Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

Basit Ali reaction againt gambhir

Basit Ali Target Gambhir: ଗମ୍ଭୀରଙ୍କୁ ଚୟନ କମିଟିରୁ ହଟାଯାଉ: ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲି

Humane Sagar and Dipti Rekha Padhy

Humane Sagar Birthday, Dipti Rekha Reaction: ହ୍ୟୁମାନଙ୍କ ଜନ୍ମଦିନରେ ଏମାନଙ୍କ ଉପରେ ରାଗିଗଲେ ଦୀପ୍ତିରେଖା... କାମ ଓ କମିଶନ ନେଇ ଖୋଲିଲେ ଗୋଟି ଗୋଟି ପୋଲ୍

9435f634-0de5-4e6c-8187-5442c646544e

Modi in RamTemple: ରାମ ମନ୍ଦିରର ଶିଖରରେ ଉଡ଼ିଲା ଧର୍ମଧ୍ୱଜ: ଶତାବ୍ଦୀର ଯନ୍ତ୍ରଣା ଆଜି ଶେଷ ହେଉଛି କହିଲେ ମୋଦୀ

New Project

Mahakal Temple in westbengal: ଦୀଘା ଜଗନ୍ନାଥ ମନ୍ଦିର ପରେ ଏବେ ମହାକାଳ ମନ୍ଦିର ନିର୍ମାଣ କରିବେ ମମତା

Ethiopia Blast

Flight Cancel due to ash: ପାଉଁଶ ଗୁଣ୍ଡ ପାଇଁ ପ୍ରଭାବିତ ହେଲା ଏୟାର ଇଣ୍ଡିଆ ସହ ଅନେକ ବିମାନର ଉଡାଣ

Dhwajarohan

Modi in Ayodhya: ଧ୍ବଜାରୋହଣ ଉତ୍ସବ ପାଇଁ ନବବଧୂ ଭଳି ସଜେଇ ହୋଇଛି ଅଯୋଧ୍ୟା

attack by TTP

TTP Attack: ପାକିସ୍ତାନର ପେଶାୱରରେ ଅର୍ଦ୍ଧସୈନିକ ବଳ ମୁଖ୍ୟାଳୟ ଉପରେ ଆକ୍ରମଣ, ୩ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

Suryakant

Justice Suryakant: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ

Hidma Slogan

Slogans Support of Hidma: ଇଣ୍ଡିଆ ଗେଟରେ ନିହତ ମାଓବାଦୀ ହିଡ଼ମା ସପକ୍ଷରେ ନାରା

Humayun Kabir

tmc leader said about Babri: ପୁଣି ନିର୍ମାଣ କରିବୁ ବାବ୍ରି ମସଜିଦ: ତୃଣମୂଳ କଂଗ୍ରେସ ନେତା

Advertisment
ସବସ୍କ୍ରାଇବ କରନ୍ତୁ