ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଦିଲ୍ଲୀରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ଲକ୍ଷ୍ୟରେ ବାୟୁସେନା ଅଧିକାରୀଙ୍କ ପୋଷାକ ପରିଧାନ କରି ବୁଲୁଛି ସନ୍ଦିଗ୍ଧ…

ନୂଆଦିଲ୍ଲୀ: ଜନୈକ ସନ୍ଦିଗ୍ଧ କୁଖ୍ୟାତ ଆତଙ୍କବାଦୀ ଭାରତୀୟ ବାୟୁ ସେନାର ସାମରିକ ପୋଷାକ ପିନ୍ଧି ଆତଙ୍କବାଦୀ ହାମ୍‌ଲା ଘଟାଇବା ଲକ୍ଷ୍ୟରେ ଛଦ୍ମବେଶରେ ରାଜଧାନୀ ନୂଆଦିଲ୍ଲୀରେ ବୁଲୁଥିବା ସଂପର୍କରେ ଗୁଇନ୍ଦା ବିଭାଗ ସମେତ ଦିଲ୍ଲୀ ପୁଲିସ୍‌ କେତେକ ନିର୍ଦ୍ଧିଷ୍ଟ ସୂତ୍ରରୁ ନିର୍ଦ୍ଧିଷ୍ଟ ସୂଚନା…
ଅଧିକ ଖବର ଦେଖନ୍ତୁ...

୨୦ ଲକ୍ଷ ମୁସଲିମଙ୍କୁ ବନ୍ଦୀ କରାଯାଇଥିବା ଖବରକୁ ଚୀନର ଖଣ୍ଡନ

ବେଜିଂ : ଚୀନରେ ସଂଖ୍ୟାଲଘୁ ଉଇଘୁର ମୁସଲିମମାନଙ୍କୁ ଏକ କ୍ୟାମ୍ପରେ ବନ୍ଦୀ କରି ଅକଥନୀୟ ନିର୍ଯ୍ୟାତନା ଦିଆଯାଉଥିବା ଖବରକୁ ଚୀନ ସରକାର ଖଣ୍ଡନ କରିଛନ୍ତି । ଚୀନର ଜିଜିଆଙ୍ଗ ଉଇଘୁର ଅଟନମସ ରିଜନରେ ଏପରି କୌଣସି କ୍ୟାମ୍ପ ନାହିଁ ବୋଲି ଚୀନ ସରକାର କହିଛନ୍ତି । ତେବେ ଚୀନ ସରକାର ଏହା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ହ୍ୟାକରମାନେ ପୁଣେର କସ୍‌ମସ୍‌ ବ୍ୟାଙ୍କରୁ ଲୁଟିିନେଲେ ଗ୍ରାହକଙ୍କର ୯୪ କୋଟି

ପୁଣେ (ମହାରାଷ୍ଟ୍ର): ସଂପ୍ରତି ଇ-ପେମେଣ୍ଟ, କାର୍ଡ ଟ୍ରାନଜାକସନ୍‌, ନେଟ୍‌ ବ୍ୟାଙ୍କିଙ୍ଗ, ଡିଜିଟାଲ ଇଣ୍ଡିଆ ଆଦିର କଥା କୁହା ଯାଉଥିବା ବେଳେ ଦେଶରେ ଇଣ୍ଟରନେଟ୍‌ ସୁରକ୍ଷା ବିଶେଷକରି ନେଟ୍‌ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ଏଯାବତ୍‌ ସୁରକ୍ଷିତ କରାଯାଇ ପାରିଲା ନାହିଁ। ଏସଂପର୍କରେ ବହୁ…
ଅଧିକ ଖବର ଦେଖନ୍ତୁ...

ବିହାର: ଘରେ ଶୋଇଥିବା ବେଳେ ଅନୁଶାସନ ସଚିବଙ୍କୁ ଗୁଳି କରି ହତ୍ୟା କଲେ ଅଜ୍ଞାତ ଆତତାୟୀ

ପାଟନା (ବିହାର): ବିହାର ରାଜ୍ୟ ସରକାରଙ୍କର ଯୋଜନା ବିଭାଗରେ ଅନୁଶାସନ ସଚିବ (ଅଣ୍ଡର ସେକ୍ରେଟାରି) ରାଜୀବ କୁମାରଙ୍କୁ କେତେକ ଅଜ୍ଞାତ ଆତତାୟୀ ଆଜି (ମଙ୍ଗଳବାର) ପ୍ରତ୍ୟୁଷରେ ତାଙ୍କ ଘର ଭିତରେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଏବେ ସମଗ୍ର ବିହାରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।…
ଅଧିକ ଖବର ଦେଖନ୍ତୁ...

