Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

court verdict about marraige

Women Apply for divorce: 'ମୋ ସ୍ୱାମୀ ନାସ୍ତିକ, ମୁଁ ଛାଡପତ୍ର ନେବି' କୋର୍ଟରେ ଏଭଳି ଆବେଦନ କଲେ ମହିଳା

Narendra Modi

Modi Target Congress: କଂଗ୍ରେସର ଭୁଲ ଯୋଗୁଁ ପାକିସ୍ତାନ ହାତକୁ ଚାଲିଯାଇଥିଲା ଜମ୍ମୁକାଶ୍ମୀରର କିଛି ଅଂଶ: ମୋଦୀ

NDA manifesto

Manifesto For Bihar: ବିହାର ନିର୍ବାଚନ ପାଇଁ ଏନଡିଏର ଇସ୍ତାହାର ଜାରି

Omar Abdullah

Omar Target LG Sinha: ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରିବା ନେଇ ଉପରାଜ୍ୟପାଳଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

Amit Shah

Amit Shah on Sarddar Patel: କଂଗ୍ରେସ ଦଳ ସର୍ଦ୍ଦାର ପଟେଲଙ୍କୁ ଉଚିତ ସମ୍ମାନ ଦେଇନାହିଁ: ଅମିତ ଶାହ

Narendra Modi

Modi Tribute to Patel: ଜାତୀୟ ଏକତା ଦିବସ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦୀ

Car NOC

Delhi Old Vehicle: ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡି ମାଲିକଙ୍କୁ ବଡ ଆଶ୍ବସ୍ତି ଦେଲେ ଦିଲ୍ଲୀ ସରକାର

murder for love

Lover Killed: ପ୍ରେମିକାର ବାହାଘର ଅଟକାଇବାକୁ ଯାଇଥିବା ପ୍ରେମିକକୁ ପିଟିପିଟି ମାରିଦେଲେ ଝିଅର ସମ୍ପର୍କୀୟ

Akhilesh Yadav

Akhilesh Target Nitish: ନୀତୀଶ ହେଉଛନ୍ତି ନିର୍ବାଚନୀ ବର: ଅଖିଳେଶ

aiims doctor

AIIMS Prescription: ଏଣିକି ହିନ୍ଦୀରେ ପ୍ରେସକ୍ରିପସନ ଲେଖିବେ ଏମ୍ସ ଡାକ୍ତର

Advertisment
ସବସ୍କ୍ରାଇବ କରନ୍ତୁ