Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

Land record correction

Land Record Correction: ଜମି ପଟ୍ଟା ସଂଶୋଧନ ପାଇଁ ନେବାକୁ ପଡ଼ିବନି ଟେନସନ, ତହସିଲଦାରଙ୍କୁ ମିଳିଲା କ୍ଷମତା

Car seized

Red Car Seized: ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ପୁଲିସକୁ ବଡ ସଫଳତା: ଜବତ ହେଲା 'ନାଲି କାର'

IMG_20251110_114840

Late Work in Bhadrak: ଠିକାଦାର ଗଡାଉଛି ଦିନ, ସରିପାରୁନି ଜିଲ୍ଲାପାଳଙ୍କ ଅଫିସରେ ସୌନ୍ଦର୍ଯ୍ୟକରଣ କାମ

DSCF3254

ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ (SJSUK) ପକ୍ଷରୁ ଲଣ୍ଡନର ସାଉଥହଲରେ ୫ମ ପ୍ରାଣପ୍ରତିଷ୍ଠା ବାର୍ଷିକୀ ପାଳନ

Prashant Kishore

PK in exitpoll prediction: ଏକଜିଟ ପୋଲ ଆକଳନରେ ପିକେଙ୍କୁ ବଡ ଝଟକା

Untitled-15

Delhi Government Announcement: ଲାଲକିଲ୍ଲା ବିସ୍ଫୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଅନୁକମ୍ପାମୂଳକ ରାଶି ଘୋଷଣା କଲେ ଦିଲ୍ଲୀ ସରକାର

bihar exit poll

Bihar EXIT Poll: ବିହାରୀଙ୍କୁ ପସନ୍ଦ ଆସିଲା ମୋଦୀ- ନୀତିଶ ଯୋଡି, ଫେଲ ମାରିଲେ କି ତେଜସ୍ୱୀ-ରାହୁଲ!

bihar election

Bihar Exit Poll: ବିହାରରେ ପୁଣି ଏନଡିଏ ସରକାର! ସାମ୍ନାକୁ ଆସିଲା ବୁଥ ବାହୁଡା ମତ

Amit shah

Shah on Delhi Blast: କଡା ନିର୍ଦ୍ଦେଶ ଦେଲେ ଶାହା, ଯିଏ ବି ଦାୟୀ ସମସ୍ତଙ୍କୁ ଧର

Amonium Nitrate

Amonium Nitrate: ଛନଛନ ଫସଲ ଯିଏ ଦିଏ, ସିଏ ବି ବିସ୍ଫୋରଣ କରିପାରେ

Advertisment
ସବସ୍କ୍ରାଇବ କରନ୍ତୁ