ଅନୁସନ୍ଧାନ କରୁଥିବା ବର୍ଗ

ଢେଙ୍କାନାଳ

ଆମ୍ବତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ଯୌତୁକପଶି ଗାଁ ନିକଟସ୍ଥ ଆମ୍ବତୋଟାରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସେହି ଗାଁର ବେଣୁଧର ସାହୁଙ୍କ ସାନପୁଅ ସୋମନାଥ ସାହୁ। ସୂଚନା ମୁତାବକ ଗତକାଲି ଗ୍ରାମର ଯାତ୍ରା ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମାଛ ବ୍ୟବସାୟୀଙ୍କୁ ମାଡ଼ମାରି ଟଙ୍କା ଛଡ଼ାଇ‌ନେଲେ ଦୁର୍ବୃତ୍ତ

କାମାକ୍ଷାନଗର: ମାଛ ବ୍ୟବସାୟୀଙ୍କୁ ମାଡ଼ମାରି ଟଙ୍କା ଛଡ଼ାଇନଲେ ଦୁର୍ବୃତ୍ତ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖତେଇବେଣି କେନାଲ ନିକଟରେ ଘଟିଛି ଏହି ଭଳି ଘଟଣା। ସୂଚନା ମୁତାବକ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଜୟପୁର ଗ୍ରାମର ଚୈତନ୍ୟ ବେହେରା। ସେ ଆଜି ବ୍ୟବସାୟ ସାରି ଘରକୁ ଫେରୁଥିବା…
ଅଧିକ ଖବର ଦେଖନ୍ତୁ...

ସାଇକେଲ ଚୋରିକୁ ନେଇ ବାଇସିଙ୍ଗା ଗାଁରେ ହଣାକଟା

କାମାକ୍ଷାନଗର: ସାଇକେଲ ଚୋରିକୁ ନେଇ ହଣାକଟା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମରେ ଏଭଳି ଅଭ‌ାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବାଇସିଙ୍ଗା ଗ୍ରାମ ରଗଡ଼ିସାହିର ଚରଣ ନାୟକଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ସାଇକେଲ ଚୋରି ହୋଇଥିଲା। ଆଉ ସେହି…
ଅଧିକ ଖବର ଦେଖନ୍ତୁ...

୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନିହାଲପ୍ରସାଦ ଥାନା ଅଧିକାରୀ

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଆଜି ସକାଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଯୌତୁକ ନିର୍ଯାତନା ମାମଲାରେ ୩୦୭ଦଫାକୁ କାଟିଦେବା ପାଇଁ ନିହାଲପ୍ରସାଦ ଗ୍ରାମର ଅଇଁଠା ସେଠୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ

ଯୋରନ୍ଦା/ ମହିମାଗାଦି : ବିଶ୍ବପ୍ରସିଦ୍ଧ ମହିମାଧର୍ମର ପୁଣ୍ୟପୀଠ ମହିମାଗାଦିରେ ଗୁରୁବାର ଦିନ ୧୪୮ତମ ମହିମା ମେଳା ଆରମ୍ଭ ହୋଇଛି। ଏହା ୩ ଦିନ ଧରି ଅନୁଷ୍ଠିତ ହେବ। ଗୁରୁବାର ମହିମାଗାଦିର ମୁଖ୍ୟ ମନ୍ଦିର ଗାଦି ମନ୍ଦିରର ପଶ୍ଚିମଦ୍ବାରରେ ସନ୍ଧ୍ୟା ୫ଟା ୪୫ ମିନିଟରେ ବସୁଦେବ ବାବାଙ୍କ…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ରାସ୍ତାରେ ମହିଳାମାନଙ୍କ ଧାରଣା

କାମାକ୍ଷାନଗର: ପାଣି ପାଇଁ ରାସ୍ତାରେ ବସିଲେ ମହିଳା । କାମାକ୍ଷାନଗର ଥାନା ପଥରଖମ୍ବ ଛକଠାରେ ମହିଳାମାନେ ଗରା, ବାଲ୍ଟି ଧରି ଧାରଣା ଦେଇଥିବାର ଖବର ମିଳିଛି। ଏହାଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଜାତୀୟ ରାଜପଥ ୫୩ର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଛି । ସୂଚନା ଅନୁସାରେ ଆଜକୁ…
ଅଧିକ ଖବର ଦେଖନ୍ତୁ...

ପାୱାର ଗ୍ରୀଡ୍‌, ନୀଳାଚଳ ଇସ୍ପାତ୍‌ରେ ନିଆଁ, ୧୦ ‌କୋଟିର ସମ୍ପତ୍ତି ନଷ୍ଟ!

କଣ୍ଟାବଣିଆ/ଓଡ଼ାପଡ଼ା/ବଅଁରପାଳ : ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆସ୍ଥିତ ଓପିଟିସିଏଲର ଗ୍ରୀଡ୍ ସବ୍‌ଷ୍ଟେସନରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ୍ତ କରିବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ଅଗ୍ନିକାଣ୍ଡ…
ଅଧିକ ଖବର ଦେଖନ୍ତୁ...

ପ୍ରାୟ ଦୁଇ ଘଣ୍ଟାର କସରତ ପରେ ଗ୍ରିଡ ଅଗ୍ନିକାଣ୍ଡ ନିୟନ୍ତ୍ରଣାଧୀନ

ବଅଁରପାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ନିକଟସ୍ଥ ଆଜି ସକାଳ ପ୍ରାୟ ୭ଟା ସମୟରେ ମେରାମଣ୍ଡଳି ଗ୍ରୀଡକୋରେ ୩୧୫ଏମଭିଏ ଟ୍ରାନ୍ସଫର୍ମରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା।  ଡି.ସି ସିଂ, ସଞ୍ଜୟ ସାମଲ, ଅମୁଲିଆ ସେଠୀ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ଟାଟା ଷ୍ଟିଲ ବିଏସଏଲର ଅଗ୍ନି…
ଅଧିକ ଖବର ଦେଖନ୍ତୁ...

ଓପିଟିସିଏଲ କଣ୍ଟାବଣିଆ ଗ୍ରୀଡ଼ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି

ଢେଙ୍କାନାଳ: ଓପିଟିସିଏଲ(ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ଼)ର କଣ୍ଟାବଣିଆ ଗ୍ରୀଡ଼ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳ ୭ଟା ସମୟରେ ଢେଙ୍କାନାଳର କଣ୍ଟାବଣିଆଠାରେ ଥିବା ଗ୍ରୀଡ଼ ସବଷ୍ଟେସନରେ ନିଆଁ ଲାଗିଯାଇଥିଲା | ତେବେ ନିଆଁ ଲାଗିବାର…
ଅଧିକ ଖବର ଦେଖନ୍ତୁ...

ବାହାଘରର ତିନିଦିନ ପରେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବିଦାବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ନବବିବାହିତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବିଦାବନ୍ଧ ଗ୍ରାମର ମୁରଲୀଧର ନାଏକଙ୍କ ପୁଅ ମଦନ ମୋହନଙ୍କୁ ହିନ୍ଦୋଳ ଥାନା ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...