Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

18019d4c-0386-411c-b1e0-72563ac5c802

ଆମ ସହ ସମ୍ପର୍କରେ ଥିଲେ ୫ ସାଂସଦ: ସଞ୍ଜୟ ନିରୁପମ

6dedfbaa-6100-4732-9cc3-f59d0f672529

ଏସବୁ ଦେଶରେ ଟେଲିଗ୍ରାମ ବ୍ୟବହାର କରିବାକୁ ଅପରାଧ ବୋଲି ଧରାଯାଏ

10_09_2025-calcutta-_24041692_61742457

୩ ଦିନରେ ୧୦ କିଲୋ ଓଜନ କମାଇହେବ କି? ହାଇକୋର୍ଟ ପଚାରିଲେ ପ୍ରଶ୍ନ

2025-08-27T035930Z_244299106_RC2WTCAAIURV_RTRMADP_3_USA-TRUMP-TARIFFS-INDIA

ୟୁ ଟର୍ଣ୍ଣ କଲେ ଟ୍ରମ୍ପ: ମୋଦୀ ମୋର ଭଲ ବନ୍ଧୁ

26ac1fd2-5b4d-4688-885e-a105617bb3bf

ଲେମ୍ବୁ ଉପରେ ଗାଡି ଚଢ଼ାଇବାର ଥିଲା, ଏମିତି ଚଳାଇଲେ ଶୋ’ରୁମ କାଚ ଭାଙ୍ଗି ଓଲଟିଲା

ap22140566748900

ଏହି ବ୍ୟକ୍ତିଙ୍କୁ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି ମାକ୍ରୋନ

2ccec6d2-3c58-4bf2-9204-c60bd9d9054e

ରାଜଧାନୀରୁ ଧରାପଡିଲା ଶିଶୁ ଚୋର ଗ୍ୟାଙ୍ଗ, ୬ ଶିଶୁ ଉଦ୍ଧାର

New Project (6) (1)

ମାଗଣାରେ ରାଜା ଭଳି ରହିବାର ପାଲଟିଥିଲା ଠିକଣା: ନା ମାନୁଥିଲେ ନିୟମ, ନା ଥିଲା କଟକଣା

761b15a9-625b-42b4-96bb-3779d3043434

ଧରାପଡିଲା ଭଦ୍ର ଚୋର, ଲୁଟିନେଇଥିଲା ୧ କୋଟି ଟଙ୍କାର କଳସ

15_23_395782334shivpal-yadav-2-ll

ଶାହ କହିବାରୁ ମୁଁ ନିର୍ବାଚନ ଲଢିଥିଲି: ଶିବପାଲ

Advertisment
ସବସ୍କ୍ରାଇବ କରନ୍ତୁ