁ ମକ୍କାରେ ଗଲାଣି ୫୫୦ରୁ ଅଧିକ ହଜ୍‌ ତୀର୍ଥଯାତ୍ରୀଙ୍କ ଜୀବନ

ଜେରୁଜେଲମ୍‌: ଚଳିତବର୍ଷ ଗରମ ହେତୁ ଅନେକ ଜୀବନ ଗଲାଣି। ସାଉଦ ଆରବସ୍ଥିତ ମକ୍କାରେ ହଜ୍‌ ସମୟରେ ଅତି କମରେ ୫୫୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ବୋଲି କୂଟନୀତିଜ୍ଞମାନେ କହିଛନ୍ତି। ତାପପାତ୍ରା ପାଖାପାଖି ୫୨ ଡିଗ୍ରି ହୋଇଥିବା ବେଳେ ଅନେକ ଜୀବନ ଅକ୍ଳେଶରେ ଚାଲିଯାଇଛି। ମୃତ୍ୟୁବରଣ…

କାମ ନ କରି ବିଲ୍‌ ଉଠାଇ ନେଉଛି ଠିକାସଂସ୍ଥା!

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ବିଭିନ୍ନ କାମରେ ଦୁର୍ନୀତିର ଗନ୍ଧ। ‘ମୁକ୍ତା’, ‘ଜାଗା ମିସନ’, ‘ଲୁ’, ରାସ୍ତା ଓ ଡ୍ରେନ୍‌ ହେଉ ଅବା ଶୌଚାଳୟ ନିର୍ମାଣ ଆଦି କାମରେ ବ୍ୟାପକ ଅନିୟମିତତା ହୋଇଛନ୍ତି। ସବୁଠୁ ବେଶି ଦୁର୍ନୀତି ହୋଇଛନ୍ତି ‘ମୁକ୍ତା’ ଯୋଜନାରେ।…

ଆତଙ୍କବାଦୀ ପାଇଁ କାନାଡା ସଂସଦରେ ନୀରବ ପ୍ରାର୍ଥନା, ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ସ୍ମୃତିରେ କାନାଡାର ସଂସଦ ଭବନରେ ନୀରବତା ଅବଲମ୍ବନ କରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭାନକୋଭରରେ ଥିବା ଭାରତୀୟ କନସୁଲେଟ ଜେନେରାଲ। ସେ ଏକ ‌ଏକ୍ସ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ଆତଙ୍କବାଦ ବିରୋଧରେ…

ଆଇସ୍‌କ୍ରିମ୍‌ କୋନ୍‌ରୁ ବାହାରିଥିଲା ମଣିଷ ଆଙ୍ଗୁଠି: ଆସିଲା ରିପୋର୍ଟ

ମୁମ୍ବାଇ: ମୁମ୍ବାଇର ଜଣେ ଡାକ୍ତର ଅନ୍‌ଲାଇନ୍‌ରୁ ବରାଦ କରିଥିବା ଏକ ଆଇସ୍‌କ୍ରିମ୍‌ କୋନ୍‌ରୁ ମାନବ ଆଙ୍ଗୁଠିର ଏକ ଅଂଶ ପାଇଥିବା ନେଇ ନିକଟ ଅତୀତରେ ଅଭିଯୋଗ ହୋଇଥିଲା। ଏହା ସତ କି ମିଛି ଜାଣିବା ପ‌ାଇଁ ଫରେନ୍ସିକ୍‌ ଟେଷ୍ଟ୍‌ ପାଇଁ ଯାଇଥିଲା। ଏବେ ତାହାର ରିପୋର୍ଟ ଆସିଛି। ଜାଣିବାକୁ…

ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କଲେ ମୋଦୀ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ନରେନ୍ଦ୍ର ମୋଦୀଙ୍କର ରାଜ୍ୟକୁ ପ୍ରଥମ ଗସ୍ତ। ଏହାପୂର୍ବରୁ ସେ ବିହାରର ପ୍ରାଚୀନ…

ସିକିମ ଭୂସ୍ଖଳନ ପରେ ଫସି ରହିଥିବା ୧୨ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଯବାନ

ଗାଙ୍ଗ୍‌ଟକ୍‌: ସିକିମରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଭୂସ୍ଖଳନ ପରେ ଫସି ରହିଥିବା ୧୨ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଯବାନ । ଆଉ କିଛି ପର୍ଯ୍ୟଟକ ଫସି ରହିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି…

ବିଏମ୍‌ଡବ୍ଲୁ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: ସାଂସଦଙ୍କ ଝିଅକୁ ମିିଳିଲା ଜାମିନ୍‌

ପୁଣେ: ପୁଣେ ପୋର୍ସେ ଦୁର୍ଘଟଣାର କଥା ମନରୁ ନଲିଭୁଣୁ ଆଉ ଏକ ଦୁର୍ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଚେନ୍ନାଇରେ ରାସ୍ତାରେ ଶୋଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ରାଜ୍ୟସଭା ସାଂସଦଙ୍କ ଝିଅ ଗାଡ଼ି ଚଢ଼ାଇ ମାରିଦେବା ପରେ ତାଙ୍କ ବିରୋଧରେ ହିଟ୍-ରନ୍ ମାମଲା ରୁଜୁ ହୋଇଥିଲା। ସେ ଜଣେ ଚିତ୍ରକରଙ୍କ…

ଆସନ୍ତା ୨୪-୪୮ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ମିଳିପାରେ ଗରମରୁ ଆଶ୍ବସ୍ତି

ନୂଆଦିଲ୍ଲୀ: ଦିଲ୍ଳୀ ଏବଂ ତାହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪-୪୮ ଘଣ୍ଟା ମଧ୍ୟରେ ଗରମରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ। ମୌସୁମୀ ବର୍ଷା ହେତୁ ‌ଗରମରୁ ଏବେ ଲୋକଙ୍କୁ ତ୍ରାହି ମିଳିଛି। ଆଗାମୀ ସାତ ଦିନ ମଧ୍ୟରେ ମୌସୁମୀ ପୂର୍ବରୁ ପବନ ବଦଳିବାର ସମ୍ଭାବନା ରହିଛି। ଭାରତରେ ମୌସୁମୀ…