ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ମାସ୍କ ଭୁଲି ସାମରିକ ପରେଡରେ ପହଞ୍ଚିଲେ ଫ୍ରାନ୍ସ ସରକାରୀ ମନ୍ତ୍ରୀ, ଭିଡ଼ିଓରେ ଦେଖନ୍ତୁ ତାଙ୍କର ପ୍ରତିକ୍ରିୟା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ମାସ୍କ ପିନ୍ଧିବା ପାଇଁ କହୁଛନ୍ତି | ଘରୁ ବାହାରିଲେ ବା ଜନ ଗହଳିପୁର୍ଣ୍ଣ ସ୍ଥାନକୁ ଗଲେ ମାସ୍କ ପିନ୍ଧି ଯିବାକୁ ଲୋକଙ୍କୁ କୁହାଯାଉଛି | ଏ ମଧ୍ୟରେ ଫ୍ରାନ୍ସର ଜଣେ ମନ୍ତ୍ରୀ ମାସ୍କ ଭୁଲି ସାମରିକ ପରେଡରେ ପହଞ୍ଚିବା ଘଟଣା ଏବେ ଚର୍ଚ୍ଚାର…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ବନ ବିଭାଗର ସୃଷ୍ଟି- ରାମାୟଣ ବର୍ଣ୍ଣିତ ବୃକ୍ଷଲତା ସମ୍ବଳିତ ‘ସବୁଜ ରାମାୟଣ ପାର୍କ’

ଡେରାଡୁନ୍: ଦେଶରେ ପ୍ରଥମକରି ଉତ୍ତରାଖଣ୍ଡ ବନ ବିଭାଗ ନିର୍ମାଣ କରିଛି ‘ସବୁଜ ରାମାୟଣ ପାର୍କ’। ଏଥିରେ ରହିଛି ବାଲ୍ମିକୀ ରାମାୟଣରେ ବର୍ଣ୍ଣିତ ବିଭିନ୍ନ ପ୍ରଜାତିର ଗଛଲତା ଯାହ ଭାରତର ଛଅ ପ୍ରକାର ପ୍ରମୁଖ ଅରଣ୍ୟରେ ପ୍ରଭୁ ରାମଙ୍କ ସହ ସମ୍ପୃକ୍ତ ଥିଲେ। ଉତ୍ତରାଖଣ୍ଡର ମୁଖ୍ୟ ବନ ସଂରକ୍ଷକ…
ଅଧିକ ଖବର ଦେଖନ୍ତୁ...

ନ୍ୟୁୟର୍କର କର୍ଣ୍ଣୱେଲ୍ ବିଶ୍ବବିଦ୍ୟାଳୟରେ ପଢ଼ିବା ଲାଗି ୧୦୦% ବୃତ୍ତି ପାଇଥିବା କୃଷକର ପୁଅ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିର ଜଣେ ନାମମାତ୍ର କୃଷକର ପୁଅ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୯୮.୨% ନମ୍ବର ରଖିବା ସହ ୧୦୦% ବୃତ୍ତି ହାସଲ କରି ନ୍ୟୁୟର୍କସ୍ଥିତ କର୍ଣ୍ଣୱେଲ୍ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ସିଟ୍‌ ପାଇଛନ୍ତି। ସେପ୍ଟେମ୍ବର ପହିଲା ଠାରୁ ଏହି ସଫଳ…
ଅଧିକ ଖବର ଦେଖନ୍ତୁ...

