ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ୨୧ଟି ଯୋଡ଼ା ବିଶେଷ ଟ୍ରେନର ଚଳାଚଳ ଅବଧି ମାର୍ଚ ଶେଷ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ନିମ୍ନ ୨୧ ଯୋଡ଼ା ବିଶେଷ ଟ୍ରେନର ଚଳାଚଳ ଅବଧିକୁ ୨୦୨୧ ମାର୍ଚ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଅଛି। ନିମ୍ନରେ ଏହି ଟ୍ରେନଗୁଡ଼ିକ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରାଗଲା। ଭୁବନେଶ୍ୱରରୁ ପ୍ରତି…
ଅଧିକ ଖବର ଦେଖନ୍ତୁ...

ଜାନୁଆରିରେ ୬ ନୂଆ କାର୍‌

ନୂଆଦିଲ୍ଲୀ : ଦୁଇବର୍ଷ କଠିନ ସମୟ ଦେଇ ଗତି କରିବା ପରେ ୨୦୨୧କୁ ଗାଡ଼ି କଂପାନିଗୁଡ଼ିକ ସମ୍ଭାବନାର ବର୍ଷ ଭାବେ ଦେଖୁଛନ୍ତି। ନୂଆବର୍ଷର ପ୍ରଥମ ମାସରେ କଂପାନିଗୁଡ଼ିକ ୬ଟି ନୂଆ ମଡେଲ୍‌ ବଜାରକୁ ଆଣିବା ଲାଗି ପ୍ରସ୍ତୁତ ହୋଇଛନ୍ତି। ଏଥି ମଧ୍ୟରୁ କିଛି ଗାଡ଼ି ଉନ୍ମୋଚିତ ହୋଇସାରିଥିବା ବେଳେ ଆଉ…
ଅଧିକ ଖବର ଦେଖନ୍ତୁ...

ପିଏସ୍‌ୟୁ ଅଂଶଧନ ବିକିବାକୁ ରାଜନଙ୍କ ପରାମର୍ଶ

ନୂଆଦିଲ୍ଲୀ : ବର୍ତ୍ତମାନ ଷ୍ଟକ ବଜାରରେ ଯେଉଁଭଳି ଉତ୍ସାହ ରହିଛି ତାହାକୁ ବିଚାରକୁ ନେଇ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରିବା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। କରୋନା ମହାମାରୀ…
ଅଧିକ ଖବର ଦେଖନ୍ତୁ...

ଯୁବପିଢ଼ି ଅଧିକ ବେକାର

ବୟସ ୪୦ ବର୍ଷରୁ କମ୍ ଶ୍ରମ ଶକ୍ତିରେ ଅଧିକ ବୟସ୍କ ଲୋକ ଅର୍ଥନୀତି ସୁଧାର ପାଇଁ ଭଲ ନୁହେଁ: ସିଏମ୍‌ଆଇଇ ନୂଆଦିଲ୍ଲୀ : ଦେଶ‌େର ବେକାର ହୋଇପଡ଼ିଥିବା ଲୋକମାନଙ୍କ ମଧ୍ୟରେ ଯୁବପିଢ଼ିଙ୍କ ସଂଖ୍ୟା ଅଧିକ। ସେମାନଙ୍କ ବୟସ ୪୦ ବର୍ଷରୁ କମ୍। ମହାମାରୀ ପରେ ଅର୍ଥନୀତିରେ ହେଉଥିବା ସୁଧାର…
ଅଧିକ ଖବର ଦେଖନ୍ତୁ...

ନିବେଶକ ହରାଇଲେ ୨.୩୩ ଲକ୍ଷ କୋଟି

ମୁମ୍ବାଇ : ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ଆଜି ବଡ଼ ଧରଣର ହ୍ରାସ ଘଟିଥିବାରୁ ନିବେଶକମାନେ ୨.୩୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବିଭିନ୍ନ କଂପାନିର ସେୟାର ମୂଲ୍ୟ ଉଚ୍ଚ ସ୍ତରରେ ଥିବାରୁ ତାହାକୁ ବିକି ଲାଭ ପାଇବା ଆଶାରେ ଆଜି ନିବେଶକମାନେ ବିପୁଳ ପରମାଣର ସେୟାର ବିକିଥିଲେ। ଏହାର…
ଅଧିକ ଖବର ଦେଖନ୍ତୁ...

