ଏତେ କୋଟିର ମାଲିକ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ଜନସେନା ପାର୍ଟି ଆନ୍ଧ୍ରପ୍ରଦେଶରେ ଏକ ଐତିହାସିକ ରାଜନୈତିକ ବିଜୟ ହାସଲ କରିଥିଲା। ସୁପରଷ୍ଟାରଙ୍କ ପାର୍ଟି ଲୋକସଭାରେ ୨ଟି ଆସନ ପାଇବାରେ ସଫଳ ହୋଇଥିବା ବେଳେ ତାଙ୍କ ଦଳ ବିଧାନସଭାରେ ୨୧ଟି ଆସନ ପାଇଥିଲା। ଏହି ବିଜୟ ପରେ ପବନ କଲ୍ୟାଣଙ୍କୁ ଆଜି…
ଅଧିକ ଖବର ଦେଖନ୍ତୁ...

ଜେଲରେ ସୁପରଷ୍ଟାର ଭଳି ରହୁଛନ୍ତି ଦର୍ଶନ, ଦିଆଯାଉଛି ବିରିୟାନୀ !

ବେଙ୍ଗାଲୁରୁ: ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ବେଙ୍ଗାଲୁରୁର କାମାକ୍ଷୀପାଲ୍ୟା ପୁଲିସ ଏକ ମାମଲା ରୁଜୁ କରିଥିଲା। ଜୁନ୍ ୯ରେ କନ୍ନଡ ଅଭିନେତା ଦର୍ଶନଙ୍କ ବିରୋଧରେ ଏହି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ମଙ୍ଗଳବାର ତାଙ୍କୁ ଏହି ମାମଲାରେ ଗିରଫ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ-ସ୍ତ୍ରୀ ଝଗଡ଼ା ମଧ୍ୟରେ ବଳି ପଡିଲା ପୁଅ, ନିର୍ମମ ଭାବେ ହତ୍ୟା କଲା ବାପା

ଥାଣେ: ସ୍ୱାମୀ-ସ୍ତ୍ରୀ ଝଗଡ଼ା ମଧ୍ୟରେ ବଳି ପଡିଲା ପୁଅ | ନିର୍ମମ ଭାବେ ହତ୍ୟା କଲା ବାପା | ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଦମ୍ପତ୍ତିଙ୍କ ମଧ୍ୟରେ ହେଉଥିବ ଝଗଡା ହିଁ ହତ୍ୟାର କାରଣ ବୋଲି ସନ୍ଦେହ କରୁଛି ପୁଲିସ | ପାଟିରେ କାଗଜ ଭର୍ତ୍ତି କରି ଅଭିଯୁକ୍ତ ବାପା ୯ବର୍ଷିୟ ପୁଅର…
ଅଧିକ ଖବର ଦେଖନ୍ତୁ...

ଦେଶ ସେବା କରିବାର ଥିଲା ଯଦି ସେନାରେ ସାମିଲ ହେଲେନି କାହିଁକି? ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ନସିରୁଦ୍ଦିନ

ନୂଆଦିଲ୍ଲୀ: ଦେଶ ସେବା କରିବାର ଥିଲା ଯଦି ସେନାରେ ସାମିଲ ହେଲେନି କାହିଁକି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଲିଉଡର ଲୋକପ୍ରିୟ ଅଭିନେତା ନସିରୁଦ୍ଦିନ ଶାହା (୭୩) ଏକ ସାକ୍ଷାତକାରରେ ଏଭଳି ପ୍ରଶ୍ନ କରିଛନ୍ତି। ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜେଡି (ୟୁ)…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଯାଇଥିଲା ବୃଦ୍ଧଙ୍କ ଜୀବନ, ପରେ ଧରାପଡ଼ିଲା ବୋହୂର ଷଡ଼ଯନ୍ତ୍ର

ନାଗପୁର: ସମ୍ପତ୍ତି ସଜାଇଲା ହତ୍ୟାକାରୀ। ସମ୍ପର୍କ ଭୁଲି ଶଶୁରକୁ ହତ୍ୟା କଲା ବୋହୂ। ମେ’ ୨୧ରେ କାର୍ ଦୁର୍ଘଟଣାରେ ଶଶୁରଙ୍କ ମୃତ୍ୟୁ ହେବା ପରେ ପୁଲିସ ଧକ୍କା କରିଥିବା କାର୍ ଚାଳକକୁ ଗିରଫ କରିଥିଲା। ହେଲେ ପରେ ଦୁର୍ଘଟଣା ପଛରେ ଏତେ ବଡ଼ ଷଡ଼ଯନ୍ତ୍ର ଥିବା ପୁଲିସ ଜାଣିବାକୁ ପାଇଥିଲା। ଏବେ…
ଅଧିକ ଖବର ଦେଖନ୍ତୁ...

