ଅନୁସନ୍ଧାନ କରୁଥିବା ବର୍ଗ

ଫୁଲଝରି

ନୂଆ ସମୟ ନୂଆ କଥା – ବିଶ୍ବର ବୃହତ୍ତମ ରବର

ଜାପାନ୍‌ର ‘ରାଡାର୍‌’ ନାମକ ଏକ ଇରେଜର୍‌ କମ୍ପାନି ବଜାରକୁ ଏକ ବୃହତ୍ତମ ରବର ପ୍ରବେଶ କରାଇଛି। ଯାହା ବିଶ୍ବର ସବୁଠୁ ବଡ଼ ପେନ୍‌ସିଲ୍‌ଲିଭା ରବର ବୋଲି ଦାବି କରାଯାଇଛି। ହେଲେ ସେହି ରବରକୁ ସରକାରଙ୍କ ତରଫରୁ ବୃହତ୍ତମ ରବରର ମାନ୍ୟତା ମିଳିନି। ରବର ନାମ ‘ରାଡର୍‌ ଏସ୍‌-୧୦୦୦୦’ ରଖାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଭଲ ମଣିଷ ହେବାର ବାଟ

ବାର ବର୍ଷ ତଳର କଥା। ସେତେବେଳେ ସଂଜୟ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା। ବିକାଶ ସାର ତା’କୁ ସାଇକେଲରେ ବସେଇ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାଗୁଡ଼ିକରେ ଅଂଶ ଗ୍ରହଣ କରିବାକୁ ନେଇ ଯାଉଥିଲେ। ସେଠାରେ ସେ ପ୍ରତିଯୋଗୀମାନଙ୍କୁ ଦେଖି ନୂଆ କିଛି କରି ଦେଖାଇବା ପାଇଁ ଉତ୍ସାହିତ ହେଉଥିଲା।…
ଅଧିକ ଖବର ଦେଖନ୍ତୁ...

ନୂଆ ସମୟ ନୂଆ କଥା – ଗ୍ରୀନ୍‌ ଲାଇଟ୍‌ ଥେରାପି

ଆମେରିକାରେ ପାଞ୍ଚ କୋଟିରୁ ଅଧିକ ଲୋକ କୌଣସି ନା କୌଣସି ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି। ଔଷଧ, ଆକ୍ୟୁପଙ୍କଚର୍‌, ମସାଜ୍‌ ଆଦି ସେମାନଙ୍କ ଯନ୍ତ୍ରଣା ହ୍ରାସ କରିପାରୁ ନାହିଁ। ଅନେକ ଯନ୍ତ୍ରଣା ଲାଘବ ପାଇଁ ନେଉଥିବା ଔଷଧକୁ ଏକ ଅଭ୍ୟାସରେ ପରିଣତ କରିଦେଲେଣି ବୋଲି ନିକଟରେ…
ଅଧିକ ଖବର ଦେଖନ୍ତୁ...

ପ୍ରକୃତ ବନ୍ଧୁ କିଏ

ଗୋଟିଏ ବଗିଚାରେ ଅନେକ ଫୁଲଗଛ ଥିଲା। ସେଗୁଡ଼ିକରେ ବର୍ଷ ସାରା ଫୁଲ ଭରି ରହୁଥିଲା। ଫୁଲର ସୁଗନ୍ଧରେ ପ୍ରଜାପତି ଓ ମହୁମାଛି ସେଠାକୁ ଉଡ଼ି ଆସୁଥିଲେ। ଦିନେ ଗୋଟିଏ ପ୍ରଜାପତି ଏକ ଗୋଲାପ ଫୁଲରେ ବସି ମହୁ ଶୋଷିବା ପାଇଁ ନିଜର ଲମ୍ବା ଶୁଣ୍ଢକୁ ଫୁଲ ଭିତରକୁ ବଢ଼ାଇବା ସମୟରେ, ଆଗରୁ ଫୁଲ ଭିତରେ ଛପି…
ଅଧିକ ଖବର ଦେଖନ୍ତୁ...

ଖୋଲା ଝରକା – ନୋଟିଫିକେସନ୍‌ ବଢ଼ାଉଛି ମାନସିକ ଚାପ

ସୋସିଆଲ୍‌ ମିଡିଆରୁ ନୋଟିଫିକେସନ୍‌ ଦେଖିବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଏପରି କି ଫୋନ୍‌ଟି ସାଇଲେଣ୍ଟ୍‌ ଥିଲେ ମଧ୍ୟ ଜଣେ ତାହାକୁ ଚେକ୍‌ କରିଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଜଣେ ବ୍ୟକ୍ତି ଆନୁମାନିକ ଦିନକୁ ୮୫ଥର ନିଜ ମୋବାଇଲ୍‌ ଚେକ୍‌ କରିଥାଏ। ଏହାର ଅର୍ଥ ଜଣେ ପ୍ରତି…
ଅଧିକ ଖବର ଦେଖନ୍ତୁ...

