ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ପବନରେ ଜହର

ଦେଶର ରାଜଧାନୀ ସହର ଦିଲ୍ଲୀ ବାୟୁ ପ୍ରଦୂଷଣ ନେଇ ବର୍ଷର ଅନେକ ଦିନ ଖବରକାଗଜର ଶିରୋନାମାରେ ରହେ। ପବନରେ ଜହର ଭୟରେ ମୁହଁରେ ତୁଣ୍ତି ବାନ୍ଧି ଯାତାୟତ କରୁଥିବା ଦିଲ୍ଲୀବାସୀଙ୍କ ଚିତ୍ର ସହ ଟେଲିଭିଜନରେ ବାୟୁ ପ୍ରଦୂଷଣର ଭୟାବହତା ନେଇ ଉଦ୍‌ବିଗ୍ନ ବିଶେଷଜ୍ଞ ଓ ସରକାରୀ କଳର ପ୍ରତିନିଧିଙ୍କ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ନ୍ୟାଯ୍ୟ ପ୍ରାପ୍ୟ ଦିଅ

ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟମାନଙ୍କୁ ପୁନଃ ନିର୍ମାଣ ଏବ˚ ଥଇଥାନ ସକାଶେ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନ୍‌ଡିଆରଏଫ୍‌)ରୁ ଅତିରିକ୍ତ ସହାୟତା ପ୍ରଦାନ ପ୍ରସଙ୍ଗରେ ତିତ୍‌ଲି ବାତ୍ୟା ପୀଡ଼ିତ ଓଡ଼ିଶା ପାତର ଅନ୍ତରର ଶିକାର ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସି˚ହଙ୍କ…
ଅଧିକ ଖବର ଦେଖନ୍ତୁ...

ଧର୍ମକୈନ୍ଦ୍ରିକ ରାଜନୀତି

ଡିସେମ୍ବର ୬ ତାରିଖ। ଅଯୋଧ୍ୟାରେ ଛବିଶ ବର୍ଷ ତଳେ ଘଟିଥିବା ଦୁର୍ଭାଗ୍ୟଜନକ ବାବ୍ରୀ ମସଜିଦ୍‌ ଭଙ୍ଗା ଘଟଣାର ବାର୍ଷିକୀ। ୧୯୯୨ର ସେହିଦିନ ଭାରତୀୟ ରାଜନୀତି ଯେଉଁ ବିପଜ୍ଜନକ ରାସ୍ତାରେ ପାଦ ଦେଇଥିଲା, ସେହି ରାସ୍ତା ଅଧିକରୁ ଅଧିକ ବିପଜ୍ଜନକ ହୋଇ ଚାଲିଛି। ଅଥଚ, ବିଡ଼ମ୍ବନା ଯେ ସେହି…
ଅଧିକ ଖବର ଦେଖନ୍ତୁ...

ଗୁରୁଜ୍ଞାନ!

ଜୀବନ ଯୁଦ୍ଧରେ ହାରି ଯାଉଛନ୍ତି ବୋଲି ଅନୁଭବ କରୁଥିବା ବ୍ୟକ୍ତିମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି କରିବା ପାଇଁ ଏକ କିସମର ଗୁରୁମାନଙ୍କୁ ସକ୍ରିୟ ଥିବା ଦେଖାଯାଏ, ଯେଉଁମାନଙ୍କୁ ‘ପଜିଟିଭିଟି ଗୁରୁ’ ବା ‘ସକାରାତ୍ମକ ଗୁରୁ’ ରୂପେ ଅଭିହିତ କରାଯାଇଥାଏ। ପ୍ରତ୍ୟେକ ପରିସ୍ଥିତିର ସକାରାତ୍ମକ ଦିଗ…
ଅଧିକ ଖବର ଦେଖନ୍ତୁ...

ଫ୍ରାଙ୍କେନ୍‌ଷ୍ଟାଇନ୍?

୧୮୧୮ରେ ମେରୀ ସେଲିଙ୍କର ପ୍ରସିଦ୍ଧ ଉପନ୍ୟାସ ‘ଫ୍ରାଙ୍କେନ୍‌ଷ୍ଟାଇନ୍’ ପ୍ରଥମେ ପ୍ରକାଶିତ ହୋଇଥିଲା। ମେରୀ ଏହି ଭୟାନକ ବିଜ୍ଞାନଭିତ୍ତିକ କପୋଳକଳ୍ପିତ କାହାଣୀର ରଚନା ସମୟରେ ମାତ୍ର ୧୮ ବର୍ଷୀୟା ଜଣେ ଅପରିପକ୍ବ କିଶୋରୀ ହୋଇଥିବାରୁ ଏହି ପ୍ରଥମ ପ୍ରକାଶ ସମୟରେ ପୁସ୍ତକଟିର ରଚୟିତାଙ୍କ…
ଅଧିକ ଖବର ଦେଖନ୍ତୁ...

