Chakki chalanasana: ଋତୁଚକ୍ରକୁ ନିୟନ୍ତ୍ରଣ କରିବା ପାଇଁ କରନ୍ତୁ ‘ଚକ୍‌କି ଚଳନାସନ’

Advertisment

ଏହି ଆସନଦ୍ବାରା ପେଟ ଓ ଅଙ୍ଗଗୁଡ଼ିକ ଏହି ଆସନ ଦ୍ବାରା କାର୍ଯ୍ୟକ୍ଷମ ହୁଏ। ରୁତୁଚକ୍ର ଭଲଭାବରେ ନିୟନ୍ତ୍ରଣ ହୁଏ। ଗର୍ଭାବସ୍ଥାରେ ୧ମାସ ଓ ୩ମାସ ଭିତରେ ଏହା ଅଭ୍ୟାସ କରାଯାଇପାରେ। ସନ୍ତାନ ଜନ୍ମ ପର ଅବସ୍ଥାରେ ଏହି ଆସନଦ୍ବାରା ସ୍ବାସ୍ଥ୍ୟ ଶୀଘ୍ର ଫେରିଆସେ ବୋଲି କହନ୍ତି ଯୋଗଗୁରୁ ଗଣେଶ୍ବର ଗୋଚ୍ଛିକାର।

ଏହି ଆସନଦ୍ବାରା ପେଟ ଓ ଅଙ୍ଗଗୁଡ଼ିକ ଏହି ଆସନ ଦ୍ବାରା କାର୍ଯ୍ୟକ୍ଷମ ହୁଏ। ରୁତୁଚକ୍ର ଭଲଭାବରେ ନିୟନ୍ତ୍ରଣ ହୁଏ। ଗର୍ଭାବସ୍ଥାରେ ୧ମାସ ଓ ୩ମାସ ଭିତରେ ଏହା ଅଭ୍ୟାସ କରାଯାଇପାରେ। ସନ୍ତାନ ଜନ୍ମ ପର ଅବସ୍ଥାରେ ଏହି ଆସନଦ୍ବାରା ସ୍ବାସ୍ଥ୍ୟ ଶୀଘ୍ର ଫେରିଆସେ ବୋଲି କହନ୍ତି ଯୋଗଗୁରୁ ଗଣେଶ୍ବର ଗୋଚ୍ଛିକାର।

Untitled-18 copy

Photograph: (google)

ଏହି ଆସନଦ୍ବାରା ପେଟ ଓ ଅଙ୍ଗଗୁଡ଼ିକ ଏହି ଆସନ ଦ୍ବାରା କାର୍ଯ୍ୟକ୍ଷମ ହୁଏ। ରୁତୁଚକ୍ର ଭଲଭାବରେ ନିୟନ୍ତ୍ରଣ ହୁଏ। ଗର୍ଭାବସ୍ଥାରେ ୧ମାସ ଓ ୩ମାସ ଭିତରେ ଏହା ଅଭ୍ୟାସ କରାଯାଇପାରେ। ସନ୍ତାନ ଜନ୍ମ ପର ଅବସ୍ଥାରେ ଏହି ଆସନଦ୍ବାରା ସ୍ବାସ୍ଥ୍ୟ ଶୀଘ୍ର ଫେରିଆସେ ବୋଲି କହନ୍ତି ଯୋଗଗୁରୁ ଗଣେଶ୍ବର ଗୋଚ୍ଛିକାର। ଏହି ଆସନ କରିବା ପାଇଁ:

  • ଗୋଡ଼ ଲମ୍ବାଇ ଭୂଇଁରେ ବସନ୍ତୁ, ପାଦ ଏକ ଫୁଟ୍‌ ଛଡ଼ାରେ ରହିବ
  •  ଦୁଇ ହାତ ଛନ୍ଦି ସାମନାରେ ବଢ଼ାଇ ସିଧାରଖନ୍ତୁ
  •  ଆସନ ଶେଷ ପର୍ଯ୍ୟନ୍ତ ହାତ ସିଧା ରହିବ। କହୁଣୀ ଭାଙ୍ଗିବ ନାହିଁ। ଯେତେପାର ଦେହକୁ ଆଗକୁ ଆଣନ୍ତୁ। ହାତରେ ପଥର ଚକି ଘୂରାଇଲାପରି ଅନୁମାନ କରିବେ
  •  ଛନ୍ଦିଥିବା ହାତକୁ ଡାହାଣ ଗୋଡ଼ ଆଙ୍ଗୁଳି ଦେଇ ଘୂରାଇବେ, ଯେତେଦୂର ପାର ପାଦର ଡାହାଣକୁ ମୋଡ଼ିବେ
  •  ପଛକୁ ହାତ ଘୂରାଇ ଆଣିଲାବେଳେ ଯେତେଦୂର ପାର ପଛକୁ ଝୁଲିବ
  • ଦେହକୁ ଅଣ୍ଟାରୁ ବୁଲାଇବେ। ଆଗକୁ ଘୂରାଇଲାବେଳେ ହାତକୁ ବାମପଟକୁ ଆଣି ବାମପାଦର ଆଙ୍ଗୁଳି ଦେଇ ପ୍ରଥମ ଅବସ୍ଥାକୁ ଆଣିବେ
  • ଗୋଟିଏ ଥର ଘୂରାଇବା ହେଉଛି ଗୋଟିଏ ଚକ୍ର
  •  ୫ରୁ ୧୦ ଚକ୍ର ଘଣ୍ଟା କଣ୍ଟା ଦିଗରେ ଏବଂ ବିପରୀତ ଦିଗରେ ପୁନରାବୃତ୍ତି କରନ୍ତୁ।

ଦ୍ବିତୀୟ ସ୍ଥିତି

ସେହି ବସିବା ଅବସ୍ଥାରେ ଦୁଇଗୋଡ଼କୁ ଯେତେଦୂର ପାର ଛଡ଼ାରେ ରଖନ୍ତୁ। ଗୋଡ଼ ସିଧା ରହିବ। ଦୁଇ ପାଦ ଉପରେ ଯେତେବଡ଼ ଚକ୍ର ଘୂରାଇପାର। ହାତ ଆଗକୁ ଘୂରାଇଲାବେଳେ ପାଦର ତେବେ ଆଗକୁ ନେଇପାରିବେ, ସେମିତି ଠିକ୍‌ ପଛକୁ ଯେତେ ଦୂର ଆଣିପାରିବେ। ୧୦ ଥର କରି ଦୁଇ ଦିଗରେ ଘୂରାନ୍ତୁ।

ଆହୁରି ପଢ଼ନ୍ତୁ: ଘର ଭିତରୁ ବୃଦ୍ଧାଙ୍କ ଅର୍ଦ୍ଧ ଦଗ୍ଧ ମୃତଶରୀର ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe