ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

୭ ହଜାର ଟପିଲା କଟକରେ ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ…

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୩୩୮୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ…
ଅଧିକ ଖବର ଦେଖନ୍ତୁ...

ଆଉ ୭ଜଣଙ୍କ ପ୍ରାଣହାନି, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୩୩୮୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୭ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା  ୪୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 5. A 75-year old…
ଅଧିକ ଖବର ଦେଖନ୍ତୁ...

ପୁଣି ମା’ ପୁଅଙ୍କ ଜୀବନ ନେଲା କରୋନା

ସମ୍ବଲପୁର : ସମ୍ବଲପୁରରେ ମୁଣ୍ଡ ପରେ ମୁଣ୍ଡ ନେଉଛି କରୋନା। ସହରର ଏକ ହଟ୍‌ସ୍ପଟ୍‌ ଅଞ୍ଚଳରେ ଜଣେ ଡାକ୍ତରଙ୍କ ମା’ ଓ ପରେ ନିଜେ ଡାକ୍ତରଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ସହରରେ ପୁଣି ଥରେ ଏଭଳି ଘଟଣା ଦେଖିବାକୁ ମିଳିଛି। ୧୦ ଦିନ ତଳେ ମା’ଙ୍କ ମୃତ୍ୟୁ ହୋଇଥିଲା, ଆଜି ପୁଅଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଉପର ମୁଣ୍ଡରେ କମ୍‌ ବର୍ଷା, ହୀରାକୁଦରେ ୧୦ ଗେଟ୍‌ ଖୋଲା

ସମ୍ବଲପୁର : ମଙ୍ଗଳବାରଠୁ ମହାନଦୀ ଉପତ୍ୟକା ସମେତ ଓଡ଼ିଶାର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀ ଫୁଲିବା ସହ ବନ୍ୟା ଚିନ୍ତା ଲାଗି ରହିଛି। କିନ୍ତୁ ଏହି ସମୟରେ ହୀରାକୁଦ ଉପର ମୁଣ୍ଡରେ ଅପେକ୍ଷାକୃତ କମ୍‌ ବର୍ଷା ତଳ ମୁଣ୍ଡ ପାଇଁ କିଛିଟା ଆଶ୍ବସ୍ତିର ବିଷୟ…
ଅଧିକ ଖବର ଦେଖନ୍ତୁ...

ଇସ୍ରୋ ଓ ଭିସୁଟ୍ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର: ବୁର୍ଲାରେ ହେବ ମହାକାଶ ଗବେଷଣା କେନ୍ଦ୍ର

ସମ୍ବଲପୁର: ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) କ୍ୟାମ୍ପସ୍‌ରେ ତିଆରି ହେବ ଦେଶର ପ୍ରଥମ ଅତ୍ୟାଧୁନିକ ସ୍ପେସ୍ ଇନୋଭେସନ ଓ ଇନକ୍ୟୁବେସନ ସେଣ୍ଟର। ଏ ନେଇ ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଭିସୁଟ୍ ମଧ୍ୟରେ ଭିଡିଓ କନଫରେନ୍ସିଂରେ ଏକ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାରେ ବଢ଼ୁଛି ଅସାମାଜିକଙ୍କ ଉତ୍ପାତ: କରୋନା ଯୋଦ୍ଧା ହେଉଛନ୍ତି ଆକ୍ରମଣର ଶିକାର, ପୁଲିସ୍‌ ନିଷ୍କ୍ରିୟ

ସମ୍ବଲପୁର: ‌ସମ୍ବଲପୁର ଜିଲ୍ଲାରେ ଆଇନ୍‌ ଶୃଂଖଳା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଅପରାଧୀମାନେ ବେଧଡ଼କ ହୋଇ ଉତ୍ପାତ କରିବା ଆରମ୍ଭ କରିଥିବାବେଳେ ପୁଲିସ୍‌ର ଢିଲାପଣ ଯୋଗୁଁ ସାଧାରଣରେ ଭୟ ସଂଚାର କରୁଛି। କିଛି ଦିନ ମଧ୍ୟରେ ତିନି ତିନିଟି ଅପହରଣ, ବ୍ୟବସାୟୀଙ୍କୁ ଆକ୍ରମଣ, କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ଇସ୍ରୋ ଓ ଭିସୁଟ୍ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର

ସମ୍ବଲପୁର: ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) କ୍ୟାମ୍ପ୍‌ସରେ ତିଆରି ହେବ ଦେଶର ପ୍ରଥମ ଅତ୍ୟାଧୁନିକ ସ୍ପେସ୍ ଇନୋଭେସନ ଓ ଇନକ୍ୟୁବେସନ ସେଣ୍ଟର। ଏ ନେଇ ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଭିସୁଟ୍ ମଧ୍ୟରେ ଭିଡିଓ କନଫରେନ୍ସିଂରେ ଏକ…
ଅଧିକ ଖବର ଦେଖନ୍ତୁ...

ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ ଏମ୍‌ଓୟୁ ଆଜି

ମହାକାଶ ଗବେଷଣା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ ଇସ୍ରୋ ସହ ଚୁକ୍ତି କରିବାରେ ପ୍ରଥମ ବିଶ୍ବବିଦ୍ୟାଳୟ ସମ୍ବଲପୁର : ‌ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଓ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ‌ ବୈଷୟିକ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ୧୮ ଗେଟ୍ ଖୋଲା

ସମ୍ବଲପୁର : ଶନିବାରଠୁ ଖୋଲା ଥିବା ହୀରାକୁଦ ବନ୍ଧର ୧୮ଟି ଯାକ ଗେଟ୍‌ ସୋମବାର ଦିନ ତମାମ ବି ଖୋଲା ରହିଥିଲା। ଉକ୍ତ ଗେଟ୍‌ ସମେତ ବିଭିନ୍ନ ମାର୍ଗ ଦେଇ ଦିନ ସାରା ପ୍ରାୟ ୩ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସିତ ହୋଇଥିଲା। ସୋମବାର ରାତି ୯ଟା ବେଳେ ହୀରାକୁଦର ଜଳସ୍ତର ୬୧୯.୨୩ ଫୁଟ୍‌ ଥିଲା।…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୧୬,୫୨୮, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ…

ଭୁବନେଶ୍ବର: ଆଜି ରାଜ୍ୟରେ ୨୯୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୨୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ…
ଅଧିକ ଖବର ଦେଖନ୍ତୁ...