Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

tejpratap

ମୋ ନିରବତାକୁ ଦୁର୍ବଳତା ଭାବନାହିଁ: ତେଜପ୍ରତାପ

d1134db7-7602-4884-a913-786a51716934

ଭାରତରେ ୨ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ କରିବ ଆମାଜନ

4d7a83c5-bf9a-48ac-b8a3-32669d5f9df3

କ୍ଷେତରୁ ଭବିଷ୍ୟତ ଗଠନ ପାଇଁ ସୁବନ ଖୁଣ୍ଟିଆ ଚତୁର୍ଥ ସ୍ମାରକୀ ବତ୍କୃତାରେ ବିଶିଷ୍ଟ ବକ୍ତାମାନଙ୍କ ବକ୍ତବ୍ୟ

court

ଆଈକୁ ହତ୍ୟା ମାମଲା: ନାତିକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ac79f9bc-524c-4e65-bed9-33aaa23ff35d

୧୪ ବର୍ଷ ପୂର୍ବେ ଜନଙ୍କୁ ବିବାହ କରିଥିଲେ କି ଜେନେଲିଆ? ଜାଣନ୍ତୁ ସତ କଣ?

306da771-71a6-4a5e-810c-f6ccb55eadee

ବିସିସିଆଇକୁ ଝଟକା ଦେଲେ ବମ୍ବେ ହାଇକୋର୍ଟ

16d31ffe-3573-4a48-903d-adce4cadf5d2

ଗର୍ଭବତୀ କିଆରାଙ୍କ ପାଇଁ ପଦକ୍ଷେପ ନେଲେ ୟଶ, ସମସ୍ତେ କରୁଛନ୍ତି ଭୁରି ଭୁରି ପ୍ରଶଂସା

c82c5f2e-4f40-4e63-ab22-31b37c36de47

ନୌସେନାରେ ସାମିଲ ହେଲା ଆଇଏନଏସ ଅର୍ଣ୍ଣଲା, ଶତ୍ରୁପକ୍ଷଙ୍କର ଉଡିଯିବ ନିଦ

2c4a6650-d476-4214-9e20-2a1311083527

ସ୍କୋଡା ଲଞ୍ଚ କରିପାରେ ସିଏନଜି ଏସୟୁଭି

9e78a149-afbe-43f9-a423-962e47c97aeb

ଇସାରା ଇସାରାରେ ଇସ୍ତଫା ମାଗିଲେ ଅଖିଳେଶ

Advertisment
ସବସ୍କ୍ରାଇବ କରନ୍ତୁ