ସଲ୍‌ମାନ୍‌ ପ୍ରୀତି

୨୦୧୪ ଜାନୁଆରି ୧୪ ତାରିଖ ଅପରାହ୍‌ଣରେ ଅହମ୍ମଦାବାଦଠାରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ଥିଲା ଭାରତର ଭାବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବଲିଉଡ୍‌ ଚିତ୍ର ତାରକା ସଲ୍‌ମାନ୍‌ ଖାନ୍‌ ସାଙ୍ଗ ହୋଇ ଗୁଡ଼ି ଉଡ଼ାଇ ମକର ସ˚କ୍ରାନ୍ତି ଉତ୍ସବ ପାଳନ କରିବା ଦୃଶ୍ୟ। ଆଉ ଜଣେ…
ଅଧିକ ଖବର ଦେଖନ୍ତୁ...

ଭାଗ୍ୟ ବଦଳିବ କେବେ?

ସ୍ବାଧୀନତା ପରେ କୃଷି ପ୍ରଧାନ ଭାରତରେ ଏମିତି ଗୋଟିଏ ବି ସରକାର ଶାସନକୁ ଆସି ନାହିଁ, ଯେ ଚାଷର ବିକାଶ ଓ ଚାଷୀଙ୍କ କଲ୍ୟାଣ ପାଇଁ ନିଜର ଅଙ୍ଗୀକାର ଘୋଷଣା କରିନାହିଁ। ପ୍ରତିଟି ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିବିଧ ପ୍ରଗତିଶୀଳ ପଦକ୍ଷେପ ନେଇଥିବା ଦାବି କରିଆସିଛନ୍ତି। ସେହି…
ଅଧିକ ଖବର ଦେଖନ୍ତୁ...

‘ପାର୍ଟି ନୁହେଁ, ମାଟି ଆଗ’ ଧକ୍କା

ଊଣେଇଶ ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇ ଯାଇଥିବା ବେଳେ ସୁଦୂର ପ୍ରସାରୀ ପ୍ରଭାବ ରଖୁଥିବା ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଘଟଣାକ୍ରମରେ ରାଜ୍ୟ ବିଜେପିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଏବ˚ ଦିଲୀପ ରାୟ ଦଳରୁ ଇସ୍ତଫା ଦେଇଛନ୍ତି। ବିଗତ ବହୁମାସ ଧରି ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ…
ଅଧିକ ଖବର ଦେଖନ୍ତୁ...

ଛଦ୍ମ ବିଦ୍ରୋହ

ଜମ୍ମୁ ଓ କଶ୍ମୀର ବିଧାନସଭା ଭଙ୍ଗ ପ୍ରସଙ୍ଗରେ ଗଣମାଧୢମ ତଥା ଅନ୍ୟ ବିଭିନ୍ନ ମହଲରେ ‘ଖଳନାୟକ’ ଭାବେ ଚିତ୍ରିତ ମାନ୍ୟବର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଏବେ ସ୍ବର ବଦଳାଇ ନିଜକୁ ଜଣେ ‘ବିଦ୍ରୋହୀ ନାୟକ’ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା ଚଳାଇଛନ୍ତି। ତେବେ ବାସ୍ତବତାର ଆଲୋକରେ ଦେଖିଲେ ନାୟକ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା

ନଭେମ୍ବର ୧୭ ତାରିଖ ଦିନ ଆଣ୍ଡାମାନର ନର୍ଥ ସେଣ୍ଟିନେଲ୍ ଦ୍ବୀପରେ ୨୭ ବର୍ଷୀୟ ଆମେରିକୀୟ ଯୁବ ଧର୍ମପ୍ରଚାରକ ଜନ୍ ଚାଉଙ୍କର ମୃତ୍ୟୁ ଘଟିଛି। ଏ ମୃତ୍ୟୁ ଭାରତୀୟ ପିଙ୍ଗଳ କୋଡ୍ ଅନୁସାରେ ହେଉଛି ଏକ ହତ୍ୟାକାଣ୍ଡ। ପ୍ରକାଶିତ ସୂଚନା ଅନୁସାରେ ନର୍ଥ ସେଣ୍ଟିନେଲ୍ ଦ୍ବୀପରେ ବାହ୍ୟ ଜଗତ ଠାରୁ…
ଅଧିକ ଖବର ଦେଖନ୍ତୁ...