Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

e5ea3270-ff80-49bb-9e6e-6bd2e4c28799

Series Accident in Badamba: ସିରିଜ ଦୁର୍ଘଟଣା, ତିନୋଟି ଗାଡ଼ିକୁ ଚାପିଦେଲା ବାଲି ଓଭରଲୋଡିଂ ହାଇୱା

New Project

Dropout Attempt: ନିଜେ ଡ୍ରପ ଆଉଟଥିଲେ, ଏବେ ଡ୍ରପଆଉଟ ପିଲାଙ୍କୁ ସ୍କୁଲ ମୁହାଁ କରୁଛନ୍ତି ସମିତି ସଭ୍ୟ

aaa

Saptagiri Demand: ଡିଆରଏମ କାର୍ଯ୍ୟାଳୟ ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଅପରେସନ ଦାବି କଲେ ସପ୍ତଗିରି

Supreme_Court_Rules_No_Ceremony,_No_Marriage_under_Hindu_Marriage_Act

Supreme Court on Talaq and Dowry:ଛାଡପତ୍ର ପରେ ଫେରାଇବେ ଯୌତୁକ, ମହିଳାଙ୍କ ପାଇଁ ସୁପ୍ରିମକୋର୍ଟର ବଡ ନିର୍ଦ୍ଦେଶନାମା

e6255a11-797c-47bb-a3c3-679b62925065

Soldier Died in Canal: ଅଭ୍ୟାସ ସମୟରେ କେନାଲରେ ବୁଡିଗଲା ଟ୍ୟାଙ୍କ, ଯବାନଙ୍କର ହେଲା ମୃତ୍ୟୁ

cb6806fb-4f55-46d5-9642-17126fd06f5c

Costly Number Plate Auction: ପୁଣି ନିଲାମ ହେବ ଦେଶର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ, ଏହି ମୂଲ୍ୟରେ କିଣିହେବ ଏକାଧିକ କାର

putin

Good News for India: ପୁଟିନଙ୍କ ଗସ୍ତ ପୂର୍ବରୁ ରୁଷରୁ ଭାରତ ପାଇଁ ଆସିଲା ଖୁସି ଖବର

mobile

Sanchar Sathi Success: ବିଶ୍ୱାସ ନ ହେଲେ ବି ସତ: ଏଯାଏଁ ୭ ଲକ୍ଷ ଚୋରି ମୋବାଇଲ ଉଦ୍ଧାର କରିସାରିଲାଣି ସଞ୍ଚାର ସାଥୀ ଆପ୍

year-2025-may-see-big-cut-in-lpg-prices

Gas Cylinder in 300 Rupees: ଏହି ମୁଖ୍ୟମନ୍ତ୍ରୀ କଲେ ଘୋଷଣା: ୩୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

trump

Trump said about Russia-Ukraine: ରୁଷ-ୟୁକ୍ରେନ ଯୁଦ୍ଧ ୮ ଥର ରୋକିଛି, ହେଲେ ଏହାକୁ ରୋକିବା ସହଜ ନୁହେଁ: ଟ୍ରମ୍ପ

Advertisment
ସବସ୍କ୍ରାଇବ କରନ୍ତୁ