Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

New Project (27)

ମେଟ୍ରୋକୁ ନେଇ ଆସିଲା ନୂଆ ଖବର: କେନ୍ଦ୍ର ପାଖକୁ ଯାଇନାହିଁ ପ୍ରସ୍ତାବ

New Project (15)

୬ ମିନିଟରେ ୨୦ ଲକ୍ଷ ଟଙ୍କାର ଲୁଟ କଲେ ଡେଲିଭରି ବୟ!

New Pqwr

ବାପା-ମାଙ୍କ ସେବା ପାଇଁ  ୩୦ ଦିନ ଛୁଟି ନେଇପାରିବେ କର୍ମଚାରୀ: କେନ୍ଦ୍ର ସରକାର

New Project (11)

ଶ୍ରେଣୀଗୃହର ଛାତ ଭୁଶୁଡି ୪ ଜଣ ପିଲାଙ୍କର ମୃତ୍ୟୁ

N43ct (12)

ମୋଦୀ ଭାଙ୍ଗିଲେ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ

New34ct (5)

ଦାମୀ ଚାକିରି ଛାଡି ସନ୍ୟାସୀ ହୋଇଗଲେ ମୁକେଶଙ୍କ ସହଯୋଗୀ

dda230d9-8a75-4451-8ae5-19f6a3982e9e

ୟଶ ଦୟାଲଙ୍କ ନାମରେ ଆଉ ଜଣେ ଯୁବତୀ ଆଣିଲେ ଦୁଷ୍କର୍ମ ଅଭିଯୋଗ

c5adcc5a-2c32-4a0a-bb62-b27239fb1a8d

ଲକ୍ଷାଧିକ ଟଙ୍କାର ମହୁଲ ପୋଚ, ରନ୍ଧା ମଦ ଜବତ

b388043d-aca2-4240-9b43-d9bca3019451

ପ୍ଲାଷ୍ଟିକ୍ ବୋତଲ ବନ୍ଦ: ଲୁହା ବାଲଟି ଓ ଗରିଆରେ ନେଉଛନ୍ତି ପେଟ୍ରୋଲ୍ ଓ ଡିଜେଲ୍

64fa9e74-2651-41ee-95dc-a27888d80821

ପାସ୍ବୁକ ଅପଡେଟ ସହ ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ନେଉଛନ୍ତି ଏତିକି ଚାର୍ଜ

Advertisment
ସବସ୍କ୍ରାଇବ କରନ୍ତୁ