ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ଫଳାଫଳ-୨୦୨୦

କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ୱର : ଉପନିର୍ବାଚନରେ ବିଜେଡିର ବିଜୟ ପାଇଁ ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ୍‌ କରି ସେ କହିଛନ୍ତି ଯେ କୋଭିଡ-୧୯ ସଙ୍କଟ ସମୟରେ ମତଦାନ କରି ଆମକୁ ଆଶୀର୍ବାଦ କରିଥିବା ବାଲେଶ୍ୱର ସଦର ଓ…
ଅଧିକ ଖବର ଦେଖନ୍ତୁ...

ବିଜେଡି କାର୍ଯ୍ୟାଳୟରେ ଉତ୍ସବ; ବିଜେପି, କଂଗ୍ରେସ କାର୍ଯ୍ୟାଳୟ ଶୂନ୍‌ଶାନ୍

ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନର ଫଳାଫଳ ବିଜେଡି ସପକ୍ଷରେ ଯାଇଛି। ତିର୍ତ୍ତୋଲରେ ବିଜେଡି ତାର ଦବ୍‌ଦବା ବଜାୟ ରଖିଥିଲା ବେଳେ ବାଲେଶ୍ବର ଆସନଟି ବିଜେପି ଠାରୁ ଛଡ଼ାଇ ଆଣିଛି। ଫଳାଫଳ ଜଣାପଡ଼ିବା ପରେ ଆଜି ସନ୍ଧ୍ୟାରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ କର୍ମକର୍ତ୍ତାମାନେ…
ଅଧିକ ଖବର ଦେଖନ୍ତୁ...

ରଘୁନାଥପୁର ଓ ବିରିଡ଼ିରେ ବଢ଼ିଲା, ତିର୍ତ୍ତୋଲରେ କମିଲା ଭୋଟ୍

ଜଗତସିଂହପୁର : ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ବିପୁଳ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅଧୀନସ୍ଥ ତିନିଟି ବ୍ଲକ୍‌ରେ ବିଜେଡି ପାଇଥିବା ଭୋଟ୍‌କୁ ନେଇ ରାଜନୈତିକ ମହଲରେ ତର୍ଜମା ଆରମ୍ଭ ହୋଇଛି। ବିଜୟ ଶଙ୍କରଙ୍କ ସପକ୍ଷରେ ଅନୁକମ୍ପା ଥିଲେ ମଧ୍ୟ ବିଜେଡି…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ରଖିପାରିଲାନି ବିଜେପି

ବିଜୟ ଦେଲାନି ଅନୁକମ୍ପା, କଡ଼ା ଟକ୍କର ଦେଲେ ଅମାନତ ହରାଇଲା କଂଗ୍ରେସ ଚର୍ଚ୍ଚା ତୁଳନାରେ ବେଣୁଧର ଭୋଟ୍‌ ପାଇଲେନି ବାଲେଶ୍ୱର : ଉପନିର୍ବାଚନରେ ବାଲେଶ୍ବର ସଦର ଆସନକୁ ବଜାୟ ରଖିବାରେ ବିଜେପି ବ୍ୟର୍ଥ ହୋଇଛି। ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ଭାବେ ମାନସ ଦତ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ତିର୍ତୋଲରେ ବିଜୟ ବ୍ୟବଧାନ ବିଜେଡିର ରେକର୍ଡ

୨୦୧୯ ତୁଳନାରେ ବିଜେଡି, ବିଜେପିର ମୋଟ ଭୋଟ ହ୍ରାସ; କଂଗ୍ରେସ ଭୋଟ ବୃଦ୍ଧି ନବୀନଙ୍କ ଶ୍ରେୟ, ତିର୍ତ୍ତୋଲବାସୀଙ୍କୁ କୃତଜ୍ଞତା ଜଣାଇଲେ ବିଜୟଶଙ୍କର ଜଗତସିଂହପୁର/ଟାଉନ୍ : ତିର୍ତୋଲ ଉପନିର୍ବାଚନରେ ପୁଣି ବିଜୟ ବ୍ୟବଧାନରେ ରେକର୍ଡ କରିଛି ବିଜେଡି। ବିଜେଡି ପ୍ରାର୍ଥୀ ବିଜୟଶଙ୍କର…
ଅଧିକ ଖବର ଦେଖନ୍ତୁ...

