Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

khadge

Khadge Target RSS: ୫୨ ବର୍ଷ ଯାଏଁ ତ୍ରିରଙ୍ଗା ଉଡ଼ାଇନଥିଲା ଆରଏସଏସ: ଖଡ଼ଗେ

Vande Bharat Express

New Vande Bharat: ଆସନ୍ତାକାଲି ଏହି ୪ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ମୋଦୀ

Bahubali Eternal the war

Bahubali in Animation: ଆନିମେସନରେ ନଜର ଆସିବେ 'ବାହୁବଳୀ'

Indian student

Doctor Student Deadbody: ରୁଷରେ ସନ୍ଦେହଜନକ ଅବସ୍ଥାରେ ମିଳିଲା ଡାକ୍ତରୀ ଛାତ୍ରଙ୍କ ମୃତଦେହ

Honey Bee Attack

Honeybee attack Jawan: ନକ୍ସଲ ଅପରେସନରେ ଯାଇଥିବାବେଳେ ଯବାନଙ୍କୁ ଆକ୍ରମଣ କଲେ ମହୁମାଛି: ୨୦ ଯବାନ ଆହତ

Iran Women Allegation

Police Complain by Iran women: ଶାଶୁଙ୍କ ବିରୋଧରେ ଅଭିଯୋଗ ଆଣିଲେ ଇରାନୀ ବୋହୂ, ୨ ବର୍ଷ ତଳେ ୟୁଟ୍ୟୁବରଙ୍କୁ କରିଥିଲେ ବିବାହ

hidden camera in bathroom

Camera in Bathroom: ବାଥରୁମରେ କ୍ୟାମେରା ଲଗାଇ ରେକର୍ଡିଙ୍ଗ କରୁଥିବା ଅଭିଯୋଗରେ ଗିରଫ ହେଲେ ଓଡ଼ିଆ ଯୁବତୀ ଓ ବୟଫ୍ରେଣ୍ଡ

record

Call Recording tricks : ଆପଣଙ୍କ କଲ୍ ରେକର୍ଡିଂ ହେଉଥିଲେ ଜାଣିବେ କିପରି

death due to fear

Know From Doctor: ପିମ୍ପୁଡି ଭୟରେ ଜୀବନ ହାରିଦେଲେ ମହିଳା: ଜାଣନ୍ତୁ ଏହି ଭୟକୁ ନେଇ କ'ଣ କୁହନ୍ତି ଡାକ୍ତର

Bijay and Rashmika

Rashmika-Bijay Marraige: ସାମ୍ନାକୁ ଆସିଲା ବିବାହ ତାରିଖ, ଉଦୟପୁରରେ ରଶ୍ମିକାଙ୍କ ହାତ ଧରିବେ ବିଜୟ

Advertisment
ସବସ୍କ୍ରାଇବ କରନ୍ତୁ