ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଦଣ୍ତ ତତ୍ତ୍ବ

ବିବର୍ତ୍ତନବାଦର ଆବିଷ୍କର୍ତ୍ତା ଚାର୍ଲ‌୍‌ସ ଡାର‌୍‌ଵିନ୍‌ ତାଙ୍କର ନମ୍ର ସ୍ବଭାବ ପାଇଁ ସୁପରିଚିତ ଥିଲେ। ଏହି ସ୍ବଭାବ ସୁଲଭ ନମ୍ରତା ଯୋଗୁ ସେ ଅନେକ ସମୟରେ ଲିପିବଦ୍ଧ କରିଥିବା ନିଜର ବିଭିନ୍ନ ଚିନ୍ତାଧାରାକୁ ପ୍ରକାଶଯୋଗ୍ୟ ନୁହେଁ ବୋଲି ବିଚାର କରି ପରିତ୍ୟକ୍ତ କାଗଜ ରୂପେ ବିଡ଼ା…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ ମେସିନ୍‌!

ସ୍କଟୀୟ ଲେଖକ ଓ ସାମ୍ବାଦିକ ଆଲାନ ମେସିଙ୍କ ଦ୍ବାରା ଲିଖିତ ଦ୍ବିତୀୟ ବିଶ୍ବଯୁଦ୍ଧ ପୃଷ୍ଠଭୂମି ଆଧାରିତ ଉପନ୍ୟାସ ‘ଏ କୋଶ୍ଚିନ୍‌ ଅଫ୍‌ ଲୟାଲଟିଜ୍‌’ (ବିଶ୍ବସ୍ତତାର ପ୍ରଶ୍ନ)ରେ ଥିବା ଯେଉଁ ଅଭିବ୍ୟକ୍ତିଟି ଏକ ଲୋକପ୍ରିୟ ଉଦ୍ଧୃତିରେ ପରିଣତ ହୋଇଛି, ତାହା ହେଲା ‘ତୁମେ ଜାଣିଛ ସୈନିକ…
ଅଧିକ ଖବର ଦେଖନ୍ତୁ...

ସଭ୍ୟ-ଅସଭ୍ୟ

ନଭେମ୍ବର ୨୮ ତାରିଖ ସକାଳେ ହାଇଦ୍ରାବାଦ ନିକଟସ୍ଥ ସାଦନଗର ଠାରେ ଏକ ଶଙ୍ଖ (କଲଭର୍ଟ) ତଳେ ୨୫ ବର୍ଷୀୟା ଧର୍ଷିତା ପଶୁ ଡାକ୍ତରାଣୀଙ୍କର ଅର୍ଦ୍ଧଦଗ୍‌ଧ ଶରୀରର ଆବିଷ୍କାର ଦେଶସାରା ଯେଉଁ ଭଳି ଏକ ଆର୍ତ୍ତନାଦଭରା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା, ଡିସେମ୍ବର ୬ ତାରିଖ ସକାଳେ ଠିକ୍‌ ସେଇ ସ୍ଥାନରେ ସେଇ…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷା ବଳୟ

୧୯୮୬ ମସିହା ଫେବ୍ରୁଆରି ୨୮ ରାତିରେ ଗୋଟିଏ ସିନେମା ଦେଖି ସାରି ଚାଲି ଚାଲି ସପତ୍ନୀକ ଘରକୁ ଫେରୁଥିବା ସ୍ବିଡେନ୍‌ର ପ୍ରଧାନ ମନ୍ତ୍ରୀ ଓଲ୍‌ଫ ପାଲ୍‌ମେ ଜଣେ ଅଜ୍ଞାତ ବନ୍ଧୁକଧାରୀର ଗୁଳିରେ ପ୍ରାଣ ହରାଇଲେ। ସେହି ସମୟରେ ପାମେଙ୍କ ସହିତ କୌଣସି ଅଙ୍ଗ ରକ୍ଷକ ନ ଥିଲେ। ଏହାର ପ୍ରାୟ ଦେଢ଼…
ଅଧିକ ଖବର ଦେଖନ୍ତୁ...

ପୋଲ ପତନ

ବ୍ରିଟେନ୍‌ରେ ନର୍ସରୀ ସ୍କୁଲ ପିଲାମାନଙ୍କର ଏକ ପ୍ରିୟ ପାରମ୍ପରିକ ଖେଳ ହେଉଛି ଏହିପରି। ଦୁଇ ଜଣ ପିଲା ପରସ୍ପର ମଧୢରେ କିଛି ଦୂରତା ରକ୍ଷା କରି ମୁହାଁମୁହିଁ ଛିଡ଼ା ହୋଇ ଉପରକୁ ହାତ ଟେକି ପରସ୍ପରର ହାତକୁ ଛନ୍ଦି ଏକ ଗମ୍ବୁଜ ବା ତୋରଣର ଆକୃତି ସୃଷ୍ଟି କରିଥାନ୍ତି ଯାହାଦ୍ବାରା ପିଲା…
ଅଧିକ ଖବର ଦେଖନ୍ତୁ...