ଅନୈତିକ ସମ୍ପର୍କ ଧରାପଡ଼ିଯିବା ଡରରେ ଯୁବକଙ୍କୁ ହତ୍ୟା କରିଛନ୍ତି ଦର୍ଶନ !

ବେଙ୍ଗାଲୁରୁ: ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନଙ୍କୁ ଗିରଫ କଲା ପୁଲିସ। ତାଙ୍କ ବିରୋଧରେ ବେଙ୍ଗାଲୁରୁର କାମାକ୍ଷୀପାଲ୍ୟା ପୁଲିସ ଏକ ମାମଲା ରୁଜୁ କରିଥିଲା। ଜୁନ୍ ୯ରେ କନ୍ନଡ ଅଭିନେତା ଦର୍ଶନଙ୍କ ବିରୋଧରେ ଏହି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ମଙ୍ଗଳବାର ତାଙ୍କୁ ଏହି ମାମଲାରେ ଗିରଫ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ। ବୃଷ: ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ରାଜନୈତିକ କାର୍ଯ୍ୟରେ ସମୟ ଦେବେ। ବିଲଡର୍ସଙ୍କୁ ଧନଲାଭ ହେବ। ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ। ‌…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ହାରିବା ପରେ ନିଜର ନୂଆ ଦଳ ଗଢ଼ିବେ ପବନ ସିଂହ !

ନୂଆଦିଲ୍ଲୀ: ନିର୍ବାଚନ ହାରିବା ପରେ ନିଜର ନୂଆ ଦଳ ଗଢ଼ିବେ ଭୋଜପୁରୀ ସୁପରଷ୍ଟାର ପବନ ସିଂ। ବିହାରର କାରକାଟ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ପବନ। ଭୋଜପୁରୀ ଷ୍ଟାର ପ୍ରାର୍ଥୀ ହୋଇଥିବାରୁ ସମସ୍ତଙ୍କ ଆଖି ଏହି ଆସନ ଉପରେ…
ଅଧିକ ଖବର ଦେଖନ୍ତୁ...

୧୩ବର୍ଷୀୟ ବାଳକର ଗୋଟାଏ ମେସେଜରେ ଅଟକିଲା ୩୦୧ଯାତ୍ରୀ ଥିବା ବିମାନ !

ନୂଆଦିଲ୍ଲୀ: ଗତ ସପ୍ତାହରେ ୧୩ବର୍ଷୀୟ ବାଳକର ଗୋଟାଏ ମେସେଜରେ ଅଟକିଥିଲା ୩୦୧ଯାତ୍ରୀ ଥିବା ବିମାନ। ପୁଲିସର ଦକ୍ଷତା ଜାଣିବାକୁ ମିଛରେ ବିମାନରେ ବୋମା ଥିବା କହିଥିଲେ ବାଳକ। ଗତ ସପ୍ତାହରେ ଦିଲ୍ଲୀ ବିମାନବନ୍ଦରର ସୁରକ୍ଷାକର୍ମୀଙ୍କ ପାଖକୁ ଏକ ଧମକପୂୂର୍ଣ୍ଣ ମେଲ୍ ଆସିଥିଲା। ସେଥିରେ ଉଡ଼ାଣ…
ଅଧିକ ଖବର ଦେଖନ୍ତୁ...

ମାତ୍ର ଏତିକି ଟଙ୍କାର ମାଲିକ ଚିରାଗ ପାସୱାନ

ନୂଆଦିଲ୍ଲୀ: ମୋଦୀ ୩.୦ କ୍ୟାବିନେଟରେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ) ମୁଖ୍ୟ ଚିରାଗ ପାସୱାନଙ୍କୁ ସ୍ଥାନ ଦିଆଯାଇଛି। ଲୋକସଭା ନିର୍ବାଚନ ​​୨୦୨୪ରେ ସେ ବିହାରର ହାଜିପୁର ଆସନରୁ ଜିତିଥିଲେ। କେବଳ ଏତିକି ନୁହେଁ ତାଙ୍କ ଦଳ ପାଞ୍ଚଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ସମସ୍ତ ପାଞ୍ଚଟି ଆସନ…
ଅଧିକ ଖବର ଦେଖନ୍ତୁ...