ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଜାନ୍ତବ ନିରୁତ୍ସାହ

ଗୁରୁବାର ଦିନ ଲଗାତାର ଷଷ୍ଠଥର ପାଇଁ ଲାଲକିଲ୍ଲାରୁ ଜାତି ଉଦ୍ଦେଶ୍ୟରେ ସ୍ବାଧୀନତା ଦିବସର ଅଭିଭାଷଣ ପ୍ରଦାନ କଲା ପରେ ପରେ ପ୍ରଧାନମନ୍ତ୍ରୀ ସିଧା ଯାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କର ଅର୍ଥମନ୍ତ୍ରଣାଳୟର ଉଚ୍ଚ ଅମଲାମାନଙ୍କ ସହିତ ଦେଶର ସାମ୍ପ୍ରତିକ ଅର୍ଥନୈତିକ ମାନ୍ଦା…
ଅଧିକ ଖବର ଦେଖନ୍ତୁ...

ପୂର୍ଣ୍ଣ ସ୍ବରାଜ

୧୯୨୯ରେ ଭାରତୀୟ ଜାତୀୟ କ˚ଗ୍ରେସ୍‌ର ଲାହୌର ଅଧିବେଶନରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ବା ‘ପୂର୍ଣ୍ଣ ସ୍ବରାଜ’ ଦାବି କରାଯାଇଥିଲା। ତା’ ପରଠାରୁ ଜାତୀୟ କ˚ଗ୍ରେସ୍‌ର ଆହ୍ବାନରେ ଦେଶ ବ୍ୟାପୀ ଚାଲିଥିବା ଅସହଯୋଗ ଆନ୍ଦୋଳନ ଦେଶ ଭିତରେ ଔପନିବେଶକ ବ୍ରିଟିସ୍‌ ସରକାରକୁ ଯେତିକି…
ଅଧିକ ଖବର ଦେଖନ୍ତୁ...

ମଲାଲାଙ୍କ ମୁସ୍କିଲ

‘ଏଣେ ମାରିଲେ ଗୋ-ହତ୍ୟା; ତେଣେ ମାରିଲେ ବ୍ରହ୍ମ-ହତ୍ୟା’। ଯଦିବା ବିଶ୍ବର ସର୍ବ କନିଷ୍ଠ ନୋବେଲ୍‌ ପ୍ରାଇଜ୍‌ ବିଜେତା ୨୦୧୪ରେ ମାତ୍ର ୧୭ ବର୍ଷ ବୟସରେ ନୋବେଲ୍‌ ଶାନ୍ତି ପୁରସ୍କାର ଲାଭ କରିଥିବା ମଲାଲା ୟୁସୁଫଜଈଙ୍କ ପାଇଁ ଏ ଦୁଇ ଶ୍ରେଣୀର ହତ୍ୟା କୌଣସି ମାନେ ରଖେନାହିଁ, ତଥାପି…
ଅଧିକ ଖବର ଦେଖନ୍ତୁ...

ଧନ୍ୟବାଦ ଗୁଗ୍‌ଲ!

ଗତକାଲି ଗୁଗ୍‌ଲ ତା’ର ବହୁଳ ଆଦୃତ ପ୍ରସିଦ୍ଧ ଡୁଡ୍‌ଲରେ ଯେଉଁ ମହାନ୍‌ ଭାରତୀୟଙ୍କ ପ୍ରତିକୃତିକୁ ସ୍ଥାନ ଦେଇଥିଲା, ତାହା ସେହି କି˚ବଦନ୍ତି ପୁରୁଷଙ୍କ ସ୍ମୃତି ପ୍ରତି ଯେଉଁ ଭଳି ସମ୍ମାନ ପ୍ରଦର୍ଶନ ଥିଲା, ଗୁଗ୍‌ଲ ଭଳି ପୃଥିବୀର ଏକ ଛାମୁଆ ବିଜ୍ଞାନ- ପ୍ରଯୁକ୍ତି ବିଦ୍ୟା କମ୍ପାନି ପାଇଁ ସେଇ…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ଧରିତ୍ରୀ

‘ଇଣ୍ଟର୍‌ ଗଭର୍ନ‌୍ମେଣ୍ଟାଲ୍‌ ପ୍ୟାନେଲ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ୍‌’ (ଆଇପିସିସି) ହେଉଛି ଜଳବାୟୁ ପରିବର୍ତ୍ତନ ସମସ୍ୟା ସମ୍ବନ୍ଧରେ ହେଉଥିବା ବିଭିନ୍ନ ବିଜ୍ଞାନ ଭିତ୍ତିକ ଗବେଷଣା ପ୍ରସୂତ ରିପୋର୍ଟ‌୍ମାନଙ୍କରୁ ଉପଲବ୍ଧ ସାରତଥ୍ୟ ସ˚ଗ୍ରହ କରି ସେ ବିଷୟରେ ଆମକୁ ଅବଗତ କରିବା ପାଇଁ ଓ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀ ସରସ୍ବତୀ

