ଅନୁସନ୍ଧାନ କରୁଥିବା ବର୍ଗ

Latest

ଦୁର୍ଗମ ପାହାଡିଆ ଗାଁର ଦୁଃଖ: ଗାଁକୁ ଆମ୍ବୁଲେନସ ପହଞ୍ଚିପାରିଲା ନାହିଁ, କାଉଡିରେ ବୁହା ହେଲେ ରୋଗୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ବହୁ ବହୁ ଗ୍ରାମ ରହିଛି ଯେଉଁ ଗ୍ରାମର ପକ୍କା ରାସ୍ତାଟିଏ ନାହିଁ।ଲୋକେ ଆଜି ବି ପାଦରେ ଚାଲି ଚାଲି ଯିବା ଆସିବା କରନ୍ତି।ଏପରିକି ବୃଦ୍ଧ ଓ ବୃଦ୍ଧା ମାନେ ମଧ୍ୟ ଭତ୍ତା ପାଇଁ ମାଇଲ ମାଇଲ ବାଟ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳେ।ତେବେ ଏହାଠାରୁ…
ଅଧିକ ଖବର ଦେଖନ୍ତୁ...

ତୋରାଣିପୋଖରୀରେ ହାତୀପଲ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ  ପିପିଳିଆ ନିକଟବର୍ତୀ ତୋରାଣୀ ପୋଖରୀ ଗ୍ରାମରେ ୧୩ ଟିକିଆ ହାତୀପଲ ଡେରା ପକାଇଛନ୍ତି। ସେଥିରେ ଅଛନ୍ତି ତିନିଟି ଛୁଆହାତୀଙ୍କ ସମେତ ଦନ୍ତା ହାତୀ, ମାଈ ହାତୀ।  ଗ୍ରାମବାସୀ ହାତୀ ପଲକୁ ଘଉଡ଼ାଇବାରୁ ହାତୀପଲ ନିକଟବର୍ତ୍ତୀ ଜଙ୍ଗଲକୁ ଚାଲିଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶତାୟୁ ଶିକ୍ଷକଙ୍କ ପରଲୋକ

କେନ୍ଦୁଝର: କେନ୍ଦୁଝର ସହରର ବରିଷ୍ଠ ସଂସ୍କୃତ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ଦେବତା (୧୦୦)ଙ୍କ ବୁଧବାର ସକାଳ ସାଢ଼େ ୮ଟାବେଳେ ପରଲୋକ ଘଟିଛି। ଖବର ପାଇ ଡିଏନ୍ ହାଇସ୍କୁଲ୍‌ ନିକଟ ଗ୍ରାମଶ୍ରୀ କଲୋନିସ୍ଥିତ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ତାଙ୍କ ଶେଷଦର୍ଶନ କରିଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀଙ୍କ ଶବ ଦାହ ସମୟରେ ସ୍ତ୍ରୀଙ୍କ ବିଦ୍ୟୁତ ଆଘାତରୁ ମୃତ୍ୟୁ

ରାଇଘର: ବିଧିର ବିଧାନକୁ କିଏ ବା ରୋକି ପାରିବ। ଜନ୍ମ ଜନ୍ମର ସମ୍ପର୍କକୁ ଦ୍ବାହୀ ଦେଇ ସଂସାର ଗଢିଥିବା ଦଂପତି ସତେ ଯେମିତି ଡକା ଡକି ହୋଇ ଦୁନିଆକୁ ଛାଡ଼ି ଚାଲି ଯାଇଛନ୍ତି।  ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଟିମନପୁର ପଂଚାୟତ ଅନ୍ତର୍ଗତ ଜୁନାନି…
ଅଧିକ ଖବର ଦେଖନ୍ତୁ...

କେଶଦୁରାପାଳରେ ବଳଦଯାତ୍ରା

ଦେଓଗାଁ: ପବିତ୍ର ଦଶହରା ଅବସରରେ କେଶଦୁରାପାଳ ଗ୍ରାମ ବାଲିଯାତ୍ରା ପଡ଼ିଆରେ ବଳଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମରେ ଆଖପାଖ ଅଞ୍ଚଳରୁ ଦଶ ହଜାରରୁ ଅଧକ ଲୋକଙ୍କ ସମାଗମ ହୋଇଥିଲା।  ମଙ୍ଗଳପୁର, ବାଲିପାଳ, କେଶଦୁରାପାଳ ଗ୍ରାମରୁ ତିରିଶ ହଳ ବଳଦଙ୍କୁ ଆକର୍ଷିତ ଭବେ ସଜାଯାଇ…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିବାଧିତ କାମ ଦେଲାନି: ପ୍ରାଚୁର୍ଯ୍ୟ ପାଇଲେ ଓଏଏସ୍‌

