Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

 odishabytes

Airport in World: କେଉଁ ଦେଶରେ ଅଛି ସର୍ବାଧିକ ବିମାନବନ୍ଦର? ଆପଣ ଜାଣିଛନ୍ତି କି?

hasina

Jaishankar on Seikh Hasina: ଭାରତରେ କେତେଦିନ ରହିବେ ଶେଖ ହସିନା, ଜାଣନ୍ତୁ କଣ କହିଲେ ଜୟଶଙ୍କର

Bhubaneswar New - Hyderabad Special Train

Railway Add new Coaches: ଇଣ୍ଡିଗୋ ସଙ୍କଟ ପରେ ଅଣ୍ଟା ଭିଡିଲା ରେଳବାଇ, ଓଡ଼ିଶାର ଯାତ୍ରୀଙ୍କୁ ମିଳିବ ସୁବିଧା

Untitled-12

Property Issue: ମା ପରେ କିଏ ନେବ ସମ୍ପତ୍ତି: ଭାଇ-ଭଉଣୀଙ୍କ କଳିରେ ପଡ଼ିରହିଲା ମା'ର ମୃତଦେହ

Untitled-11

Animal Exchange: ସୁରଟରୁ ନନ୍ଦନକାନନକୁ ଆସିଲେ ଏସବୁ ପ୍ରାଣୀ

Untitled-6

Bhubaneswar Couple Unable to Attend Reception: ଅଟକାଇଦେଲା ବିମାନ: ଅନଲାଇନରେ ରିସେପ୍ସନ ଭୋଜି ଦେଲେ ଭୁବନେଶ୍ୱର ବର

IndiGo

Indigo Crisis: ଇଣ୍ଡିଗୋ ସେବାରେ ବ୍ୟାପକ ତ୍ରୁଟି, ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ

New Project (1)

Matric Exam Begin: ଫେବୃୟାରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: କ୍ଲିକ କରି ଜାଣନ୍ତୁ ସବୁ ଅପଡେଟ

gggg

Ticket Selling in Barabati: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ମୁକାବିଲା ପାଇଁ ଚାଲିଛି ଟିକେଟ୍‌ ବିକ୍ରି

repo

Repo Rate Decrease: ଶସ୍ତା ହୋଇପାରେ ଗୃହ,ଯାନବାହାନ ଋଣ କିସ୍ତି, ରେପୋ ହାର 25 ବେସିସ ପଏଣ୍ଟ କମାଇଲା ରିଜର୍ଭ ବ୍ୟାଙ୍କ

Advertisment
ସବସ୍କ୍ରାଇବ କରନ୍ତୁ