ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ପାକିସ୍ତାନର ନକଲି ପାଇଲଟ୍ : ଆମେରିକାର ଦଣ୍ଡ

ଅନେକଙ୍କୁ ବିମାନରେ ଉଡ଼ିବା ବିପଦପୂର୍ଣ୍ଣ ଲାଗୁଥିଲେ ହେଁ ପରିସଂଖ୍ୟାନ ଅନୁଯାୟୀ ଗମନାଗମନର ସବୁଠାରୁ ସୁରକ୍ଷିତ ମାଧ୍ୟମ ହେଉଛି ଆକାଶ ପଥ। ଶତାଧିକ ବର୍ଷର ଗବେଷଣା ଓ ପ୍ରତିଟି ବିମାନ ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ବଳରେ ଉଡ଼ାଜାହାଜ ଦୁର୍ଘଟଣା ସଂଖ୍ୟା ଆଜି ଖୁବ୍ ସୀମିତ।…
ଅଧିକ ଖବର ଦେଖନ୍ତୁ...

ଶେଷ ଆଘାତ

ଗୋଟିଏ ରାଜ୍ୟରେ ଜଣେ ଦୁର୍ଦ୍ଦାନ୍ତ ଦସ୍ୟୁ ଗୋଟିଏ ଦଳ ଗଠନ କରି ଲୁଟତରାଜ, ହଣାମରା ଚଳାଇଲା। ତାର ଉତ୍ପାତରେ ଅତିଷ୍ଠ ହୋଇ ତାକୁ ଦମନ କରିବା ଲାଗି ରାଜା ଯୁବରାଜଙ୍କୁ ପଠାଇଲେ। ଯୁବରାଜ ଥିଲେ ଭଦ୍ର, ମାର୍ଜିତ ଏବ˚ ସମସ୍ତ ସୁଗୁଣ ସ˚ପନ୍ନ। ତା ସହିତ ସେ ମଧୢ ଥିଲେ ଜଣେ ଅତ୍ୟନ୍ତ ବିଚକ୍ଷଣ…
ଅଧିକ ଖବର ଦେଖନ୍ତୁ...

ଅଚଳ ମୁଦ୍ରା

ଆଜିକୁ ଠିକ ଏକ ସପ୍ତାହ ତଳେ ଅର୍ଥାତ୍‌ ଗଲା ଶୁକ୍ରବାର ଦିନ ସମସ୍ତଙ୍କୁ ବିସ୍ମିତ କରି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଚାନକ ଲଦାଖରେ ପହଞ୍ଚିବା ଏବ˚ ସେଠାରେ ଭାରତୀୟ ସୈନିକମାନଙ୍କୁ ଏକ ଉଦ୍‌ବୋଧନ ଦେବା ପରେ ଆଖି ଡୋଳାକୁ ଆଖି ଡୋଳା ମିଶାଇ ପରସ୍ପରକୁ ମୁହାଁମୁହିଁ ହୋଇ…
ଅଧିକ ଖବର ଦେଖନ୍ତୁ...

କୁକୁର ଓ ଗଣତନ୍ତ୍ର

‘କୁକୁର’, ଗୋଟିଏ ଜାତିର ନୁହନ୍ତି କି ‘ଗଣତନ୍ତ୍ର’, ଗୋଟିଏ ପ୍ରକାରର ନୁହେଁ। ତେବେ ଦୁଇଟିଯାକ ଶବ୍ଦ ଭିତରେ ଥିବା ଗୂଢ଼ ସମ୍ପର୍କ ହିଁ ଏ ଲେଖାର ମୂଳ ପ୍ରେରଣା। ‘କୁକୁର’ ଆଉ ‘ଗଣତନ୍ତ୍ର’? ଗୋଟିଏ ‘ଜୀବ’, ଆଉଗୋଟିଏ ‘ବ୍ୟବସ୍ଥା’। କ’ଣ ସମ୍ପର୍କ? ମୂଳରୁ ବୁଝିନେବା ଆବଶ୍ୟକ ଯେ ସବୁ…
ଅଧିକ ଖବର ଦେଖନ୍ତୁ...

ସ˚କଟରେ ସ˚କଟ

ଆମେ ସମସ୍ତେ ଜାଣୁ ଯେ ଦେଶ ବର୍ତ୍ତମାନ ତିନିଟି ସ˚କଟ ଦେଇ ଗତି କରୁଛି। ପ୍ରଥମଟି କରୋନା ସ˚କଟ, ଦ୍ବିତୀୟରେ ଆର୍ଥିକ ସ˚କଟ ଏବ˚ ତୃତୀୟରେ ନିରାପତ୍ତା ସ˚କଟ। ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା, ଆମ ରାଜ୍ୟରେ ଏବେ ସ˚କଟ ମଧ୍ୟ ସ˚କଟରେ ପଡ଼ିଗଲା ଭଳି ମନେ ହେଉଛି। ସକାଳୁ ଉଠି ଖବରକାଗଜର…
ଅଧିକ ଖବର ଦେଖନ୍ତୁ...

