ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ପିସିସି ସଭାପତି ଶରତଙ୍କୁ କାଳିମାଡ଼: କଂଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି କାଳିମାଡ଼ ହୋଇଛି। କଂଗ୍ରେସ ଭବନରେ ବସିଥିବା ସମୟରେ ମାସ୍କ ପିନ୍ଧିଥିବା କିଛି ଯୁବକ ତାଙ୍କ ଚାମ୍ବର ଭିତରକୁ ପଶିଯାଇ କାଳି ମାଡ଼ କରିଥିଲେ। ସଭାପତିଙ୍କ ବିରୋଧରେ ନାରାବାଜି କରିଥିଲେ। ତେବେ କାଳି ମାଡ଼ ପଛର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିଗତ ଏବଂ ସାମାଜିକ ସୁସ୍ଥତା ନିମନ୍ତେ ଯୋଗର ଭୂମିକା ଅନସ୍ବୀକାର୍ଯ୍ୟ: ଆଶୁତୋଷ ବିଶ୍ବାସ

ଭୁବନେଶ୍ୱର: ବ୍ୟକ୍ତିଗତ ତଥା ସାମାଜିକ କଲ୍ୟାଣ କ୍ଷେତ୍ରରେ ଯୋଗର ଭୂମିକା ଅନନ୍ୟ। ସ୍ଵଂୟ ଏବଂ ସାମାଜିକ ସୁସ୍ଥତା ଆଣିବାରେ ଯୋଗ ବିପ୍ଳବ ଆଣିଛି କହିଲେ ଅତ୍ୟୁକ୍ତି ହେବ ହେବ ନାହିଁ। ଯାହାକି ତୃଣମୂଳ ସ୍ତରର ଅଂଶଗ୍ରହଣକୁ ଉତ୍ସାହିତ କରିବା ସହିତ ଗ୍ରାମାଞ୍ଚଳରେ ଯୋଗର ବିସ୍ତାର ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ତମାଣ୍ଡୋ ଥାନା ଅର୍ନ୍ତଗତ ଏକ ଇଞ୍ଜିନିୟରିଂ କଲେଜ ନିକଟ ରାସ୍ତାରେ ଆଜି ସକାଳେ ଜଣେ ଯୁବକଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଯୋଗ ନୂଆ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ବ୍ୟସ୍ତବହୁଳ ଜୀବନରେ ଯୋଗ କରିବା ଜରୁରୀ। ଯୋଗ ନୂଆ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି କଳିଙ୍ଗ ଷ୍ଡାଡିଅମ୍ ପରିସରରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏକଥା କହିଛନ୍ତି। ଏଥର…
ଅଧିକ ଖବର ଦେଖନ୍ତୁ...

ଆପାର୍ଟମେଣ୍ଟ୍‌ରେ ଅଗ୍ନିକାଣ୍ଡ; ବର୍ତ୍ତିଗଲା ଠାକୁର ଘର

ଚନ୍ଦ୍ରଶେଖରପୁର: ଗୁରୁବାର ଭୋର୍ ପ୍ରାୟ ୫ଟା ବେଳେ ପଟିଆ ଛକସ୍ଥିତ କେକେ ପ୍ଲାଜା ରେସିଡେନ୍‌ସି ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୮ମ ମହଲାସ୍ଥିତ ୮୦୩ ନମ୍ବର ଫ୍ଲାଟ୍‌ ଭିତର ସମ୍ପୂର୍ଣ୍ଣ ଜଳିଯାଇଛି। ସୌଭାଗ୍ୟକୁ ଘରେ କେହି ନଥିବାରୁ ମୃତାହତ ଭଳି ଅଘଟଣ…
ଅଧିକ ଖବର ଦେଖନ୍ତୁ...

