Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

uzqvjMoney Printing

ଚୀନରେ ଟଙ୍କା ଛପାନ୍ତି ଏସବୁ ଦେଶ, ବିଶ୍ୱାସ ନ ହେଲେ ବି ସତ

shah

ଯେବେ ସିନ୍ଦେ ମୁଖ୍ୟମନ୍ତ୍ରୀ ଏବଂ ଫଡନଭିସ୍ ଉପମୁଖ୍ୟମନ୍ତ୍ରୀ ଥିଲେ...

How-to-Eradicate-Sooty-Mold-From-Your-Plants-Cover

କୋଇଲା ଗୁଣ୍ଡ ଯୋଗୁଁ ଝାରସୁଗୁଡ଼ା ଜିଲ୍ଲା ସବୁଜିମା ପ୍ରଭାବିତ

3f2dda09-ea05-4929-8ef9-76df17385ce4

ପ୍ରମିଳାଙ୍କ ପାଇଁ ଆବାସ ଯୋଜନା ଅପହଞ୍ଚ: ବରଡ଼ା ଛପର ଭଙ୍ଗା ଘରେ କଟୁଛି ଦିନ

high-court-hearing-via-video-conference

ସରକାରୀ କ୍ୱାର୍ଟର ପୋଷା ଜନ୍ତୁଙ୍କ ରହିବା ପାଇଁ ନୁହେଁ: ହାଇକୋର୍ଟ

5d0762fe-1aa7-45eb-a18a-6faef729576a

ମୁଁ କାହାକୁ ଶତ୍ରୁ ବୋଲି ଭାବେ ନାହିଁ: ଉଦ୍ଧବ

 NDTV

ପଞ୍ଜାବରୁ ରାଜ୍ୟସଭା ଯିବେ ନାହିଁ କେଜ୍ରିୱାଲ!

New Project (1)

ଅଷ୍ଟମୀ, ନବମୀ, ଦଶମୀ: ୩ ଦିନରେ ପିଇଦେଲେ ୭୦୦ କୋଟିର ମଦ

04_10_2025-farrukhabad_coaching_center_explosion_1_24070058_173531183

କ୍ଲାସ ଚାଲିଥିବା ସମୟରେ କୋଚିଂ ସେଣ୍ଟରରେ ବିସ୍ଫୋରଣ: ୨ ଛାତ୍ରଙ୍କର ମୃତ୍ୟୁ

shah

କଥାବାର୍ତ୍ତା ହେବାର ଆଉ କିଛି ବାକି ନାହିଁ, ଅସ୍ତ୍ରଶସ୍ତ୍ର ତ୍ୟାଗ କର: ଶାହ

Advertisment
ସବସ୍କ୍ରାଇବ କରନ୍ତୁ