Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

ddaadzxx

SC verdict on Governor: କୋର୍ଟ ରାଜ୍ୟପାଳଙ୍କ ଭୂମିକାକୁ ଟେକଓଭର କରିପାରିବ ନାହିଁ: ସୁପ୍ରିମକୋର୍ଟ

aaqqq

Nitish Kumar Oath Taking: ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର

aaaaa

Nitish Kumar Record: ନବୀନଙ୍କୁ ଟପିପାରିବେ କି ନୀତିଶ କୁମାର?

ananta singh

Anant Singh Won: ଜେଲରେ କଟିଲା ଇଲେକ୍ସନ, ଲୋକ କଲେ ସିଲେକ୍ସନ

Untitled-9ewr

Prashant Kishore Failed: ଲୋକ ଆମକୁ ବୁଝିବାରେ ଫେଲ ହୋଇଗଲେ: ପ୍ରଶାନ୍ତ କିଶୋରଙ୍କ ଦଳ

yadav

RJD Failed: କାମରେ ଆସିଲେ ନାହିଁ ଉଭୟଙ୍କ ସହଯୋଗୀ!

Tejpratap Yadav

Tejpratap Fail: ପଛରେ ପଡିଗଲେ ତେଜପ୍ରତାପ, ୪ ନମ୍ବର ସ୍ଥାନକୁ ଖସିଲେ ଲାଲୁଙ୍କ ବଡ ପୁଅ

Vote counting

congress bjp reaction: ଭୋଟ ଗଣତି ମଧ୍ୟରେ ସାମ୍ନାକୁ ଆସିଲା କଂଗ୍ରେସ-ବିଜେପି ନେତାଙ୍କ ବୟାନ

ballot vs evm

If not EVM: ଇଭିଏମ ନଥିଲେ ଫଳାଫଳ ଆସିବାକୁ ଏତିକି ଦିନ ଲାଗିଥାନ୍ତା

nda

Bihar Election Result: ବିହାର ନିର୍ବାଚନ ଫଳାଫଳ: ଆଗୁଆ ଅଛି ଏନଡିଏ

Advertisment
ସବସ୍କ୍ରାଇବ କରନ୍ତୁ