ବିହାରରେ ପୁଣି ଏନ୍‌ଡିଏ

ଅଳ୍ପକେ ଅଟକିଗଲା ତେଜସ୍ୱୀଙ୍କ ବିଜୟ ରଥ ଆର୍‌ଜେଡି ସବୁଠୁ ବଡ଼ ଦଳ, ବିଜେପି ଦ୍ୱିତୀୟ ନୀତୀଶଙ୍କ ଜେଡିୟୁର ନୈରାଶ୍ୟଜନକ ପ୍ରଦର୍ଶନ ଆର୍‌ଜେଡିକୁ ‌ବୁଡ଼ାଇଲା କଂଗ୍ରେସ, ଜେଡିୟୁକୁ ଚିରାଗ ନୂଆଦିଲ୍ଲୀ/ପାଟନା : କୌଣସି ଜନମତ ସର୍ଭେ ଆକଳନ ଠିକ୍‌ ହେଲା ନାହିଁ। ବିହାର ନିର୍ବାଚନ ଫଳାଫଳ…
ଅଧିକ ଖବର ଦେଖନ୍ତୁ...

ବାଜି ମାରିନେଲା ବିଜେଡି : ବାଲେଶ୍ୱରରୁ ସ୍ୱରୂପ, ତିର୍ତ୍ତୋଲରୁ ବିଜୟଶଙ୍କର

ଅନୁକମ୍ପା କାମ କଲାନି, ବିଜେପି ହରାଇଲା ବାଲେଶ୍ୱର ଆସନ ତିର୍ତ୍ତୋଲରେ ବିଜେଡିର ବିଜୟ ବ୍ୟବଧାନ ବଢ଼ିଲା ତିନି ନମ୍ବରରେ କଂଗ୍ରେସ, ବାଲେଶ୍ୱରରେ ଅମାନତ ଉଡ଼ିଲା ବିଧାନସଭାରେ ବିଜେଡି ସଂଖ୍ୟା ୧୧୩, ବିଜେପି ୨୨କୁ ଖସିଲା ଭୁବନେଶ୍ୱର : ବାଲେଶ୍ୱର ସଦର ଆସନରେ ବିଜେଡି ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ଉପନିର୍ବାଚନରେ ବି‌ଜେପିର ବାଜିମାତ୍‌: ଗୁଜରାଟ, ୟୁପିରେ ବଡ଼ ବିଜୟ

ନୂଆଦିଲ୍ଲୀ,: ଦେଶବ୍ୟାପୀ ମୋଟ୍‌ ୧୨ଟି ରାଜ୍ୟରେ ୫୮ ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପିର ବାଜିମାତ୍‌ ହୋଇଛି। ବିହାରରେ ବାଲ୍ମିକୀ ନଗର ଲୋକସଭା ଆସନ ସମେତ ମୋଟ୍‌ ୫୭ ଟି ଆସନ ତଥା ମଧ୍ୟପ୍ରଦେଶରେ ୨୮, ଗୁଜରାଟରେ ୮, ଉତ୍ତରପ୍ରଦେଶରେ ୭,…
ଅଧିକ ଖବର ଦେଖନ୍ତୁ...

ବିଜୟେନ୍ଦ୍ରଙ୍କ ପାଇଁ ସିରାରେ ପଦ୍ମ ଫୁଟିଲା

ବେଙ୍ଗାଲୁରୁ: କର୍ଣ୍ଣାଟକର ସିରାରେ ପଦ୍ମ ଫୁଟିଛି। ଯେଉଁ ଆସନରେ ବିଜେପିର ଜିତିବା ଆଶା କ୍ଷୀଣ ଥିଲା ସେହି ଆସନରେ ବିଜେପି ବିଜୟ ହାସଲ କରିବା ନିଶ୍ଚିତ ଭାବେ ବିଜେପି ପାଇଁ ଏକ ଶୁଭ ସଙ୍କେତ। ତେବେ ସିରାରେ ଜିତିବା ବିଜେପି ପାଇଁ ଏକ ଉଲ୍ଲେଖନୀୟ ସଫଳତା। ନିର୍ବାଚନ କମିସନ୍‌ ତଥ୍ୟ ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

୧୧୯ ଆସନରେ ଜିତିଥିବା ଦାବି କଲା ଆର୍‌ଜେଡି

ପାଟନା: ଆର୍‌ଜେଡି ୧୧୯ ଆସନରେ ବିଜୟୀ ହୋଇଛି ବୋଲି ନିର୍ବାଚନ କମିସନ୍‌ଙ୍କ ନିକଟରେ ଦାବି କରିଛି। ଭୋଟ୍‌ ଗଣତି ପରେ ୧୧୯ ପ୍ରାର୍ଥୀଙ୍କୁ ବିଜୟୀ ବୋଲି ନିର୍ବାଚନ କମିସନଙ୍କ ୱେବସାଇଟ୍‌ରେ ଉଲ୍ଲେଖ କରାଯାଇଥିଲା। ଆର୍‌ଜେଡି ଏହି ୧୧୯ ବିଜୟୀ ପ୍ରାର୍ଥୀଙ୍କ ତାଲିକା ଟ୍ବିଟ୍‌ କରିବା ସହ…
ଅଧିକ ଖବର ଦେଖନ୍ତୁ...