ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

କଟକଣା ରହିଲା; ପହିଲି ରଜ ବି ପାଳନ ହେଲା

କଟକ: ମହାମାରୀ କରୋନା ଅଟକାଇ ପାରିନି ଗଣପର୍ବ ରଜର ମାହୋଲ୍‌କୁ। ଲକ୍‌ଡାଉନ୍‌ ଚାଲିଥିବାରୁ ଲୋକେ ଘରୁ ବାହାରି ନପାରିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା କରି ପାଳିଛନ୍ତି ପହିଲି ରଜ। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ରଜ ଉତ୍ସବକୁ ଅନ୍‌ଲାଇନ୍ ମାଧ୍ୟମରେ ପାଳିଥିବା ବେଳେ ସହରର ସାହିବସ୍ତିରେ…
ଅଧିକ ଖବର ଦେଖନ୍ତୁ...

୨୦ ବର୍ଷ ହେଲା ଜରିପାଲ ତଳେ ପରିବାର

କଟକ: ଭୋଟ ବେଳକୁ ନେତାମାନେ ଟଙ୍କା ଦେଇ ଭୋଟ କିଣିନେଉଛନ୍ତି। ହେଲେ ଭତ୍ତା କି ରାସନକାର୍ଡ ସୁବିଧା ହିତାଧିକାରୀଙ୍କୁ ମିଳିପାରୁନି। ଏଭଳି ଦୁର୍ଦିନ ଭିତରେ ଜୀବନ କାଟୁଛନ୍ତି ମହାନଦୀବିହାର ନିକଟସ୍ଥ ଗାନ୍ଧୀପଲ୍ଲୀ ପାଖରେ ରହୁଥିବା ଶଙ୍କର ଚମ୍ପିଆନଙ୍କ ପରିବାର। ପରିବାର କହିଲେ ଶଙ୍କରଙ୍କ…
ଅଧିକ ଖବର ଦେଖନ୍ତୁ...

ଦିନକୁ ୩୦ହଜାର ଲୋକଙ୍କୁ ଟିକା

ଭୁବନେଶ୍ବର : ଜୁଲାଇ ୧୫ ସୁଦ୍ଧା ରାଜଧାନୀରେ ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଏବଂ ଅଗଷ୍ଟ ଶେଷ ସୁଦ୍ଧା ସମସ୍ତଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦେବାକୁ ବିଏମ୍‌ସି ଯୋଜନା କରିଛି। ଏଥିପାଇଁ ବିଏମ୍‌ସି ଏବେ ଦିନକୁ ପ୍ରାୟ ୫୫ଟି କେନ୍ଦ୍ରରେ ପ୍ରାୟ ୧୮ରୁ ୨୦ହଜାର ଲୋକଙ୍କୁ ଟିକା ଦେଉଥିବାବେଳେ ଆଗକୁ…
ଅଧିକ ଖବର ଦେଖନ୍ତୁ...

ରଜରେ ବିକିଲେ ଗୋଧି ମାଂସ, ଚମଡ଼ା; ୨ ଗିରଫ, ୮ ଜୀବନ୍ତ ଗୋଧି ଉଦ୍ଧାର

ଭୁବନେଶ୍ବର : ରଜ ଭଳି ପର୍ବରେ ରାଜଧାନୀରେ ବିକ୍ରି ହେଉଥିଲା ଗୋଧି ମାଂସ ଓ ଚମଡ଼ା। ଚୀନ ଓ ଥାଇଲାଣ୍ଡ ଭଳି ସ୍ପଷ୍ଟ ଦିବାଲୋକରେ ଏଭଳି କାରବାର ହେଉଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ସକାଳଠୁ ଏହି ବେପାର ଚାଲିଲେ ମଧ୍ୟ ପୁଲିସ କି ବନ ବିଭାଗ କାହାରି ଆଖିରେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରୁ କାର୍‌ ଚୋରି କରି କୋଲ୍‌କାତାରେ ବିକ୍ରି, କୁଖ୍ୟାତ କାର୍‌ ଚୋର ଗିରଫ

ଭୁବନେଶ୍ବର : ଭୁବନେଶ୍ବରରୁ କାର୍‌ ଚୋରି କରୁଥିଲା। ଜଳେଶ୍ବରରେ ଇଞ୍ଜିନ ଓ ଚେସିସ ନମ୍ବର ସହ ଗାଡ଼ି ନମ୍ବର ବଦଳାଇ ଦେଉଥିଲା। ଆଉ କୋଲକାତାରେ ବିକ୍ରି କରୁଥିଲା। ଏଭଳି ଏକ କୁଖ୍ୟାତ ଚୋରକୁ ଗିରଫ କରିଛି ଭରତପୁର ଥାନା ପୁଲିସ। ସେ ହେଉଛି ଘାଟିକିଆ ନାୟକସାହିର ଅମିତ ନାୟକ। ତା’ ଠାରୁ ଏକ…
ଅଧିକ ଖବର ଦେଖନ୍ତୁ...

