ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ମନୋକ୍ରୋମ୍‌ରେ ମହାନଗର: ଯୁଆଡ଼େ ଦେଖିବ ଗଛ ଆଉ ଗଛ

ଭୁବନେଶ୍ବର: ଆମ ପିଲାବେଳେ ଲିଙ୍ଗରାଜ ମନ୍ଦିର ନିକଟରୁ ଗୋସାଗରେଶ୍ବର ଛକ ପର୍ଯ୍ୟନ୍ତ ପିଚୁରାସ୍ତା ଓ ଲୁଇସ୍‌ ରୋଡ଼୍‌ ଯାଏ ତାଳିପକା ପିଚୁ ଥିଲା। ଭୁବନେଶ୍ବରର ବାକି ସବୁଆଡ଼େ ଥିଲା ମାଟିରାସ୍ତା। ଲୋକେ ଶଗଡ଼ରେ ଯିବା ଆସିବା କରୁଥିବାରୁ ବହୁତ ବଳଦ ଥିଲେ। କିଛି ଲୋକଙ୍କର ସାଇକେଲ୍‌ ବି…
ଅଧିକ ଖବର ଦେଖନ୍ତୁ...

ସୁଧୁରୁନି ୪ ନମ୍ୱର ଡ୍ରେନ ସମସ୍ୟା: ବର୍ଷା ହେ‌ବାମାତ୍ରେ ଘରେ ପଶୁଛି ପାଣି

ଭୁବନେଶ୍ୱର: ‘‘ସରକାର ବଦଳୁଛନ୍ତି, କିନ୍ତୁ ଆମ ସମସ୍ୟା ସୁଧୁରୁନି। ବର୍ଷା ଉଠେଇବା କ୍ଷଣି ମନରେ ପଶିଯାଉଛି ଭୟ। ବିଶେଷ କରି ସନ୍ଧ୍ୟା ସମୟରେ ବର୍ଷା ହେଲେ କଥା ସରିଲା। ସେ ରାତିରେ ନା ରୋଷେଇ ହେଇପାରିବ ନା ଭଲରେ ଶୋଇ ହେବ। ପାଣି ବୋହି ବୋହି ରାତି ପାହିଯିବ...।’’ ଏକସ୍ବରରେ ଏଭଳି କହନ୍ତି…
ଅଧିକ ଖବର ଦେଖନ୍ତୁ...

ଲୁଣା-ଖଣ୍ଡିଆବନ୍ଧ ରାସ୍ତା କାମକୁ ନେଇ ଛକାପଞ୍ଝା

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ସରକଣା ପଞ୍ଚାୟତର ଲୁଣା-ଖଣ୍ଡିଆବନ୍ଧ ରାସ୍ତା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ରାସ୍ତାର ୮୦ ପ୍ରତିଶତ ଅଂଶ କଂକ୍ରିଟ୍‌ ହୋଇସାରିଥିଲେ ହେଁ ବାକି ଅଂଶ ସେମିତି ପଡ଼ିଛି। ପ୍ରାୟ ୩୦୦ ମିଟର ଦୈର୍ଘ୍ୟର ରାସ୍ତା ଗୋଷ୍ଠୀ କନ୍ଦଳ ଯୋଗୁ…
ଅଧିକ ଖବର ଦେଖନ୍ତୁ...

କଲ୍ୟାଣ ମଣ୍ଡପର କଲ୍ୟାଣ ହେଉ: ଲୋକେ ନାକ ଟେକୁଛନ୍ତି

ଚନ୍ଦ୍ରଶେଖରପୁର: କମ୍‌ ଖର୍ଚ୍ଚରେ ସାଧାରଣ ଲୋକେ ବିବାହ, ବ୍ରତଘର ପରି କାର୍ଯ୍ୟକ୍ରମ କରିପାରିବେ। ଏଥିପାଇଁ ଭୁବନେଶ୍ବର ସହରରେ ସରକାରୀ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି। କେଉଁଠି ଶହେ ଲୋକଙ୍କ ପାଇଁ ତ ଆଉ କେଉଁଠି ହଜାରେ ଲୋକଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି। ସହରବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ: ଧରାପଡ଼ିଲା ବିଜେଡି ଫାଟ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ବିଜେଡିର ଭୁବନେଶ୍ବର ସଂଗଠନରେ ବିବାଦ ବଢ଼ିବାରେ ଲାଗିଛି। ପାଞ୍ଚଦିନ ତଳେ ନବୀନ ନିବାସକୁ କର୍ପୋରେଟର୍‌ମାନଙ୍କୁ ନେଇ ମେୟର ଯାଇଥିଲା ବେଳେ ସେଥିରେ ଅର୍ଦ୍ଧାଧିକ କର୍ପୋରେଟର୍‌ ସାମିଲ ହୋଇ ନଥିଲେ। ଦଳ ଭିତରେ ସବୁ ଠିକ୍‌ଠାକ୍ ଚାଲିନି ବୋଲି ଆଭାସ…
ଅଧିକ ଖବର ଦେଖନ୍ତୁ...