ପ୍ରାୟ ତିନି ଦଶନ୍ଧିର ଉଦାରୀକରଣ ଉଦ୍ୟମ ସତ୍ତ୍ବେ ମଧୢ ଭାରତରେ ଉତ୍ପାଦନକାରୀ କାରଖାନାଟିଏ ପ୍ରତିଷ୍ଠା କରି ତାକୁ ସଫଳ ଭାବରେ ଚଳାଇବା ଏବେ ବି ସହଜ କଥା ନୁହେଁ। ଏଠାରେ ନାନା ପ୍ରକାର ପର‌୍‌ମିଟ୍‌ ଓ ଟିକସ ଆଦିର ଜାଲ ଯେତିକି ଜଟିଳ, ଶ୍ରମିକ ନିଯୁକ୍ତି ଓ ଛଟେଇ ସେତିକି କଷ୍ଟକର ଏବ˚…
ଅଧିକ ଖବର ଦେଖନ୍ତୁ...

ଉଷୁମ ଜାଉ

ବୁଧବାର ଦିନ ରିଜର୍ଭ‌୍ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିଆ ମାର୍ଗଦର୍ଶନକାରୀ ସୁଧ ହାର ରେପୋ ରେଟ୍‌ରେ କରିଥିବା ପରିବର୍ତ୍ତନ ଦେଖି ମନେହୁଏ ରିଜର୍ଭ‌୍ ବ୍ୟାଙ୍କ୍‌ର ଗଭର୍ନ‌୍ର ଏବ˚ ମନିଟାରି ପଲିସି କମିଟି (ମୁଦ୍ରାନୀତି ନିର୍ଦ୍ଧାରକ କମିଟି)ର ସଦସ୍ୟମାନଙ୍କର ପ୍ରିୟ ପିଲାଙ୍କ କାହାଣୀ ହେଉଛି…
ଅଧିକ ଖବର ଦେଖନ୍ତୁ...

ଅଗ୍ରିମ ଧନ୍ୟବାଦ

‘‘ବ୍ଲିସ୍‌ ଵାଜ୍‌ ଇଟ୍‌ ଇନ୍‌ ଦ୍ୟାଟ୍‌ ଡନ୍‌ ଟୁ ବି ଏଲାଇଭ୍‌/ ବଟ୍‌ ଟୁ ବି ୟଙ୍ଗ୍‌ ଵାଜ୍‌ ଭେରି ହେଭେନ୍‌!’’ (‘‘ସେ ଦିନ ପ୍ରତ୍ୟୁଷରେ ବଞ୍ଚିରହିଥିବା ଥିଲା ପରମ ଆନନ୍ଦ/କିନ୍ତୁ ଯୁବାବସ୍ଥା ହୋଇଥିଲେ, ତାହା ସ୍ବର୍ଗ ସୁଖ ଭଳି!’’) ଏହା ଥିଲା ୧୭୮୯ରେ ଆରମ୍ଭ ହୋଇଥିବା ଫରାସୀ ବିପ୍ଳବ…
ଅଧିକ ଖବର ଦେଖନ୍ତୁ...

ବାଲ୍ମିକୀ ରାମାୟଣ

୧୯୫୭ରେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ସଫାଇ କର୍ମଚାରୀମାନେ ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଦେଲେ। ଏହି ଧର୍ମଘଟ ମାସ ମାସ ଧରି ଥମିବାର ନାଁ ନ ଧରିବାରୁ ଜମ୍ମୁ ଓ ଶ୍ରୀନଗର ଆଦି ସହରମାନଙ୍କରେ କୁଢ଼ କୁଢ଼ ଅଳିଆ ଜମା ହୋଇ ପାହାଡ଼ ପ୍ରମାଣେ ହେବାକୁ ଲାଗିଲା।…
ଅଧିକ ଖବର ଦେଖନ୍ତୁ...

ସାବାସ୍‌ ପଟର‌୍‌!

‘‘ହି, ହୁ ମଷ୍ଟ୍ ନଟ୍‌ ବି ନେମ୍‌ଡ।’’ ‘‘ସିଏ, ଯାହାର ନାମ ତୁଣ୍ତରେ ଧରାଯିବା ନିଷିଦ୍ଧ।’’ ତୁଣ୍ତରେ ସେ ନାଁ ଧରିବା ପାଇଁ ଏଭଳି କୁଣ୍ଠାର କାରଣ ହେଉଛି ଭୀଷଣ ଭୟ। ପୃଥିବୀର ସର୍ବାଧିକ ଲୋକପ୍ରିୟ ପିଲାଙ୍କ କାହାଣୀମାଳା ହ୍ୟାରୀ ପଟର‌୍‌ ସିରିଜ୍‌ ସହିତ ପରିଚିତ ସମସ୍ତଙ୍କୁ ଜଣା ଯାହାଙ୍କର…
ଅଧିକ ଖବର ଦେଖନ୍ତୁ...