ବୁଦ୍ଧି ନଥିଲେ ସବୁ ଅସାର

ସହରଠୁ କିଛି ଦୂରରେ ଗୋଟିଏ ଜଙ୍ଗଲ ଥିଲା। ଏହି ଜଙ୍ଗଲରେ ଠେକୁଆମାନେ ଗୋଠ କରି ରହୁଥିଲେ। ବୈଠକରେ ଥରେ ଗୋଟିଏ ଠେକୁଆ କହିଲା, ମଣିଷମାନେ ବହୁତ ଚତୁର ହୋଇଗଲେଣି। ହାତୀ, ବାଘ ଭଳି ବଡ଼ ଓ ଭୟଙ୍କର ଜନ୍ତୁଙ୍କୁ ମଧ୍ୟ କାବୁ କରିପାରୁଛନ୍ତି। ଆମକୁ ମଣିଷଙ୍କଠାରୁ କିଛି ଶିକ୍ଷା କରିବା ଦରକାର।…
ଅଧିକ ଖବର ଦେଖନ୍ତୁ...

ନୂଆ ସମୟ ନୂଆ କଥା – ତିନି ଫୁଟିଆ କାକୁଡ଼ି

ବ୍ରିଟେନ୍‌ ସାଉଥାଂପଟନ୍‌ର ନିବାସୀ ସେବାସ୍‌ଟିଆନ୍‌ ସୁସ୍‌କି ତିନି ଫୁଟ ୮ ଇଞ୍ଚ ଲମ୍ବା କାକୁଡ଼ି ଫଳାଇ ଗିନିଜ୍‌ ବିଶ୍ବ ରେକର୍ଡରେ ସ୍ଥାନ ପାଇଛନ୍ତି। କାକୁଡ଼ିଟିର ଓଜନ ୭.୭ କେଜି। ଏହି କାକୁଡ଼ି ପୂର୍ବରୁ ଥିବା ୬.୪ ସେଣ୍ଟିମିଟର କାକୁଡ଼ିର ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛି। ତା’ସହ ଏହାକୁ…
ଅଧିକ ଖବର ଦେଖନ୍ତୁ...

ଖୋଲା ଝରକା – ଯୋଗ ବଢ଼ାଏ ସ୍ମରଣଶକ୍ତି

ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ ଶାରୀରିକ ବ୍ୟାୟାମ ସହ ମାନସିକ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ଶରୀରର ଯତ୍ନ ନେବାକୁ ଭୁଲିଯାଉଛେ, ଯାହାଦ୍ବାରା ଅନେକ ରୋଗର ଶିକାର ହେଉଛେ। ତେଣୁ ଶରୀରକୁ ଚଞ୍ଚଳ ରଖିବା ପାଇଁ ଯୋଗକୁ ବିକଳ୍ପ…
ଅଧିକ ଖବର ଦେଖନ୍ତୁ...

ନୂଆ ସମୟ ନୂଆ କଥା – କୁମାରଙ୍କ ଗାଁ

ବିଶ୍ବର ବିଭିନ୍ନ ଗାଁର ବି‌େଶଷତା ଭିନ୍ନ ଭିନ୍ନ। କିଛି ଗ୍ରାମର ଜୀବନଶୈଳୀ, ପ୍ରଥା ଓ ପରମ୍ପରା ସମ୍ପୂର୍ଣ୍ଣ ନିଆରା। ଏହି କ୍ରମରେ ବିହାରର କୈମୁର ଜିଲ୍ଲାସ୍ଥିତ ଅଘୋରା ଉପଖଣ୍ଡରେ ଥିବା ବରୱାନକଲା ଗ୍ରାମକୁ କୁମାରମାନଙ୍କର ଗାଁ ବୋଲି କୁହାଯାଉଛି। କାରଣ ଏଠାରେ କେହି ଯୁବକ ବିବାହ…
ଅଧିକ ଖବର ଦେଖନ୍ତୁ...

ସ୍ବାର୍ଥପର ବନ୍ଧୁ

ଖରାଦିନ ହୋଇଥିବାରୁ ଟିକିରାରୁ ବାହାରି କଇଁଚ ଜଳ ସନ୍ଧାନରେ ଯାଉଥାଏ। ଉଚ୍ଚରୁ ତଳକୁ ଖସିଲାବେଳେ ସେ ଓଲଟି ପଡ଼ିଲା। ତା’ ଗୋଡ଼ ଗୁଡ଼ିକ ଉପରକୁ ଓ ତା’ ପିଠି ତଳକୁ ରହିଗଲା। ପୁଣି ପେଟ ତଳକୁ କରିବା ପାଇଁ କଇଁଚ ତା’ ଗୋଡ଼ ଦ୍ବାରା ଅନେକ ଚେଷ୍ଟା କରୁଥାଏ ମାତ୍ର ସ୍ଥାନଟା ଏତେ ସମତଳ ଥିଲା ଯେ ଆଉ…
ଅଧିକ ଖବର ଦେଖନ୍ତୁ...