ଅନୁସନ୍ଧାନ କରୁଥିବା ବର୍ଗ

ପୁନଶ୍ଚ ପୃଥିବୀ

ଚମକ ହରାଉଛି ଶିମିଳିପାଳ: ବନାଗ୍ନି ଯୋଗୁଁ ଲୋପ ପାଉଛି ବହୁ ଔଷଧୀୟ ବୃକ୍ଷ, ମରୁଛନ୍ତି ପଶୁପକ୍ଷୀ

ବାରିପଦା: ଓଡ଼ିଶାର ସର୍ବବୃହତ ଜୈବ ମଣ୍ଡଳ ଶିମିଳିପାଳରେ ସୁରକ୍ଷା ବ୍ୟବସ୍ଥାକୁ ଯେତେ କଡ଼ାକଡ଼ି କରାଗଲେ ମଧ୍ୟ ଅଭୟାରଣ୍ୟରେ ଅବାଧ ବନ୍ୟଜନ୍ତୁ ଶିକାର ଓ ଗଛକଟା ଥମୁନି। ଜଙ୍ଗଲରେ ଏବେ ନିୟମିତ ବନ କର୍ମଚାରୀଙ୍କ ସହିତ ସଶସ୍ତ୍ର ପୁଲିସ ପଇଁତରା ମାରୁଛନ୍ତି। ଶିକାରୀଙ୍କୁ ପ୍ରତିହତ କରିବା ଲାଗି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: ୫ବର୍ଷରେ ଭୂତଳ ଜଳସ୍ତର ଖସିଛି ୧ମିଟର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଭୂତଳ ଜଳସ୍ତର ଖସୁଛି। ୧୯୯୯ ମହାବାତ୍ୟା ପରଠାରୁ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଗଞ୍ଜାମ ଜିଲ୍ଲାରେ ଜଳବାୟୁ ପରିବର୍ତ୍ତନ ସହ ଅନିଶ୍ଚିତ ପାଣିପାଗ କାରଣରୁ ଏହି ଧାରା ଜାରି ରହିଛି। କୃଷିପ୍ରଧାନ ଗଞ୍ଜାମରେ ବର୍ଷା ଅଭାବ ଓ ବ୍ୟାପକ ଗଛକଟା ପ୍ରତିକୂଳ…
ଅଧିକ ଖବର ଦେଖନ୍ତୁ...

ସ୍ଥଳଭାଗ ଗିଳୁଛି ସୁବର୍ଣ୍ଣରେଖା: ନଦୀଗର୍ଭରେ ଲୀନହେବ ଘରଦ୍ବାର

ଜଳେଶ୍ୱର: କୂଳ ଲଂଘୁଛି ସୁବର୍ଣ୍ଣରେଖା। ପ୍ରତିବର୍ଷ ସ୍ଥଳଭାଗକୁ ଗ୍ରାସ କରିଚାଲିଛି। ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ କୁଅଁରପୁର ଗାଁ’ରେ। ଯାହାକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କେତେବେଳେ ଯେ ସେମାନଙ୍କ ଘରଦ୍ବାର ନଦୀଗର୍ଭରେ ଲୀନ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରେ ଲୀନ ହୋଇଯିବ ଢିଙ୍କିଆ ଚାରିଦେଶ!

ବାଲିତୁଠ: ଜଗତସିଂହପୁର ଜିଲ୍ଲା ଏରସମା ତହସିଲ୍‌ ଅନ୍ତର୍ଗତ ଢିଙ୍କିଆ ଅଞ୍ଚଳରେ ଏବେ ବାଲି ଓ ମାଟି ମାଫିଆ ସକ୍ରିୟ ହୋଇଉଠିଛନ୍ତି। ବି‌ଶେଷ କରି ସମୁଦ୍ର କୂଳ ସିଆର୍‌ଜେଡ୍ (କୋଷ୍ଟାଲ୍‌ ରେଗୁଲେସନ୍‌ ଜୋନ୍‌) ଅଞ୍ଚଳ, ଜଙ୍ଗଲ ଓ ଗୋଚର ଜମିରୁ ମାଫି୍ଆମାନେ ନିର୍ବିଘ୍ନରେ ଶହଶହ ଟ୍ରିପ୍‌ ବାଲି…
ଅଧିକ ଖବର ଦେଖନ୍ତୁ...

କୂଳ ଲଂଘୁଛି ଖରସ୍ରୋତା: ଲୀନ ହେଲାଣି ୭ ଶହ ଏକର ଜମି

ରାଜକନିକା: ଖରସ୍ରୋତା କୂଳ ଲଂଘୁଛି। ରାଜକନିକା ବ୍ଲକ୍‌ ସିକୋ ପଞ୍ଚାୟତ ଡାଳିକାଏନ୍ଦା ଗ୍ରାମର ପ୍ରାୟ ୭ଶହ ଏକର ଚାଷଜମିକୁ ଖରସ୍ରୋତା ଗର୍ଭସ୍ଥ କରିସାରିଲାଣି। ନଦୀ ଗାଁ ଆଡ଼କୁ ମାଡ଼ି ମାଡ଼ି ଆସୁଛି। ଏମିତି ବିପଦ ଘନେଇଥିବା ବେଳେ ଡାଳିକାଏନ୍ଦା ଗ୍ରାମବାସୀ ଏକପ୍ରକାର ଆତଙ୍କିତ ଅବସ୍ଥାରେ କାଳ…
ଅଧିକ ଖବର ଦେଖନ୍ତୁ...