ଟଙ୍କା ହେଲା ସର୍ବକାଳୀନ ଦୁର୍ବଳ, ୧ ଡଲାରର ମୂଲ୍ୟ ୭୦ ଟଙ୍କା ଟପିଲା

ନୂଆଦିଲ୍ଲୀ: ପ୍ରାୟ ୭୦ ବର୍ଷ ତଳେ ଅର୍ଥାତ ୧୯୪୭ ମସିହାରେ ୧ ଆମେରୀକୀୟ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୧ ଟଙ୍କା ସହିତ ବରାବର ଥିଲା। ଅର୍ଥାତ ୧ ଟଙ୍କା ସମାନ ୧ ଡଲାର। ମାତ୍ର ଦେଶ ଆସନ୍ତାକାଲି ସ୍ୱାଧିନତାର ୭୧ ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ଆଜି ଭାରତୀୟ ଟଙ୍କା ତୁଳନାରେ ଡଲାର…
ଅଧିକ ଖବର ଦେଖନ୍ତୁ...

ଯାଯାବର ବେଶରେ ଆସି ଲଦାଖର ୩ଶହ ମିଟର ଅଞ୍ଚଳକୁ ମାଡ଼ିବସିଛନ୍ତି ଚୀନ ସେନା

ନୂଆଦିଲ୍ଲୀ: ପୁଣି ଦାଦାଗିରି ଦେଖାଇଛି ଚୀନ। ଗତବର୍ଷର ଡୋକ୍‌ଲାମ୍‌ ଠାରେ ଭାରତ-ଜୀନ ମୁହାଁମୁହିଁ ହୋଇଥିଲେ। ଏବେ ଭାରତ -ଚୀନ ସୀମାର ୪୦୫୭ କିଲୋମିଟର ବ୍ୟପୀ ଲାଇନ ଅଫ ଆକ୍‌ଚୁଆଲ କଂଣ୍ଟ୍ରୋଲ(ଏଲଏସି) ଅଞ୍ଚଳରେ ଚୀନ ସବୁବେଲେ ଅନୁପ୍ରବେଶ ଉଦ୍ୟମ ଚଳାଇଛି। ତେବେ ଚୀନର ପିପୁଲ୍ସ ଲିବରେସନ ଆର୍ମି…
ଅଧିକ ଖବର ଦେଖନ୍ତୁ...

କେରଳ ପରେ ହିମାଚଳରେ ବର୍ଷା ବିତ୍ପାତ :ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ୧୮ ମୃତ:୧୦୦ ବର୍ଷରେ ସବୁଠୁ ଭୟାନକ

ସିମ୍‌ଲା: କେରଳରେ ତାଣ୍ଡବ ରଚାଇବା ପରେ ଏବେ ହିମାଚଳ ପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କରିଛି ବର୍ଷା ବିତ୍ପାତ। ଲଗାଣ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେତୁ ରାଜ୍ୟବ୍ୟାପୀ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ…
ଅଧିକ ଖବର ଦେଖନ୍ତୁ...

ଲୋକତନ୍ତ୍ରର ପୂଜାରୀ ସୋମନାଥ

ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ ଲୋକତନ୍ତ୍ରର ପୂଜାରୀ ଥିଲେ। ସଂସଦରେ ହେଉ କିମ୍ବା ବାହାରେ ସଦାସର୍ବଦା ସେ ଲୋକତନ୍ତ୍ର କଥା କହିବା ସହିତ ଏହା ସପକ୍ଷରେ ଅନେକ ଯୁକ୍ତି ଦର୍ଶାଉଥିଲେ। ଲୋକତନ୍ତ୍ର ଦ୍ୱାରା ଦେଶର ଓ ଜନତାଙ୍କର କିଭଳି ଲାଭ ହେବ, ତାହା ସଂପର୍କରେ ସବୁଠି ସାରଗର୍ଭକ…
ଅଧିକ ଖବର ଦେଖନ୍ତୁ...

ଏକକାଳୀନ ହୋଇପାରେ ନିର୍ବାଚନ: ଲୋକସଭା ସହ ୧୧ ବିଧାନସଭା ଭୋଟ ପାଇଁ ଯୋଜନା

ନୂଆଦିଲ୍ଳୀ: ଆସନ୍ତା ବର୍ଷ ପ୍ରାରମ୍ଭରେ ଲୋକସଭା ସହିତ ୧୧ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏକ ସମୟରେ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଏହି ଯୋଜନା ଅନୁଯାୟୀ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ…
ଅଧିକ ଖବର ଦେଖନ୍ତୁ...

ସୋମନାଥ ଚାଟାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଲୋକସଭା ବାଚସ୍ପତି ତଥା ମାର୍କ୍ସବାଦୀ ନେତା ସୋମନାଥ ଚାଟାର୍ଜୀଙ୍କର ସୋମବାର ପରଲୋକ ହୋଇଛି। ଦୀର୍ଘଦିନ ଧରି କିଡ୍‌ନି ରୋଗରେ ପୀଡ଼ିତ ଥିଲେ। ଆଜି ସକାଳ ୮ଟା ୧୦ରେ କୋଲ୍‌କାତାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ହୃଦ୍‌ଘାତରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୯…
ଅଧିକ ଖବର ଦେଖନ୍ତୁ...