କଦାକାର ପିଲା

ଗୋଟିଏ ସ୍କୁଲରେ ପିଲାଟିଏ କାନ୍ଦୁଥିବାର ଶିକ୍ଷକ ଦେଖିଲେ। ସେ ପିଲାଟିକୁ ଅତି ଆଦରର ସହିତ ପାଖକୁ ଡାକି ପଚାରିଲେ, ‘କାନ୍ଦୁଛୁ କାହିଁକିରେ ପୁଅ?’ ପିଲାଟି କହିଲା, ‘ମୁଁ ମୋଟା ଓ ଦେଖିବାକୁ କଦାକାର। ତେଣୁ, ମୋ ସାଙ୍ଗମାନେ ମୋତେ ଚିଡ଼ାଉଛନ୍ତି।’ ଶିକ୍ଷକ କହିଲେ, ‘ଯେଉଁମାନେ ତୋତେ…
ଅଧିକ ଖବର ଦେଖନ୍ତୁ...

ଅଜେୟ ୬୨

ଭାରତରେ ‘ଇଣ୍ତିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ’ (‘ଆଇସିଏମ୍‌ଆର‌୍‌’) ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍‌-୧୯ ପାଇଁ ଏକ ଟିକା ପ୍ରସ୍ତୁତ କରାଯାଇ ପାରିବାର ସମ୍ଭାବନା ରହିଛି ବୋଲି ପ୍ରଦାନ କରିଥିବା ସୂଚନାର ବିଶ୍ବସନୀୟତା ଏକ ବିବାଦ ଘେରରେ ଛନ୍ଦି ହୋଇ ପଡ଼ିଥିବା ବେଳେ,…
ଅଧିକ ଖବର ଦେଖନ୍ତୁ...

ହାଜତ ମୃତ୍ୟୁ- ପୁଲିସର ସୀମା ଲଂଘନ

ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲୟେଡଙ୍କର ଜଣେ ଶ୍ବେତକାୟ ପୁଲିସଙ୍କ ଦ୍ୱାରା ନିର୍ମମ ହତ୍ୟା ହେଲା ପରେ ବିଶ୍ୱବ୍ୟାପୀ ଲୋକଙ୍କଠାରେ ଦେଖା ଦେଇଥିବା ଆକ୍ରୋଶ ଥଣ୍ଡା ନ ପଡୁଣୁ ତାମିଲନାଡୁର ଥୁତୁକୁଡ଼ିଠାରେ ପୁଲିସ ହାଜତରେ ଦୁଇ ଜଣ-ବାପ (ଜୟରାଜ) ଓ ପୁଅ (ବେନିକ୍‌ସ)-ଙ୍କର, ଅସ୍ବାଭାବିକ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଖଦିର ବଜାର କାହିଁ?

ଗାନ୍ଧୀ ମହାତ୍ମାଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନର ନାରାଦେଇ ଗୋରା ସାହେବଙ୍କ ବିଲାତି ପୋଷାକକୁ ବର୍ଜନ କରି ଦେଶବାସୀ ହାତ ତିଆରି ଖଦଡ଼ ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ। ସାରା ଭାରତରେ ଖଦି ଆନ୍ଦୋଳନ ବେଳେ ଓଡ଼ିଶା ପଛରେ ନଥିଲା। ଦେଶ ମାତୃକାର ସେବାରେ ସ୍ବାଧୀନତା ସ˚ଗ୍ରାମ ପାଇଁ…
ଅଧିକ ଖବର ଦେଖନ୍ତୁ...

ଶକ୍ତିରୁ ଭକ୍ତି ଆସେ

ଚୀନ ସହ ଭାରତୀୟ ସୈନ୍ୟମାନଙ୍କର ହାତାହାତି ଲଢ଼େଇ ହୋଇ ଉଭୟ ପକ୍ଷରୁ ସୈନ୍ୟମାନଙ୍କର ଜୀବନହାନି ହୋଇଥିବାରୁ ଦୁଇ ପକ୍ଷ ମୁହାଁମୁହିଁ ହୋଇ ଅନେକ ଦିନ ବାସ୍ତବ ନିୟନ୍ତ୍ରଣ ରେଖା ପାଖରେ ରହିଯିବେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ଚୀନର ଧାରଣା ଥିଲା,୧୯୬୨ ଓ ୨୦୨୦ ମଧ୍ୟରେ ବିଶେଷ କିଛି…
ଅଧିକ ଖବର ଦେଖନ୍ତୁ...