ଅନୁସନ୍ଧାନ କରୁଥିବା ବର୍ଗ
ନୂଆପଡ଼ା
ପଶ୍ଚିମ ଓଡ଼ିଶାରେ ପୁଣି ପିଲାବିକ୍ରି
ସିନାପାଲି : ପଶ୍ଚିମ ଓଡ଼ିଶାରେ ବନ୍ଦ ହୋଇନି ପିଲାବିକ୍ରି। ୧୯୮୫ ମସିହାରେ ବଲାଙ୍ଗୀରର ୨ ବର୍ଷୀୟା ବନିତାକୁ ଭାଉଜ ଫାନସ୍ ପୁଞ୍ଜି ମାତ୍ର ୪୦ ଟଙ୍କା ଓ ଶାଢ଼ିଖଣ୍ଡେ ବଦଳରେ ବିକ୍ରି କରିଦେବା ଘଟଣା ସେତେବେଳେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ ବି ଏହି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଚଉରା ଜଙ୍ଗଲ ଜଳୁଛି, ପ୍ରଶାସନର ନିଘା ନାହିଁ
ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଚଉରା ଜଙ୍ଗଲରେ ନିଆଁ ଲାଗି ଧ୍ବଂସ ହୋଇଯାଉଛି। ତଥାପି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଅନେକ ଦିନ ହେଲା ସିନାପାଲି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେଉଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନୂଆପଡ଼ାରେ ୨୧ ଯୋଡ଼ାଙ୍କ ସାମୁହିକ ବିବାହ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଖରିଆର ରୋଡ ନିକଟରେ ଥିବା ଗୁରୁକୁଳ ଆଶ୍ରମ ଆମସେନା ଛକଠାରେ କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବୁଲ ଟ୍ରଷ୍ଟ ତରଫରୁ ୯ମ ବର୍ଷ ପାଇଁ ୨୧ଯୋଡ଼ା ଗରିବ ଯୁବକ ଓ ଯୁବତୀଙ୍କୁ ନେଇ ସାମୁହିକ ବିବାହ ଅନୁଷ୍ଠିତ ହୋଇଯାଇଛି ।
ଗତକାଲି ସକାଳେ ଜିଲ୍ଲାର ୨୧…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସୁନାବେଡା ଅଭୟାରଣ୍ୟରେ ସିଆର୍ପିଏପ୍ ଯବାନଙ୍କ କମ୍ବିଂ ଅପରେସନ୍ ବେଳେ ଲ୍ୟାଣ୍ଡମାଇନ୍ ଠାବ
ନୂଆପଡ଼ା: କମ୍ବିଂ ଅପରେସନ୍ ବେଳେ ଲ୍ୟାଣ୍ଡମାଇନ୍ ଠାବ ହୋଇଛି। ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଚେରେଚୁଆଁ ତନଖି ଫାଟକ ଏବଂ ବନ୍ୟପ୍ରାଣୀ ବିଭାଗ ବିଟ ହାଉସ ନିକଟରେ ଆଜି ପୂର୍ବାହ୍ନରେ ୧୫ କିଲୋଗ୍ରାମରୁ ଉର୍ଦ୍ଧ୍ବ ଓଜନର ଲ୍ୟାଣ୍ଡମାଇନ୍ ଉଦ୍ଧାର କରାଯାଇଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ୨ ନମ୍ବର ଜିଲ୍ଲା ପରିଷଦ ଜୋନ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ୨ ନମ୍ବର ଜିଲ୍ଲା ପରିଷଦ ଜୋନ ଉପନିର୍ବାଚନ ଗଣତି ଶେଷ ହୋଇଯାଇଛି। ବିଜେଡି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ୧୦୬୨୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସକାଳ ୯ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ମୋଟ ୧୨ରାଉଣ୍ଡ ଗଣତି ହୋଇଥିଲା। ବିଜେଡି ପ୍ରାର୍ଥୀ ଅବନୀ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଏକାଦଶାହ ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର, କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପାଏର ଗ୍ରାମରେ ଏକାଦଶାହ ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିବାର ଖବର ମିଳିଛି। କୋମନା ବ୍ଲକ ପଏର ଗାଁର ଘଟଣା।
ଗତକାଲି ଏକାଦଶାହ ଭୋଜି ଖାଇଥିଲେ, ଗାଁର ନୀଳାମ୍ବର ବନଗୋଲା(୩୬), ସାବିତ୍ରୀ ବନଗୋଲା(୩୦),ଚୈତରାମ ମଲ୍ଲିକ(୪୬) ଭୀମସେନ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବିବାହିତା ମହିଳାଙ୍କ ଆତ୍ମହତ୍ୟା: ଯୌତୁକଜନିତ ହତ୍ୟା ବୋଲି ଅଭିଯୋଗ ଆଣିଲେ ମୃତକଙ୍କ ବାପଘର
ନୂଆପଡ଼ା/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଢଙ୍କସର ଗ୍ରାମର ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ହେଲେ ଝିଅର ପରିବାର ଲୋକ ଏହା ଆତ୍ମହତ୍ୟା ନୁହେଁ ବୋଲି କହୁଛନ୍ତି। ଝିଅକୁ ଯୌତୁକ ଦାବି କରିବା ଓ ବିଭିନ୍ନ ସମୟରେ ଶାଶୂଘରେ ନିର୍ଯାତନା ଦେବା ସହ ମୋ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନୂଆପଡ଼ା ଜିଲ୍ଲାପରିଷଦ ଜୋନ ନଂ ୨ରେ ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଜୋନ ନଂ ୨ରେ ବୁଧବାର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ମିଲିଥିବା ସୂଚନା ଅନୁଯାଇ କୋମନା ବ୍ଲକର ୧୨ଟି ପଞ୍ଚାୟତରେ ଥିବା ୧୪୩ଟି ବୁଥରେ ବୁଧବାର ମତଦାନ ଚାଲିଛି। ଏଥିରେ ୩୮ ହଜାର ୩ ଶହ ୮୭ ଭୋଟର ରହିଛନ୍ତି।
ଏହି ୧୪୩ ବୁଥ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନବଦମ୍ପତିଙ୍କୁ ଅପହରଣ; ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଛାଡ଼ିଦେଲେ, ଯୁବତୀଙ୍କ ପତ୍ତା ମିଳୁନି
କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କୁରେଶ୍ବର ପଞ୍ଚାୟତ ରେଙ୍ଗ ଗାଁର ଏକ ନବଦମ୍ପତିଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ରେଙ୍ଗ ଗାଁର ହରମହନ ରଣାଙ୍କ ପୁଅ ରମେଶ ରଣା (୨୫)ଙ୍କ ସହ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କୋମନାରେ ସାଇବର ଠକେଇ, ଟଙ୍କାଏ ଦେଇ ଲକ୍ଷାଧିକ ଲୁଟିନେଲେ
କୋମନା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ସଦର ମହକୁମାର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ଜମାଖାତାକୁ ୧ ଟଙ୍କା ପଠାଇ ଠିକମାନେ ଲକ୍ଷାଧିକ ଚଙ୍କା ଲୁଟି ନେଇଛନ୍ତି।
ଅଭିଯୋଗ ଅନୁସାରେ, କୋମନା ବ୍ଲକ୍ ସଦର ମହକୁମାର ଯୁବ କଂଗ୍ରେସ ନେତା ଶାହାରୁଖ ଖାନ ତାଙ୍କ ବୁଲେଟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...