୩୦ ବର୍ଷ ଧରି ଚିଠି ପହଞ୍ଚାଇବା ପାଇଁ ୧୫ କିଲୋମିଟର ଚାଲନ୍ତି ଏହି ମଉସା

କୁନୁର:(ବୋୖଦ୍ଧାୟନ ଆଚାର୍ଯ୍ୟ): ଅଗନାଅଗନି ଜଙ୍ଗଲ, ଯେଉଁଠି ସୂର୍ଯ୍ୟ କିରଣ ବି ଖୁବ କମ ପଡେ | ହିଂସ୍ର ଜନ୍ତୁଙ୍କ ଶବ୍ଦରେ କମ୍ପିଯାଏ ଶାନ୍ତ ଜଙ୍ଗଲ | ଏସବୁ ଭିତରେ ବି ଜଣେ ମଣିଷର ଠୁକୁଠୁକୁ ପାଦ ଅବିରତ ଚାଲିଥାଏ | କାନ୍ଧରେ ଝୁଲା ବ୍ୟାଗଟିଏ ଓ ମୁଣ୍ଡରେ କର୍ତ୍ତବ୍ୟର ଏକ ବଡ ପେଡି ଧରି…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ପୁଅ ଡୁଲେଶ୍ବର ଏବେ ଇଣ୍ଟରନେଟ୍ ସେନସେସନ୍ ‘ରାପ୍ପର ଡୁଲେ ରକର’; ଓଲିଉଡରୁ ବଲିଉଡ୍ ଯାଏ ସବୁଠି ପ୍ରଶଂସା

ଭବାନୀପାଟଣା : ନିଜର ମନମତାଣିଆ ରାପ୍ ବଳରେ କଳାହାଣ୍ଡିର ଅଖ୍ୟାତ ପଲ୍ଲୀର ଦେଶୀ ରାପ୍ପର ଡୁଲେ ଏବେ ପାଲଟିଛନ୍ତି ବିଖ୍ୟାତ ଗାୟକ ! ପାଲଟିଛନ୍ତି ଦେଶର ନୂଆ ଇଣ୍ଟରନେଟ୍ ସେନସେସନ୍। ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ସଂଗୀତ ନିର୍ଦ୍ଦେଶକ ବିଶାଲ ଡଡଲାନି, ସାମ୍ବାଦିକା ବରଖା ଦତ୍ତ ଓ…
ଅଧିକ ଖବର ଦେଖନ୍ତୁ...

ବର୍ଷାରେ ବାସ ଉଜୁଡ଼ିଯିବା ପରେ କେରଳର ଦୁଇ ସ୍କୁଲ୍‌ ମିଶି ବ‌ାସହରା ଭାଇଭଉଣୀଙ୍କ ପାଇଁ ତିଆରିଲେ ଘର

ତିରୁଅନନ୍ତପୁରମ୍‌: କରୋନା ଭାଇରସ୍‌ ‌ହେତୁୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ସହ ଅନେକ ଭଲ ଘଟଣା ବି ଘଟୁଛି। ଏହି ଖରାପ ସମୟରେ ଅନେକ ଲୋକ ନିଜର ମାନବିକତା ଦେଖାଇ ଚର୍ଚ୍ଚା ପାଲଟୁଛନ୍ତି। କେରଳର କସୋରଗଡ଼ ଜିଲ୍ଲାର ଦୁଇଟି ସ୍କୁଲ୍‌ ଦୁଇ ବାସହରରା ଭାଇଭଉଣୀଙ୍କ ପାଇଁ ଘର…
ଅଧିକ ଖବର ଦେଖନ୍ତୁ...

୫ ବର୍ଷୀୟା ଝିଅର ହାର୍ଟ ସର୍ଜରୀ ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ଼ କରି ଚର୍ଚ୍ଚା ପାଲଟିଲେ ଚେନ୍ନାଇର ପୁଲିସ୍‌କର୍ମୀ

ଚେନ୍ନାଇ: ପୂର୍ବରୁ ଆମେ ଅନେକ ପୁଲିସ୍‌ଙ୍କ ଉଦାରତାର ଉଦାହରଣ ଦେଖିଛେ। ନିକଟରେ ଚେନ୍ନ‌ାଇର ଜଣେ ପୁଲିସ୍‌ କର୍ମଚାରୀ ଏକ ୫ ବର୍ଷୀୟା ଝିଅର ଓପନ୍‌ ହାର୍ଟ ସର୍ଜରି ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ଼ କରି ଚର୍ଚ୍ଚା ପାଲଟିଛନ୍ତି। ଏକ ବେସରକାରୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଏହି ନାବାଳିକା…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଫୁଟପାଥରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଝିଅ; ଦଶମ ପରୀକ୍ଷାରେ ରଖିଲେ ୮୦% ନମ୍ବର

