Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

New Project (26) (2)

ଛାଡପତ୍ରର ୩ ବର୍ଷ ପରେ ବି କମିନଥିଲା ରାଗ, ପ୍ରଥମ ପତ୍ନୀକୁ ମାରିଲା ସ୍ୱାମୀ

arrest

ହୋଟେଲରୁ ବସ୍ତି ଯାଏ, ସବୁଠି ଜମୁଛି ଜୁଆଖେଳ: ଲୁଙ୍ଗେଇ ବସ୍ତିରୁ ଧରାପଡ଼ିଲେ ୭ ଜୁଆଡ଼ି

Accident

ଚେରୁପାଲିରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ଦୁଇ ଗୁରୁତର

Train

ରେଳଯାତ୍ରୀଙ୍କ ପାଇଁ ବଡ ଅଫର ଆଣିଲା ରେଳବାଇ, ଜାଣନ୍ତୁ କ'ଣ?

5d4dff37-ff07-4e35-869d-b6e3755bac08

ପତ୍ନୀଙ୍କୁ ହଇରାଣ କରୁଥିବା ଯୁବକଙ୍କୁ ଏମିତି ହତ୍ୟା କଲେ ସ୍ୱାମୀ, ଜାଣିଲେ ଆପଣ ବି ଥରିଯିବେ

New Project (24) (1)

ପୁରୁଣା ପ୍ରେମିକକୁ ଏମିତି ପାଆନ୍ତୁ କହି ଲୁଟୁଥିବା ଗ୍ୟାଙ୍ଗକୁ ଧରିଲା ପୁଲିସ

98351adf-829e-4e03-a7df-40e53165439c

ଗ୍ୟାରେଣ୍ଟି ଆସନ ନେଇ କାହାଣୀ କହୁଛନ୍ତି ଶରଦ ପାୱାର: ଫଡନାଭିସ

New Project (23)

ପେନଡ୍ରାଇଭରେ କେମିତି ଷ୍ଟୋର ହୁଏ ଆପଣଙ୍କ ଡାଟା ଜାଣିଛନ୍ତି କି?

af647d82-ac1c-4d76-8aa4-bd084dac6f02 (1)

ଆତଙ୍କବାଦୀଙ୍କୁ ଧର୍ମ ନୁହେଁ, କର୍ମ ଦେଖି ମାରିବୁ: ରାଜନାଥ

2707f0c3-95f7-4708-8708-1a2c83034d4b

ଏଆଇ ଦ୍ୱାରା ବିଧେୟକ ବୁଝିବେ ବିଧାୟକ, ଉତ୍ତରପ୍ରଦେଶ ବିଧାନସଭାରେ ହେବ ଏମିତି ପ୍ରୟାସ

Advertisment
ସବସ୍କ୍ରାଇବ କରନ୍ତୁ