ଶିର ଓ ଶିରସ୍ତ୍ରାଣ

ଗଲା ରବିବାର ଦିନ ସାମାଜିକ ଗଣମାଧୢମରେ ଭାଇରାଲ ହୋଇଥିବା ଗୋଟିଏ କୌତୂହଳପ୍ରଦ ଭିଡିଓରେ ଦେଖିବାକୁ ମିଳିଥିଲା କିଭଳି ହେଲମେଟ୍‌ ପିନ୍ଧି ନ ଥିବା ଜଣେ ଦୁଇ ଚକିଆ ଆରୋହିଣୀ ଧରାପଡ଼ିବା ପରେ ହେଲମେଟ୍‌ ନ ପିନ୍ଧିବା ଜିଦିରେ ଅଡ଼ି ବସିଥିଲେ। ସେହି ସମୟରେ ତାଙ୍କର ଉତ୍‌କ୍ଷିପ୍ତ…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିପାତ: ଧନ୍ୟବାଦ, ପୁରୀ!

ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ୭୫ ମିଟର ଦୂରତା ମଧ୍ୟରେ ଥିବା ବାସଗୃହ, ହୋଟେଲ୍, ଦୋକାନ ଆଦି ହଟାଇବା ପାଇଁ ଦେଢ଼ମାସ ତଳେ ସରକାର ନିଷ୍ପତ୍ତି ନେଇଥିଲେ। ଏ ନେଇ ପ୍ରଥମେ ଅନେକ ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ପୁରୀବାସୀ ଯେପରି ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ସମସ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

କଥାରେ ହାଵା

ମେ’ ମାସ ଶେଷ ସପ୍ତାହର ଅସହ୍ୟ ଗରମ ଆଉ ଗୁଳୁଗୁଳି। ଠିକ୍‌ ରାତି ୧୧ଟା ବେଳକୁ ମୋ ରୁମ୍‌ ଏସି କାମ କଲାନି, ମୋର ବୁଦ୍ଧି ହଜିଗଲା। ବଡ଼ ବ୍ୟସ୍ତ ହେଇପଡ଼ିିଲି, କେମିତି ଶୋଇବି? ମୋ’ଠୁ ଅଧିକ ବ୍ୟସ୍ତ ହେଇପଡ଼ିିଲେ ମୋ’ ପତ୍ନୀ। ସେ କହି‌ଲେ, ‘କେବେଠୁ କହିଲିଣି ନୂଆ ଗୋଟେ ନେଇଆସ, ହେଲେ…
ଅଧିକ ଖବର ଦେଖନ୍ତୁ...

ଯକ୍ଷିଣୀଙ୍କ ଉତ୍ତର

ଗୋଟିଏ ଜଙ୍ଗଲରେ ରହୁଥିଲେ ହରିଣ ଏବ˚ ହରିଣୀଟିଏ। ସେମାନେ ପରସ୍ପରକୁ ଅତ୍ୟନ୍ତ ଭଲ ପାଉଥିଲେ। ଥରେ ସେଇ ଜଙ୍ଗଲରେ ନିଆଁ ଲାଗିଗଲା। ଜଙ୍ଗଲର ଜନ୍ତୁମାନେ ଯିଏ ଯୁଆଡ଼େ ପାରିଲେ ଧାଇଁଲେ। ହରିଣ ଏବ˚ ହରିଣୀ ବି ଧାଇଁଲେ। ଗ୍ରୀଷ୍ମ କାଳ। କିଛି ବାଟ ଗଲା ପରେ ହରିଣ ଓ ହରିଣୀ ଦୁଇ ଜଣ ଶୋଷରେ…
ଅଧିକ ଖବର ଦେଖନ୍ତୁ...

ଅନିଶ୍ଚିତର ଡର

ମହାନ୍‌ ଅର୍ଥନୀତିଜ୍ଞ ଜନ୍‌ ମେନାର୍ଡ କିନ୍‌ସ ତାଙ୍କର ସର୍ବଶ୍ରେଷ୍ଠ ପୁସ୍ତକ ‘ଜେନେରାଲ୍‌ ଥିଓରି’ରେ ପ୍ରଦାନ କରିଥିବା ବିଭିନ୍ନ ଯୁଗାନ୍ତକାରୀ ତତ୍ତ୍ବମାନଙ୍କ ମଧୢରୁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେଉଛି ଦୁଇଟି ଏକା ପରି ମନେ ହେଉଥିବା ଧାରଣା ମଧୢରେ ଥିବା ଏକ ମୌଳିକ ପ୍ରଭେଦ: କ୍ଷତିର…
ଅଧିକ ଖବର ଦେଖନ୍ତୁ...