ରୋହତକ: ପୂଜା ରାନୀଙ୍କୁ ନେଇ ତମାମ୍‌ ଦେଶରେ ଚର୍ଚ୍ଚା। ମଧ୍ୟପ୍ରଦେଶର ଜନୈକ ପ୍ରବାସୀ ଶ୍ରମିକ କନ୍ୟା ପୂଜା ହରୟାଣା ରାଜ୍ୟ ବୋର୍ଡର ୧୦ମ ଶ୍ରେଣୀ ପରୀକ୍ଷାରେ ୮୦.୪% ନମ୍ବର ରଖିବା ସହ ପ୍ରମାଣିତ୍‌ କରି ଦେଖାଇ ଦେଇଛନ୍ତି ଯେ ଦୃଢ଼ ଇଚ୍ଛା ଶକ୍ତି ଥିଲେ କିଛି ବି ଅସମ୍ଭବ ନୁହେଁ। ହରିୟାଣାର…
ଅଧିକ ଖବର ଦେଖନ୍ତୁ...

ରୁଷରେ ବିଶ୍ବର ପ୍ରଥମ କୋଭିଡ୍-୧୯ ଟିକାର ପରୀକ୍ଷା: ମାଂସପେଶୀରେ ଇଞ୍ଜେକ୍‌ସନ୍ ଆକାରରେ ଦିଆଗଲା, ୨୮ ଦିନିଆ…

ନୂଆଦିଲ୍ଲୀ: ଭଲ୍ୟୁଣ୍ଟର୍‌ମାନଙ୍କ ଦେହରେ କରୋନାଭାଇରସ୍ ବିରୋଧୀ ଟିକାର ଡାକ୍ତରୀ ପରୀକ୍ଷା ସଫଳତାର ସହ ସମ୍ପୂର୍ଣ୍ଣ କରିଥିବା କଥା ରୁଷ୍ ଦାବି କରିଛି। ପରୀକ୍ଷା ପାଇଁ ଜୁନ୍ ୧୬ ତାରିଖ ଦିନ ରୁଷୀୟ ସ୍ବାସ୍ଥ୍ୟ ବିଭାଗ ଅନୁମତି ଦେଇଥିଲା। ଏହାପରେ ମାବନୀୟ ପରୀକ୍ଷଣ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ବରଫ କେକ୍‌ କାଟି ଜନ୍ମଦିନ ପାଳିଲେ ଯବାନ; ଭିଡିଓ ସେୟାର କଲେ ସେହ୍ବାଗ, ଟ୍ବିଟର୍‌ରେ ଭୁରି ଭୁରି ପ୍ରଶଂସା

ନୂଆଦିଳ୍ଲୀ: ଯବାନମାନଙ୍କ ତ୍ୟାଗର କୌଣସି ତୁଳନା ନାହିଁ। ନିଜ ଜୀବନର ହସ, ଖୁସି, ଉତ୍ସବ ଆଦି ସବୁକୁ ତ୍ୟାଗ କରି ଯିଏ ସୀମାରେ ଦେଶ ପାଇଁ ସଦା ସଜାଗ ରହିଥାନ୍ତି ସିଏ ହେଉଛନ୍ତି ଯବାନ। ପୂର୍ବରୁ ଯବାନମାନଙ୍କ ତ୍ୟାଗର ଅନେକ ଉଦାହରଣ ରହିଛି। ନିକଟରେ ସେହିପରି ଏକ ଭିଡିଓ ସୋସିଆଲ୍‌ ମିଡିଆରେ…
ଅଧିକ ଖବର ଦେଖନ୍ତୁ...