ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଏଲ୍‌ପିଜିରେ ପୁଣି ମିଳିବ ଆଖିଦୃଶିଆ ସବ୍‌ସିଡି: ସରକାର କରୁଛନ୍ତି ସର୍ଭେ, କେତେ ଟଙ୍କା ମିଳିବ ଧାର୍ଯ୍ୟ ହୋଇନି

ନୂଆଦିଲ୍ଲୀ: ଏଲ୍‌ପିଜି ଉପରେ କେନ୍ଦ୍ର ସରକାର ଦେଉଥିବା ସବ୍‌ସିଡି ରାଶି ନଗଣ୍ୟ ସ୍ତରକୁ ଖସିଯିବାରୁ ତାହା ଗୁରୁତ୍ବହୀନ ହୋଇପଡ଼ିଛି। ଏଭଳି ସମୟରେ ଏଲ୍‌ପିଜି ଦାମ୍ ୧୦୦୦ ଟଙ୍କା ପାଖାପାଖି ବୃଦ୍ଧି ପାଇବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ନିୟମିତ ବ୍ୟବଧାନରେ ଏଲ୍‌ପିଜି ଦାମ୍ ବୃଦ୍ଧି ପାଇବା…
ଅଧିକ ଖବର ଦେଖନ୍ତୁ...

୧ରୁ ବଦଳିବ ରିକରିଂ କାର୍ଡ ପେମେଣ୍ଟ୍‌ ନିୟମ

ନୂଆଦିଲ୍ଲୀ: ପ୍ରତି ମାସରେ କିଛି ନିର୍ଦିଷ୍ଟ ପ୍ରକାର ସେବା ଲାଗି ଗ୍ରାହକଙ୍କ ଖାତାରୁ ଟଙ୍କା କଟିଥାଏ। ସେଥିପାଇଁ ଗ୍ରାହକ ଷ୍ଟାଣ୍ଡିଂ ଇନଷ୍ଟ୍ରକ୍ସନ ଦେଇଥାନ୍ତି। ସେହି ଅନୁସାରେ ବ୍ୟାଙ୍କ ଖାତାରୁ ଟଙ୍କା କାଟିନିଏ। ଗ୍ରାହକଙ୍କୁ ଆଉ ପ୍ରତି ପେମେଣ୍ଟ୍‌କୁ ମନେ ରଖି ପେମେଣ୍ଟ୍‌ କରିବାକୁ ପଡ଼େ…
ଅଧିକ ଖବର ଦେଖନ୍ତୁ...

୨୫ ସଡ଼କ ପ୍ରକଳ୍ପ ଲାଗି ନାବାର୍ଡ ଦେଲା ୨୦୬ କୋଟି: ୧୧ଟି ଜିଲ୍ଲାରେ ୨୦୩ କିମି ରାସ୍ତା ତିଆରି ହେବ

ଭୁବନେଶ୍ବର: ରାଜ୍ୟରେ ନିର୍ମାଣ ହେବାକୁ ଥିବା ୨୫ଟି ସଡ଼କ ପ୍ରକଳ୍ପ ଲାଗି ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ୨୦୬ କୋଟି ଟଙ୍କା ମଞ୍ଜୁର କରିଛି। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌) ଅଧୀନରେ ଏହି ପାଣ୍ଠି ଜାରି କରାଯାଇଛି। ଓଡ଼ିଶାର ୧୧ଟି ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ରେ ବିଦ୍ୟୁତ ସଙ୍କଟ: ଅନ୍ଧାରରେ ଅନେକ ପ୍ରଦେଶ, ଟ୍ରାଫିକ୍‌ ଲାଇଟ୍‌ ବନ୍ଦ, କାରଖାନାରେ ଉତ୍ପାଦନ ଠପ୍

ବେଜିଂ: ଚୀନ୍‌ରେ ବଡ଼ ଧରଣର ବିଦ୍ୟୁତ ସଙ୍କଟ ଦେଖାଦେଇଛି। ଅନେକ ପ୍ରଦେଶ ଅନ୍ଧାରରେ ରହିଛି। ଚୀନ୍‌ର ଉତ୍ତର ଭାଗରେ ଥିବା ଅନେକ ପ୍ରଦେଶରେ ବିଦ୍ୟୁତ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। କିଛି ଦିନ ଭିତରେ ବିଦ୍ୟୁତ ସଙ୍କଟର ପ୍ରଭାବ କଳ କାରଖାନା ଠାରୁ ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୩ଟି କୋଇଲା ଖଣି ପୁଣି ନିଲାମ ହେବ: ପ୍ରଥମ ଉଦ୍ୟମରେ ବିକ୍ରି ହୋଇନଥିଲା, ମାତ୍ର ଗୋଟିଏ ଲେଖାଏଁ ବିଡ୍‌…

ଭୁବନେଶ୍ବର: ଓଡ଼ିଶାର ତିନିଟି କୋଇଲା ଖଣିକୁ ପୁନର୍ବାର ନିଲାମ କରିବା ଲାଗି ଉଦ୍ୟମ କରାଯିବ। ଚଳିତ ବର୍ଷ ମାର୍ଚ୍ଚରେ ଏହି ଖଣିଗୁଡ଼ିକୁ ବିକ୍ରି କରିବା ଲାଗି ଉଦ୍ୟମ ହୋଇଥିଲା। କିନ୍ତୁ ମାତ୍ର ଗୋଟିଏ ଲେଖାଏଁ ବିଡ୍‌ ଆସିବାରୁ ନିଲାମ ପ୍ରକ୍ରିୟା ଆଗକୁ ବଢ଼ିନଥିଲା। ପୁଣି ଥରେ ସେହି…
ଅଧିକ ଖବର ଦେଖନ୍ତୁ...