୬ ମାସରେ ଆସିବ ୧୫ ଏକ୍‌ମୋ ମେସିନ୍‌

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରରେ ଗୁରୁତର ରୋଗୀଙ୍କୁ ବଞ୍ଚାଇବା ଲାଗି ଏକ୍‌ମୋ ଚିକିତ୍ସା ଜରୁରୀ ହୋଇପଡ଼ିଥିବା ବେଳେ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଏକ୍‌ମୋ ମେସିନ୍‌ ଲାଗିପାରି ନାହିଁ। ଭୁବନେଶ୍ବରର ମାତ୍ର ଦୁଇଟି ଘରୋଇ ହସ୍ପିଟାଲରେ ଏକ୍‌ମୋ ଚିକିତ୍ସା ଲାଗି ମେସିନ୍‌…
ଅଧିକ ଖବର ଦେଖନ୍ତୁ...

ବିବାହର ପ୍ରତିଶ୍ରୁତି ଦେଇ ନର୍ସଙ୍କୁ ଧୋକା, ଡାଟା ଏଣ୍ଟ୍ରି ଅପରେଟର ଗିରଫ

ଚନ୍ଦ୍ରଶେଖରପୁର : ବିବାହର ମିଛ ପ୍ରତିଶ୍ରୁତି ଦେଇ ଜଣେ ନର୍ସଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ପରବର୍ତ୍ତୀ ସମୟରେ ଧୋକା ଦେବା ଅଭିଯୋଗରେ ସୋମବାର ଇନ୍‌ଫୋସିଟି ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲର ଅସ୍ଥାୟୀ କର୍ମଚାରୀ ଅରଜିତ ଜେନା(୨୪)ଙ୍କୁ ଗିରଫ କରିଛି। ବାଲିଅନ୍ତା…
ଅଧିକ ଖବର ଦେଖନ୍ତୁ...

କମୁଛି ସଂକ୍ରମଣ: ରାଜଧାନୀରୁ ଚିହ୍ନଟ ହେଲେ ୩୨୯ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୩୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହା୍ନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୯୧ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୩୮ଜଣ ରହିଛନ୍ତି। ଏଯାବତ…
ଅଧିକ ଖବର ଦେଖନ୍ତୁ...

ଟିକା ନେଲେ ବିଦେଶ ଯାଉଥିବା ଛାତ୍ରଛାତ୍ରୀ

ରାଉରକେଲା: ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ଉଦିତ୍‌ନଗର ସ୍ଥିତ ମ୍ୟୁନିସିପାଲ୍ କଲେଜ ପରିସରରେ ଏକ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦେଶରେ ଉଚ୍ଚତର ଶିକ୍ଷା ନେଉଥିବା ଛାତ୍ରଛାତ୍ରୀ, ଚାକିରି କରୁଥିବା ବ୍ୟକ୍ତି ତଥା ଅନ୍ତର୍ଜାତତୀୟ କ୍ରୀଡ଼ାରେ…
ଅଧିକ ଖବର ଦେଖନ୍ତୁ...

ଶିଶୁଙ୍କ ପାଇଁ ବିପଦ ତୃତୀୟ ଲହର, ଅଢ଼େଇ ଲକ୍ଷ ପିଲାଙ୍କ ସୁରକ୍ଷା ଚିନ୍ତା

ଏବେ ସୁଦ୍ଧା ୭ ହଜାର ପିଲା ଆକ୍ରାନ୍ତ ହୋଇସାରିଲେଣି ହସ୍ପିଟାଲରେ ପର୍ଯ୍ୟାପ୍ତ ଆଇସିୟୁ ଶଯ୍ୟା ରହିବ: ବିଏମ୍‌ସି ଆଶା ଓ ଅଙ୍ଗନୱାଡ଼ି କର୍ମୀ ସ୍ବତନ୍ତ୍ର ସର୍ଭେ କରିବେ ପିଲାଙ୍କୁ ଜ୍ବର, ଥଣ୍ଡା ହେଲେ ଡାକ୍ତର ପରାମର୍ଶ କରନ୍ତୁ: ଶିଶୁ ବିଶେଷଜ୍ଞ ଭୁବନେଶ୍ବର,(ବିଶ୍ବଜିତ ଦାଶ):…
ଅଧିକ ଖବର ଦେଖନ୍ତୁ...