ବରଗଡ଼: ଅନ୍ତର୍ଜାତୀୟ ପା‌ରାଚେସ୍‌ ତାରକା ପ୍ରାଚୁର୍ଯ୍ୟ ପ୍ରଧାନ ଏକ ବିରଳ ସଫଳତା ହାସଲ କରିଛନ୍ତି। ଓଏଏସ୍‌ ପରୀକ୍ଷାରେ ସେ ୨୯୨ ରୢାଙ୍କ ସହ କୃତକାର୍ଯ୍ୟ ‌ହୋଇଛନ୍ତି। ଏହି ସଫଳତା ହାସଲ କରିବାକୁ ପ୍ରାଚୁର୍ଯ୍ୟଙ୍କୁ ଭିନ୍ନ ଧରଣରେ ପ୍ରସ୍ତୁତି କରିବାକୁ ପଡ଼ିଥିଲା। ଓଏଏସ୍‌ ପରୀକ୍ଷା ପାଇଁ ସେ…
ଅଧିକ ଖବର ଦେଖନ୍ତୁ...

ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

କୋରେଇ: ମିଥ୍ୟା ଟ୍ରାକ୍ଟର ଚୋରି ମାମଲାରେ ଗୌରପୁର ପଞ୍ଚାୟତ ଛଞ୍ଚାଣିଆ ଗାଁ’ର ଦଳିତ ଯୁବକ ବଳରାମ ଜେନା ଓ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେବା ଘଟଣାରେ କୋରେଇ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ଶାସକ ଦଳ ନେତାଙ୍କ ସାହାଯ୍ୟରେ ବଳରାମଙ୍କୁ ଘରୁ…
ଅଧିକ ଖବର ଦେଖନ୍ତୁ...

ସିଡିଏମ୍‌ଓଙ୍କ ବଦଳିକୁ ଓମ୍‌ସାର ବିରୋଧ

ଯାଜପୁରସଦର: ରାଜ୍ୟରେ ଡାକ୍ତର ଅଭାବ ଲାଗି ରହିଛି। ଏହାସତ୍ତ୍ବେ ପ୍ରତିଶୋଧ ପରାୟଣ ହୋଇ ଅନେକ ଡାକ୍ତରଙ୍କୁ ବଦଳି କରାଯାଉଛି। ଏହାକୁ ବିରୋଧ କରିଛି ରାଜ୍ୟ ଡାକ୍ତରୀ ସେବା ସଂଘ (ଓମସା)। ଏହାର ତଦନ୍ତ କରାଯିବା ସହ ସିଡିଏମଓଙ୍କ ବଦଳିକୁ ବାତିଲ କରିବାକୁ ସଂଘ ଦାବି କରିଛି। ଯାଜପୁର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ବୀଭତ୍ସ ହତ୍ୟା, ପାରିବାରିକ କଳହ ସନ୍ଦେହ 

କୁହିକା/ସୁକିନ୍ଦା: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଦୁଧୁଯୋରୀ ପଞ୍ଚାୟତ ମଙ୍ଗଳପୁରଠାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପୁବୋଳ ମୁଣ୍ଡାସାହିର ରାଜୁ ଚାମ୍ପିଆ (୩୯)ଙ୍କ ମୃତଦେହକୁ ମଙ୍ଗଳପୁର କାଠମିଲ୍‌ ସାହି ପଛପଟ ପରିତ୍ୟକ୍ତ ରୁଙ୍ଗୁରୁଙ୍ଗା କେନାଲ ଭିତରେ ଫିଙ୍ଗି ଦେଇଥିଲେ ହତ୍ୟାକାରୀ।…
ଅଧିକ ଖବର ଦେଖନ୍ତୁ...

ଓଏଏସ୍‌: ୧୧ତମ ସ୍ଥାନରେ ଯଶିପୁରର ପଙ୍କଜ

ଯଶିପୁର: ଯଶିପୁର ବଜାର ଭଣ୍ଡାରିପୋଷି କଲୋନୀ ବାସିନ୍ଦା ପଙ୍କଜ କୁମାର ମହାନ୍ତ ଆଜି ଘୋଷିତ ଓସିଏସ୍‌ସି  ପରୀକ୍ଷା ଫଳରେ ୧୧ତମ ସ୍ଥାନ ହାସଲ କରି ବ୍ଲକ ସମେତ ଜିଲ୍ଲାର ଗୌରବ ଆଣିଛନ୍ତି। ମଫସଲ ଗାଁ ପାପଡ଼ାରେ ଜନ୍ମିତ ପଙ୍କଜ କୁମାରଙ୍କ ପିତା ବିଶ୍ଵନାଥ ମହାନ୍ତ ଦୁର୍ଦ୍ଦୁରା ଉଚ୍ଚବିଦ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...