Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

9bce9870-da93-4f06-bee8-0c15b559854d

Egyptian Museum: ନୂଆଦିଲ୍ଲୀରେ ଇଜିପ୍ଟୀୟ ସଂଗ୍ରହାଳୟର ଉଦଘାଟନ ଉତ୍ସବ ପାଳନ କଲା ଇଜିପ୍ଟ ଦୂତାବାସ

strong room key

STRONG ROOM: କାହା ପାଖେ ରହେ ଇଭିଏମ ରୁମର ଚାବି? କାହିଁକି କୁହାଯେ ଷ୍ଟ୍ରଙ୍ଗରୁମ?

Nitish poster

Poster War in Bihar: ରେଜଲ୍ଟ ପୂର୍ବରୁ ପୋଷ୍ଟର ଯୁଦ୍ଧ: କିଏ କହିଲାଣି 'ଗୁଡ଼ବାଏ ଚାଚା', କିଏ ଲେଖିଲାଣି 'ଟାଇଗର ଜିନ୍ଦା ହେ'

sbi

Order to SBI: ମନଇଚ୍ଛା ଆକାଉଣ୍ଟରୁ କାଟିଦେଇଥିଲା ୪ ହଜାର ଟଙ୍କା, ଏବେ ଗ୍ରାହକଙ୍କୁ ଦେଢ଼ ଲକ୍ଷ ଦେବ ଏସବିଆଇ

arrest

15 Arrest for social media posting: ଦିଲ୍ଲୀ ବିସ୍ଫୋରଣ ପରେ ସୋସିଆଲ ମିଡିଆରେ ନିଆଁ ଲଗାଉଥିବା ୧୫ ଜଣଙ୍କୁ ଧରିଲା ପୁଲିସ

Untitled-5

Secret App using for communication: ଏହି ସିକ୍ରେଟ ଆପରେ ପରସ୍ପର ସହ ଯୋଗାଯୋଗରେ ଥିଲେ ଆତଙ୍କବାଦୀ

Illegal Bus

Westbengal Bus Cheating: ପଟି ମାରୁଥିଲା ପଶ୍ଚିମବଙ୍ଗ ବସ, ବିନା ଅନୁମତିରେ କେମିତି ପୁରୀ-କଲିକତା ମଧ୍ୟରେ ଚାଲୁଥିଲା ବସ?

1ca0d9e3-725a-469e-9815-cab9b79e1f36

IAPSCON Conference: ଭାରତୀୟ ଶିଶୁ ଶଲ୍ୟ ଚିକିତ୍ସକ ସଂଘର ୫୧ତମ ବାର୍ଷିକ ସମ୍ମିଳନୀ

DMF

DMF Trustee Issue: ମୟୂରଭଞ୍ଜ ଜିଲ୍ଲା ଡିଏମଏଫ୍ ବୋର୍ଡ ଟ୍ରଷ୍ଟି କମିଟି ଚୟନରେ ପାତରଅନ୍ତର ଅଭିଯୋଗ

road expansition stop

Road Expantion stop: ପୁଣି ଅଟକିଗଲା ପଡାଲଗୁଡା-ଦୁଲୁଘାଟି ରାସ୍ତା ପ୍ରଶସ୍ତିକରଣ: ପାଣି ପାଇପ ବାଧକ

Advertisment
ସବସ୍କ୍ରାଇବ କରନ୍ତୁ