Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

Bijay and Rashmika

Rashmika-Bijay Marraige: ସାମ୍ନାକୁ ଆସିଲା ବିବାହ ତାରିଖ, ଉଦୟପୁରରେ ରଶ୍ମିକାଙ୍କ ହାତ ଧରିବେ ବିଜୟ

Odia Girl Murder

Odia Girl Murder: ଉତ୍ତରାଖଣ୍ଡରେ ଓଡ଼ିଆ ଯୁବତୀଙ୍କୁ ମାରି ଫିଙ୍ଗିଦେଲା ଘର ମାଲିକର ପୁଅ

Dabur and patanjali issue

Dabur_patanjali Issue: ଚ୍ୟବନପ୍ରାଶକୁ ନେଇ ତେଜିଲା ବିବାଦ: କୋର୍ଟରେ ମୁହାଁମୁହିଁ ହେଲେ ଡାବର-ପତଞ୍ଜଳି

viral video of a marraige

Viral Video Marraige: ହାତଗଣ୍ଠି ଆଗରୁ ଭାଙ୍ଗିଗଲା ଗୋଡ଼: ମେଡିକାଲ ବେଡ଼ ଚାରିପଟେ ବୁଲିଲେ କନ୍ୟା

Rajanikant-Kamal Hassan

KamalHasan-Rajanikant Movie: ଏହି ଫିଲ୍ମରେ ଏକାଠି ନଜର ଆସିବେ ସାଉଥର ଦୁଇ ସୁପରଷ୍ଟାର ରଜନୀକାନ୍ତ-କମଲହାସନ

Devi Rath Died for DJ

Debi Rath Died: ଡିଜେ ସାଉଣ୍ଡ କେମିତି ଆଣିଲା ମୃତ୍ୟୁ? ଦେବୀ 'ମାମା'ଙ୍କ ମୃତ୍ୟୁକୁ ନେଇ କଣ କୁହନ୍ତି ଡାକ୍ତର

Pan Card

Pan Card Cheating: ଆପଣଙ୍କ ପ୍ୟାନ କାର୍ଡ ବ୍ୟବହାର କରି ଆଉ କେହି ଲୋନ ନେଇନାହାନ୍ତି ତ? ଜାଣନ୍ତୁ କେମିତି ଜାଣିବେ?

court

Court on Muslim Women: ୯୯.୯୯% ମୁସଲିମ ମହିଳା ସ୍ୱାମୀଙ୍କ ଦ୍ୱିତୀୟ ବିବାହକୁ ବିରୋଧ କରିବେ: ହାଇକୋର୍ଟ

Danny Denzongpa

Danny Denzongpa Factory in Odisha: ବଲିଉଡର ଏହି ଭିଲିଆନଙ୍କର ଓଡ଼ିଶାରେ ବି ଅଛି ମଦ ଫ୍ୟାକ୍ଟ୍ରି

Dubai Package by IRCTC

IRCTC Package: ଶସ୍ତାରେ ବୁଲିବାକୁ ଯିବେ କି ଦୁବାଇ-ଆବୁଧାବି, ଆଉ ଡେରି କାହିଁକି ଜାଣନ୍ତୁ ଉପାୟ

Advertisment
ସବସ୍କ୍ରାଇବ କରନ୍ତୁ