ବାପପୁଅ ରାତି ଅନିଦ୍ରା…

ଭୁବନେଶ୍ବର: ଅସରାଏ ବର୍ଷା ହେଲେ ଉବୁଟୁବୁ ହେଉଛି ସହର। ରାସ୍ତାରୁ ନଳା ପର୍ଯ୍ୟନ୍ତ ଏମିତି ସୁଅ ପଡ଼ୁଛି ଯେ, ଯିଏ ଭାସି ଯାଉଛି ଆଉ ଫେରୁନି। ଯେତେବେଳେ ଅଘଟଣ ଘଟୁଛି ସେତେବେଳେ ହଟଚମଟ ହେଉଛି। ତା’ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଦୁଇଦିନ ତଳେ ମସ୍‌ଜିଦ୍‌ କଲୋନିରେ ନାଳରେ ଭାସି ଯାଇ ଜଣେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ମଦ ବନ୍ଦ କରିବାକୁ ସୋସିଆଲ୍ ଆକ୍ଟିଭିଷ୍ଟ ଫୋରମ୍‌ର ଦାବି

ଭୁବନେଶ୍ୱର: ମଦ ଦ୍ୱାରା ସମାଜ ଉପରେ ଅନେକ କୁପ୍ରଭାବ ପଡ଼ୁଛି। ନାରୀ ନିର୍ଯାତନା, ହତ୍ୟା, ଦୁଷ୍କର୍ମ, ସଡ଼କ ଦୁର୍ଘଟଣା, ହିଂସା, ପାରିବାରିକ କଳହ ବଢ଼ୁଥିବା ବେଳେ ଯୁବ ଓ ଛାତ୍ର ସମାଜକୁ ପଥଭ୍ରଷ୍ଟ କରୁଛି। ବିଗତ ଦିନରେ ମଦ୍ୟପ ପୁଅ ନିଜ ବାପାଙ୍କୁ ହତ୍ୟା କରିବା ଓ ମଦ୍ୟପ ବାପା ନିଜ ଝିଅ ସହ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର ହେବ ବିଶ୍ବସ୍ତରୀୟ: ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ବିକଶିତ ଭାରତ ଲକ୍ଷ୍ୟରେ ବିକଶିତ ଓଡ଼ିଶା ସାମିଲ୍ ଅଛି। ଏଥିପାଇଁ ସହରାଞ୍ଚଳର ବିକାଶ ହେବା ଦରକାର। ତେଣୁ ରାଜ୍ୟର ବିଭିନ୍ନ ବିଜ୍ଞପିତ ଅଞ୍ଚଳ ପରିଷଦ, ମ୍ୟୁନିସପାଲଟି ଓ ମହାନଗର ନିଗମଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବାକୁ ହେବ। ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇଥିବା ଦୃଷ୍ଟିରୁ…
ଅଧିକ ଖବର ଦେଖନ୍ତୁ...

ଡ୍ରେନ୍‌ରେ ଭାସିଯାଇ ଶିଶୁମୃତ୍ୟୁ ବିଏମ୍‌ସି ଯନ୍ତ୍ରୀ ନିଲମ୍ବିତ; ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ରାଜଧାନୀର ମସ୍‌ଜିଦ୍‌ କଲୋନିରେ ନାଳରେ ଭାସିଯାଇ ଜଣେ ଶିଶୁର ମୃତ୍ୟ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଏମ୍‌ସି ଏହି ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ଆଜି ବିଏମ୍‍ସି ଡ୍ରେନେଜ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର…
ଅଧିକ ଖବର ଦେଖନ୍ତୁ...

ଆଜି ବିଶ୍ବ ସଙ୍ଗୀତ ଦିବସ: ଜିଇବାର ସାହାରା ସାଜିଛି ସଙ୍ଗୀତ

ସୋମନାଥ ପରିଡ଼ା ଭୁବନେଶ୍ବର: ନିରାଶାର ଅନ୍ଧାର ଭିତରେ ଆଶାର ଆଲୋକ ସାଜିଛି ସଙ୍ଗୀତ। ଯନ୍ତ୍ରଣାସିକ୍ତ ଜୀବନକୁ କରିଛି ଆନନ୍ଦମୟ। ଜିଇବା ପାଇଁ ସାଜିଛି ବଡ଼ ସାହାରା। ଖାଲଢିପ ଆବଡ଼ା ଖାବଡ଼ା ରାସ୍ତାରେ ପାଲଟିଛି ଦିବ୍ୟାଙ୍ଗଙ୍କ ଆଶାବାଡ଼ି। ଦିନେ ଦିବ୍ୟାଙ୍ଗ ପିଲାଙ୍କୁ ଦେଖି ଦୁଃଖରେ…
ଅଧିକ ଖବର ଦେଖନ୍ତୁ...