ସ୍କ୍ରାପ୍‌‌ ନୀତିକୁ ଶୀଘ୍ର ମଞ୍ଜୁରି ମିଳିବ

ନୂଆଦିଲ୍ଲୀ : ବହୁ ପ୍ରତିକ୍ଷୀତ ସ୍କ୍ରାପ୍‌ ନୀତିକୁ ଶୀଘ୍ର ମଞ୍ଜୁରି ମିଳିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି। ପନ୍ଦର ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକୁ ପ୍ରତ୍ୟାହାର କରି ଇଲେକ୍ଟ୍ରିକ୍ ଯାନର ଗ୍ରହଣୀୟତା ବଢ଼ାଇବା ପାଇଁ ୨୦୧୯ ଜୁଲାଇ ୨୬ରେ ମୋଟର…
ଅଧିକ ଖବର ଦେଖନ୍ତୁ...

ହ୍ବାଟସ୍‌ଆପ୍ ବିରୋଧରେ ଜନସ୍ବାର୍ଥ ମାମଲା

ନୂଆଦିଲ୍ଲୀ : ହ୍ବାଟସ୍‌ଆପ୍ ବିରୋଧରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲା ଶୁଣାଣି ପ୍ରକ୍ରିୟାରୁ ଓହରିଯାଇଛନ୍ତି ଦିଲ୍ଲୀ ହାଇକୋର୍ଟର ବିଚାରପତି ପ୍ରତିଭା ଏମ୍ ସିଂହ। ସେଥିପାଇଁ ଏହି ମାମଲାର ପରବର୍ତୀ ଶୁଣାଣି ଅନ୍ୟ ଏକ ଖଣ୍ଡପୀଠ ଦ୍ବାରା ଜାନୁଆରି ୧୮ରେ ହେବ ବୋଲି ସ୍ଥିର ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଇସ୍ପାତ ଶିଳ୍ପକୁ ରପ୍ତାନି କୈନ୍ଦ୍ରିକ କରିବା ଉପରେ ଗୁରୁତ୍ବ: ଧର୍ମେନ୍ଦ୍ର

ଭୁବନେଶ୍ବର : ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହା ହାସଲ କରିବା ଦିଗରେ ଦେଶର ଭିତ୍ତିଭୂମି ବିକାଶ ଏକମାତ୍ର ଚାବିକାଠି। ଏକବିଂଶ ଶତାବ୍ଦୀରେ ଭାରତର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ପାଇଁ…
ଅଧିକ ଖବର ଦେଖନ୍ତୁ...

ଯେଉଁ ବ୍ରାଣ୍ଡ୍ ଲୋକମାନଙ୍କର ସମସ୍ୟାର ସମାଧାନ ନେଇ ଆସିବ ତାହା ସଫଳ ହେବ:  ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ବ୍ରାଣ୍ଡିଂ ଓ ପ୍ରମୋସନ ଗୋଟିଏ ବ୍ୟବସାୟ ବା ଶିଳ୍ପାନୁଷ୍ଠାନର ଏକ ଅପରିହାର୍ଯ୍ୟ ଅଂଗ । ଏହାର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କ ସମସ୍ୟାର ସମାଧାନ କରି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବା । ଯେଉଁ ବ୍ରାଣ୍ଡ ଲୋକମାନଙ୍କର ସମସ୍ୟାର ସମାଧାନ ନେଇ ଆସିବ ତାହା ନିଶ୍ଚିତ…
ଅଧିକ ଖବର ଦେଖନ୍ତୁ...

ହ୍ବାଟସ୍‌ଆପ୍‌ ଉପରେ ସରକାରଙ୍କ ନଜର, କଂପାନି ଅଧିକାରୀଙ୍କୁ ଡକାଯିବ

ନୂଆଦିଲ୍ଲୀ: ‌ମାର୍କ ଜୁକରବର୍ଗଙ୍କ ଫେସବୁକ୍ ମାଲିକାନାରେ ଥିବା ହ୍ବାଟସ୍‌ଆପ୍ ଯେଉଁ ନୂଆ ଗୋପନୀୟତା ନୀତି ଜାରି କରିଛି ତାହା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଫେସ୍‌ବୁକ୍‌ ସହ ତଥ୍ୟ ବାଣ୍ଟିବା ଲାଗି ହ୍ବାଟସ୍‌ଆପ୍ ଗ୍ରାହକଙ୍କ ଅନୁମତି ଲୋଡ଼ିଛି। ଯେଉଁମାନେ ଏହି ସର୍ତ୍ତରେ…
ଅଧିକ ଖବର ଦେଖନ୍ତୁ...