ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଟୋକିଓରେ ଜାପାନ ହ୍ୟାଟ୍ରିକ୍‌

ଭୁବନେଶ୍ୱର: ଏସିଆର ସର୍ବୋଚ୍ଚ କ୍ରୀଡ଼ା ମହୋତ୍ସବ ଏସିଆଡ୍‌ ତଥା ଏସୀୟ କ୍ରୀଡ଼ାର ତୃତୀୟ ସଂସ୍କରଣ ଖେଳାଯାଇଥିଲା ଟୋକିଓ ସହର ଅଲିମ୍ପିକ୍‌ ଷ୍ଟାଡିୟମ୍‌ରେ। ପ୍ରଥମ ଥର ଆୟୋଜକ ହୋଇଥିଲେ ମଧ୍ୟ ତୃତୀୟ ଥର ଦଳଗତ ବିଜେତା ହୋଇ ଜାପାନ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା। ୨୦ଟି ଦେଶ ତଥା ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଜାତୀୟ କନିଷ୍ଠ ଦୌଡ଼କୁଦ ପୁଙ୍ଗାଙ୍କୁ ସ୍ୱର୍ଣ୍ଣ, ମନୀଷାଙ୍କୁ କାଂସ୍ୟ

କଟକ: ଭଦୋଦରାଠାରେ ଚାଲିଥିବା ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ୨ ପଦକ ମିଳିଛି। ୧୧୦ ମିଟର ବାଧାଦୌଡ଼ରେ ପୁଙ୍ଗା ସୋରେନ୍‌ ସ୍ୱର୍ଣ୍ଣ ପଦକ ଜିତିଥିଲାବେଳେ ମହିଳା ଲମ୍ବଡିଆଁରେ ମନୀଷା ମେରେଲ୍‌ କାଂସ୍ୟ ପଦକ ପାଇଛନ୍ତି। ପୁରୁଷ ବାଧାଦୌଡ଼ରେ ପୁଙ୍ଗା ୧୪.୨୮ ସେକେଣ୍ଡରେ ଏହି…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ ଧୋନିଙ୍କ ଲାଡ୍‌ଲି; ଚକିତ ହୋଇ ଦେଖିଲେ ଧୋନି, ଯୁବରାଜ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟ୍‌ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବେଳେ ତାଙ୍କ ଝିଅ ଜିଭା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମୁମ୍ବାଇରେ ଆୟୋଜିତ ଏକ ପାର୍ଟିକୁ ଧୋନୀ ଓ ତାଙ୍କ ପରିବାର ଲୋକ ଯାଇଥିବା ବେଳେ ପାର୍ଟିରେ ଜିଭା କରିଥିଲେ ନୃତ୍ୟ ଆଉ…
ଅଧିକ ଖବର ଦେଖନ୍ତୁ...

ଅଲିମ୍ପିକ୍ସ ବିଜେତାକୁ ଅଟକାଇଲେ

ଲଣ୍ଡନ: ମହିଳା ହକି ବିଶ୍ୱକପ୍‌ ଶନିବାର ଉଦଘାଟିତ ହୋଇଛି। ଆରମ୍ଭରୁ ହିଁ ଭାରତୀୟ ମହିଳା ଦଳ ଲଢ଼ୁଆ ହକି ଖେଳି ଉଚ୍ଚ ପ୍ରଶଂସିତ ହୋଇଛି। ହେଲେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍‌ ଖେଳୁଥିବା ଭାରତ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ତଥା ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଇଂଲଣ୍ଡକୁ…
ଅଧିକ ଖବର ଦେଖନ୍ତୁ...

ନ୍ୟୁଜିଲାଣ୍ଡ ବିପକ୍ଷରେ ପୁରୁଷ ଶୃଙ୍ଖଳା ଜିତିଲେ

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ଶୃଙ୍ଖଳାକୁ ଭାରତ ୨-୦ରେ ଜିତି ନେଇଛି। ପ୍ରଥମ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଥିବା ଭାରତୀୟ ଦଳ ଶନିବାରର ଦ୍ୱିତୀୟ ମୁକାବିଲାରେ ୩-୧ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ଭାରତୀୟ ଖେଳାଳିମାନେ ଆଜି ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରୁ…
ଅଧିକ ଖବର ଦେଖନ୍ତୁ...