ହଜିବାକୁ ବସିଲାଣି ଅଂଶୁପା ହ୍ରଦ

କଟକ: ଓଡ଼ିଶାର ପ୍ରସିଦ୍ଧ ମଧୁରଜଳ ହ୍ରଦ ଅଂଶୁପା। ସରଣ୍ଡା ପାହାଡ଼ ଉପରୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଏହି ହ୍ରଦର ନୈସର୍ଗିକ ଶୋଭା ପର୍ଯ୍ୟଟକଙ୍କ ମନରେ ଶିହରଣ ସୃଷ୍ଟି କରିଥାଏ। ହେଲେ, ପ୍ରତିବର୍ଷ ଏହି ଅଶ୍ବଖୁରାକୃତି ହ୍ରଦର ଜଳରାଶି ଶୁଖି ଚାଲିଛି। କଟକ ଜିଲ୍ଲାର ବାଙ୍କୀରେ ଥିବା…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳରେ ଘୋର ଜଳ ସଙ୍କଟ: ଶୋଷରେ ଆଉଟୁପାଉଟୁ ବନ୍ୟଜନ୍ତୁ

ବାରିପଦ‌ା: ଏପ୍ରିଲ ମାସରୁ ଶିମିଳିପାଳରେ ଜଳକଷ୍ଟ ଲାଗିରହିଛି। ପ୍ରଚଣ୍ଡ ଖରା ଯୋଗୁ ଜଙ୍ଗଲର ଅଧିକାଂଶ ପ୍ରାକୃତିକ ଜଳଉତ୍ସ ଶୁଖିଯାଇଛି। ଫଳରେ ୩ ମାସ ହେଲା ଜଙ୍ଗଲରେ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି ଜୀବଜନ୍ତୁ। ହେଲେ ବନ୍ୟଜନ୍ତୁଙ୍କ ଶୋଷ ମେଣ୍ଟାଇବା ପାଇଁ ଶିମିଳିପାଳରେ ବିକଳ୍ପ…
ଅଧିକ ଖବର ଦେଖନ୍ତୁ...

ଡ୍ୟାମ୍‌ ଶୁଖିଲା, ସହର ଶୋଷିଲା

କେନ୍ଦୁଝର: ତିନିଦିନ ହେବ କେନ୍ଦୁଝର ସହର ଭୋଗୁଛି ଜଳକଷ୍ଟ। ସହରକୁ ପାଣି ଯୋଗାଉଥିବା ବଡ଼ଘାଗରା ଡ୍ୟାମ୍‌ ଶୁଖି ଯାଇଛି। ଫଳରେ ଶୋଷିଲା ରହିଛି ଅଧା ସହର। ଖରାଦିନ ଆରମ୍ଭରୁ କଳକଷ୍ଟ ହୋଇଥିଲା। ବିଭିନ୍ନ ନଈ, ନାଳ କେନାଲ ଶୁଖି ଯାଇଥିବାବେଳେ ଜଳଭଣ୍ଡାର ମଧ୍ୟ ଶୁଖିବା ଆରମ୍ଭ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଶୁଖିଗଲା ଲିଙ୍ଗରା ନାଳ; ଚାଷଜମି ପଡ଼ିଆ

ଅନୁଗୁଳ: ଅନୁଗୁଳରୁ ବାହାରି ଥିବା ଲିଙ୍ଗରା ନାଳ ଏକଦା ଥିଲା ଚାଷୀମାନଙ୍କ ପାଇଁ ଆଶୀର୍ବାଦ। ଏହି ନାଳର ପାଣିକୁ ବ୍ୟବହାର କରି ଚାଷୀମାନେ କ୍ଷେତରେ ସୁନାର ଫସଲ ଫଳାଉଥିଲେ। କିନ୍ତୁ ଚଳିତ ବର୍ଷ ଏହି ନାଳ ଶୁଖିଲା ପଡ଼ିଛି। ଫଳରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ପ୍ରାୟ ୩୨ଟି ଗାଁର ଚାଷଜମି…
ଅଧିକ ଖବର ଦେଖନ୍ତୁ...

ସତ୍ତା ହରାଇଲା ବାଉଁଶ ସଂରକ୍ଷଣ ଯୋଜନା: ଉଜୁଡ଼ିଗଲା ନଗଡ଼ା ବାଉଁଶ ବଣ

କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର ନଗଡ଼ା ପାହାଡ଼ ଓ ଏହାର ପାର୍ଶ୍ବବର୍ତ୍ତୀ ଜଙ୍ଗଲରେ ଥିବା ବହୁ ବାଉଁଶ ବଣ ୫ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି। ସୁକିନ୍ଦା-ବ୍ରାହ୍ମଣୀପାଳ ରେଞ୍ଜ ରାଁସୋଳ-ଦୈତାରୀ ସେକ୍ସନ ଅନ୍ତର୍ଗତ ହଜାରହଜାର ସଂଖ୍ୟାରେ ଥିବା ବାଉଁଶ ବୁଦା ଆଉ…
ଅଧିକ ଖବର ଦେଖନ୍ତୁ...