ଯୋଗମୁଦ୍ରାରେ ରାଜଧାନୀ

ଭୁବନେଶ୍ବର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ରାଜଧାନୀ ଓ ଉପକଣ୍ଠ ଅଞ୍ଚଳ ଯୋଗମୟ ହୋଇ ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା, ଅନେକ ଜନପ୍ରତିନିଧି, ଅଧିକାରୀ, ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ। ସରକାରଙ୍କର ବିଭିନ୍ନ ବିଭାଗ, ଅନୁଷ୍ଠାନ ତଥା ସଂଗଠନ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

୨୦୦ ଫୁଟିଆ ରାସ୍ତା ଅନ୍ଧାର: ବଢ଼ୁଛି ଦୁର୍ଘଟଣା, ଚୋରି ଭୟ ଘାରୁଛି

ଚନ୍ଦ୍ରଶେଖରପୁର: ଏକାମ୍ର କାନନଠାରୁ ଆଇଏମ୍‌ଏ ପର୍ଯ୍ୟନ୍ତ ନିର୍ମାଣଧୀନ ୨୦୦ ଫୁଟିଆ ରାସ୍ତା କାମ ଶେଷ ହେଉନାହିଁ। ସାଲିଆସାହି ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇପାରୁ ନ ଥିବାରୁ ରାସ୍ତା କାମ ଘୁଞ୍ଚିଘୁଞ୍ଚି ଚାଲିଛି। କେବେ ଶେଷହେବ ସେନେଇ କାହା ପାଖରେ ଉତ୍ତର ନଥିବା ବେଳେ ‌ଏବେ…
ଅଧିକ ଖବର ଦେଖନ୍ତୁ...

ପରିବା ଦର ଆକାଶ ଛୁଆଁ: ପରିବା ଚାଷକୁ ପ୍ରୋତ୍ସାହନ ହିଁ ଦର ନିୟନ୍ତ୍ରଣ କରିପାରିବ

ଭୁବନେଶ୍ବର: ଚଳିତ ବର୍ଷ ଏତେ ଖରା ହେଉଛି ଯେ ଖରାଟିଆ ପରିବା ଭେଣ୍ଡି, ବାଇଗଣ, ଟମାଟୋ, ଝୁଡ଼ୁଙ୍ଗ, କୁନ୍ଦୁରୁ, ଗୁଆଁର ଭଲ ହୋଇଲାନି। ଫୁଲ ଝଡ଼ି ପଡ଼ିଲା। ଔଷଧ ମଧ୍ୟ କାମ କଲାନାହିଁ। ଖରାମାଡ଼ ଯୋଗୁଁ ଆଳୁ ଏବଂ ପିଆଜ ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହେଲେ ବୋଲି କହିଛନ୍ତି ଚାଷୀ ମନବୋଧ ବାରିକ।…
ଅଧିକ ଖବର ଦେଖନ୍ତୁ...

ସାହିତ୍ୟ ଅକାଦେମି ପକ୍ଷରୁ ‘ମୁଲାକାତ’ ଓ ‘ପ୍ରବାସୀ ମଞ୍ଚ’

ସାହିତ୍ୟରେ ଆବେଗ ରହୁ ଭୁବନେଶ୍ୱର: ମେଘ ସହିତ ଯେପରି ସବୁଜିମାର ସମ୍ପର୍କ ରହିଛି, ଆବେଗ ସହିତ ସାହିତ୍ୟର ସେହିଭଳି ସମ୍ପର୍କ ରହିଛି। ସାହିତ୍ୟ ଅକାଦେମି ପକ୍ଷରୁ ରୋଟାରି ଭବନରେ ଆୟୋଜିତ ‘ମୁଲାକାତ’ ଓ ‘ପ୍ରବାସୀ ମଞ୍ଚ’ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏଭଳି କହିଛନ୍ତି ଅକାଦେମି ଓଡ଼ିଆ…
ଅଧିକ ଖବର ଦେଖନ୍ତୁ...

ଅଧ୍ୟାପିକାଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ: ୧୨ରୁ ଊର୍ଧ୍ବ କର୍ମଚାରୀଙ୍କୁ ପୁଲିସର ଜେରା

ଭୁବନେଶ୍ବର: ରାଜଧାନୀର ଏକ ପ୍ରତିଷ୍ଠିତ ଘରୋଇ ଇଂଜିନିୟରିଂ ବିଶ୍ବବିଦ୍ୟାଳୟର ଅଧ୍ୟାପିକାଙ୍କୁ ଛାତରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଛାତିଥରା ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ମୃତ ଅଧ୍ୟପିକା ହେଲେ କେନ୍ଦୁଝରର ବର୍ଷା ମିଶ୍ର(୨୩)। ଅନ୍ୟପଟେ ଶିକ୍ଷାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...