ନମିତାଙ୍କ ୧୫୦ ମ୍ୟାଚ୍‌ ମାଇଲଖୁଣ୍ଟ

ଭୁବନେଶ୍ୱର: ବିଶ୍ୱକପ୍‌ ପଦାର୍ପଣ ସହିତ ଭାରତୀୟ ଦଳର ଓଡ଼ିଆ ଝିଆ ନମିତା ଟପ୍ପୋ ନିଜ ଖେଳ ଜୀବନର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ମାଇଲଖୁଣ୍ଟ ଛୁଇଁଛନ୍ତି। ଶନିବାର ଇଂଲଣ୍ଡ ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳି ନମିତା ଏହି କୃତିତ୍ୱ ଅର୍ଜନ କରିଛନ୍ତି। ୨୦୧୨ ମସିହାରେ ଡବ୍‌ଲିନ୍‌ରେ ଏଫ୍‌ଆଇଏଚ୍‌…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରୁ ମାନିଲା ପହଞ୍ଚିିଲା ଏସିଆଡ୍‌

ଭୁବନେଶ୍ୱର: ଏସିଆର ସର୍ବୋଚ୍ଚ କ୍ରୀଡ଼ା ମହୋତ୍ସବ ଏସିଆଡ୍‌ ତଥା ଏସୀୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ନୂଆଦିଲ୍ଲୀର ନ୍ୟାସନାଲ୍‌ ହକି ଷ୍ଟାଡିୟମ୍‌ରେ ୧୯୫୧ ମସିହାରେ ଖେଳାଯାଇଥିଲା। ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ…
ଅଧିକ ଖବର ଦେଖନ୍ତୁ...

ହୋଟେଲ କର୍ମଚାରୀଙ୍କୁ ୧୬ ଲକ୍ଷର ଟିପ୍ସ ଦେଲେ ରୋନାଲ୍‌ଡୋ

ଏଥେନ୍ସ: ପର୍ତୁଗାଲର ମହାନ ଫୁଟ୍‌ବଲର୍‌ କ୍ରିଷ୍ଟିଆନୋ ରୋନାଲଡୋ ପଡ଼ିଆ ଭିତରେ ଯେତିକି ସଫଳ ପଡ଼ିଆ ବାହାରେ ତାଠାରୁ ଅଧିକ ଚର୍ଚିତ। ଉଦାର ହୃଦୟର ଅଧିକାରୀ ରୋନାଲଡୋ ବିନା ଦ୍ୱିଧାରେ ଗରିବ ଓ ଅସହାୟ ଲୋଙ୍କୁ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ଦିଅନ୍ତି। ନିକଟରେ ଗ୍ରିସ୍‌ର ଏକ ହୋଟେଲରେ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍‌ ପଡ଼ିଆକୁ ଫେରିଲେ ଓ୍ଵାର୍ନର

ମେଲବର୍ନ: ବଲ୍‌ ବିକୃତି ବିବାଦରେ ଫସି ନିଲମ୍ବିତ ହୋଇଥିବା ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍‌ ଓ୍ଵାର୍ନର ସ୍ୱଦେଶ ମାଟିରେ କ୍ରିକେଟ୍‌ ଖେଳିବା ଆରମ୍ଭ କରିଛନ୍ତି। ଡାରଓ୍ଵିନ୍‌ରେ ନର୍ଦର୍ନ ଟେରିଟୋରି ଷ୍ଟ୍ରାଇକ୍‌ ଲିଗ୍‌ର ଏକ ମ୍ୟାଚ୍‌ରେ ଓ୍ଵାର୍ନର ୩୨ ବଲ୍‌ରୁ ୩୬ ରନ୍‌…
ଅଧିକ ଖବର ଦେଖନ୍ତୁ...

ସିଲି ପଏଣ୍ଟ୍‌: ଇଂଲଣ୍ଡରେ ବିରାଟ-ଅନୁଷ୍କାଙ୍କ ମସ୍ତି

ଲଣ୍ଡନ: ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଭାରତୀୟ ଖେଳାଳିମାନେ ନିଜ ପରିବାରବର୍ଗଙ୍କ ସହ ଇଂଲଣ୍ଡରେ ବୁଲା ବୁଲି କରି ମନ ସଜେତ ରଖିବାକୁ ଚେଷ୍ଟା ଚଳାଇଛନ୍ତି। ଏଥିରେ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଅଗ୍ରଣୀ ଭୂମିକା ନେଉଛନ୍ତି। ଉଭୟ ଏକାଠି ଲିଡ୍ସର କେତେକ…
ଅଧିକ ଖବର ଦେଖନ୍ତୁ...