ଯୁବପିଢ଼ିଙ୍କୁ ଆକୃଷ୍ଟ କରିଥିବା ଟିଭିଏସ ରାଇଡର ର ବାରିପଦାରେ ବଜାର ପ୍ରବେଶ

ବାରିପଦା: ଯୁବପିଢ଼ୀଙ୍କୁ ଆକୃଷ୍ଟ କରିଥିବା ଟିଭିଏସ୍ କମ୍ପାନୀର ନୂତନ ମଡେଲର ମୋଟରସାଇକେଲ ଟିଭିଏସ ରାଇଡର ର ବାରିପଦା ବଜାର ପ୍ରବେଶ ହୋଇଛି । ବାରିପଦା ଆଲାଏଡ୍ ପକ୍ଷରୁ ୧୨୫ ସିସି ଇଞ୍ଜିନ୍ କ୍ଷମତାବିଶିଷ୍ଟ ଏହି ନୂତନ ମଡେ୍ଲରେ ଅତ୍ୟାଧୁନିକ ୩ ଭା୍ଲଭ ଟେକ୍ନୋଲୋଜି, ଜିପିଆରଏସ ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’କୁ ଓଏସ୍‌ଏଲ୍‌ ପକ୍ଷରୁ ଆର୍ଥିକ ସହାୟତା

 ଭୁବନେଶ୍ବର :  ଓଡ଼ିଶା ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା  ‘ମୋ ସ୍କୁଲ୍‌ ଅଭିଯାନ ପରିଚାଳନା ସଙ୍ଗଠନ’କୁ  ଓଏସଏଲ ଗ୍ରୁପ ପକ୍ଷରୁ କଟକ ଜିଲ୍ଲା ପାଇଁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।  ନିଜ କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧର ପ୍ରମୁଖ ଅଂଶ ସ୍ବରୂପ କମ୍ପାନି…
ଅଧିକ ଖବର ଦେଖନ୍ତୁ...

ସଡ଼କ ସୁରକ୍ଷା ପାଇଁ ୭,୨୭୦ କୋଟିର ସ୍କିମ୍: ଓଡ଼ିଶା ସମେତ ୧୪ଟି ରାଜ୍ୟରେ ଲାଗୁ ହେବ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ଶୂନକୁ ହ୍ରାସ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୭,୨୭୦ କୋଟି ଟଙ୍କାର ନୂଆ ସ୍କିମ୍ ଲାଗୁ କରାଯିବ। ଏହି ସ୍କିମ୍ ଓଡ଼ିଶା ସମେତ ୧୪ଟି ରାଜ୍ୟରେ ଲାଗୁ ହେବ। ଦେଶର ୮୫% ସଡ଼କ ଦୁର୍ଘଟଣା ଏହି ରାଜ୍ୟଗୁଡ଼ିକରେ…
ଅଧିକ ଖବର ଦେଖନ୍ତୁ...

ଆସୁଛି ପୂଜା: ସବୁ ବର୍ଗର ଲୋକଙ୍କ ପାଇଁ ଅଜନ୍ତା ଆଣୁଛି ଜୋତା

ଭୁବନେଶ୍ବର: କରୋନା ମହାମାରୀ ଆରମ୍ଭରେ ଲକ୍‌ଡାଉନ୍ ଯୋଗୁ କାରଖାନା ଏବଂ ସୋ’ରୁମ୍ ବନ୍ଦ ରହିଥିଲା। ଏଥିଯୋଗୁ ଆମେ ନୂଆ ନୂଆ ବ୍ୟବସାୟିକ ଯୋଜନା କାର୍ଯ୍ୟକାରୀ ପାଇଁ ଅନେକ ସୁଯୋଗ ପାଇଥିଲୁ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିତିରେ ସୁଧାର ଆସିଛି। ଗତବର୍ଷ ଅ‌ଗଷ୍ଟରୁ ଆମେ ଭଲ…
ଅଧିକ ଖବର ଦେଖନ୍ତୁ...

ବିଷ୍ଣୁ ଚରଣ ପଟ୍ଟନାୟକ ଏଲ୍‌ଆଇସିର ନୂଆ ଏମ୍‌ଡି

ଭୁବନେଶ୍ବର: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନୂଆ ପରିଚାଳନା ନିର୍ଦେଶକ ବା ଏମ୍‌ଡି ଭାବେ ବିଷ୍ଣୁ ଚରଣ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି। ‌୧୯୮୬ରେ ସେ ଏଲ୍‌ଆଇସି‌ରେ ଡାଇରେକ୍ଟ ରିକ୍ରୁଟ୍ ଭାବେ ଭଦ୍ରକ ଶାଖାରେ ଯୋଗ ଦେଇଥିଲେ। ‌ସେ ଭୁବନେଶ୍ବର ରାଜ ଭବନ ଶାଖାରେ ବରିଷ୍ଠ ଶାଖା…
ଅଧିକ ଖବର ଦେଖନ୍ତୁ...