Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

Cheap Hotel

Cheap Hotel in World: ଦଉଡ଼ିଆ ଖଟ, ଦିନକୁ ମାତ୍ର ୨୦ ଟଙ୍କା: ପାକିସ୍ତାନରେ ଅଛି ଦୁନିଆର ସବୁଠାରୁ ଶସ୍ତା ହୋଟେଲ!

lover died

Lover Died in Accident: ନାବାଳିକାଙ୍କୁ ନେଇ ଫେରାରବେଳେ ଦୁର୍ଘଟଣା: ଯୁବକ ମୃତ, ନାବାଳିକା ଗୁରୁତର

Isro satellite

ISRO Launch Satellite: ମହାକାଶକୁ ଗଲା 'ବାହୁବଳୀ'

Russia Women

Supremecourt in tension: ଏହି ମହିଳାଙ୍କ ପାଇଁ ବିଗିଡିଯିବ କି ଭାରତ-ରୁଷ ସମ୍ପର୍କ!

aadhaar

AAdhar Update: ଆଧାର ଅପଡେଟ କରିବା ହେଲା ସହଜ, ଏବେ ଅନଲାଇନରେ ବଦଳାଇପାରିବେ ନାମ ସହ ମୋବାଇଲ ନମ୍ବର

firing

Allegation against PSO: କୋରାପୁଟ ବିଧାୟକଙ୍କ ପିଏସଓଙ୍କ ନାମରେ ଅଭିଯୋଗ ଆଣିଲା କଂଗ୍ରେସ

Nabagraha belief

Konark Nabagrah Belief: ଭଲ ହୋଇଯିବ ଆମ କୁଳନନ୍ଦନ: ଗଭୀର ବିଶ୍ୱାସରେ ଛୁଆଙ୍କୁ ବାଲିରେ ପୋତିଲେ ବାପା-ମା

Untitled-26

Right to Disconnect Bill: ଅଫିସ ସମୟ ସରିଗଲେ ଅଫିସରଙ୍କୁ କରିହେବନି ଡିଷ୍ଟର୍ବ

Andhrapradesh Stampede Case

Stampede At Andhra Temple: ବେଶୀ ଦୂର ନୁହେଁ ମ, ଓଡିଶାରୁ ମାତ୍ର ୧୫ କିଲୋମିଟର ଦୂରତାରେ ଘଟିଛି ଦଳାଚକଟା

supreme-court

Supremecourt Order: ଓକିଲମାନଙ୍କୁ ସମନ ପଠାଇପାରିବେନି ଯାଞ୍ଚ ଏଜେନ୍ସି: ସୁପ୍ରିମକୋର୍ଟ

Advertisment
ସବସ୍କ୍ରାଇବ କରନ୍ତୁ