Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

c541558f-c0eb-46d8-ba8a-28d6ed9ad6a4

ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନର ସଫେଇ: ଆମର କୌଣସି ଭୂମିକା ନାହିଁ

87d9bcdb-5926-4311-ab67-429c3b0712b9

ସୁଧୁରିବାରେ ଲାଗିଛି କି ସମ୍ପର୍କ? ଭାଇ ତୁମେ ଆଗକୁ ବଢ଼ିଚାଲ, ତେଜପ୍ରତାପଙ୍କ ପାଇଁ ଏମିତି ଲେଖିଲେ ରୋହିଣୀ

e878879f-1dd5-4d03-a25e-be8ffee7ca40

ଏହି ୭୦୦ ଘାତକ କ୍ଷେପଣାସ୍ତ୍ର କିଣିବ ବାୟୁସେନା

G3HpoN6akAAyoyB

ମିଛ କହିଥିଲେ କି ତାମିଲନାଡୁ ସରକାର! ୧୫ ହଜାର କୋଟିର ନିବେଶ ନେଇ ଅସ୍ବୀକାର କଲା ଫକ୍ସକନ୍

c541558f-c0eb-46d8-ba8a-28d6ed9ad6a4

ମହାପ୍ରଭୁଙ୍କ ପରମ୍ପରାକୁ ପୁଣି ଅଣଦେଖା କଲା ଇସ୍କନ, ଋଷିକେଷରେ ହେଲା ଅଦିନିଆ ରଥଯାତ୍ରା

c37fffbb-0a44-44df-80e4-70d2fcf852c7

ଦୀପାବଳିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ: ଦିଲ୍ଲୀ-ଏନସିଆରରେ ବିକ୍ରି ହୋଇପାରିବ ବାଣ

2c2e4c4a-e4b2-4c62-8d57-d1b31963fc48

୭୯ ବର୍ଷ ବୟସରେ ଆଖି ବୁଜିଲେ ଗୋଆର କୃଷି ମନ୍ତ୍ରୀ

1af1d3fa-22cd-4edb-bed5-c9b34d5bc6ea

ଘରକୁ ଆସିଲା ନୂଆ ଅତିଥି, ଜେଜେମା ହେଲେ ନମିତା ଅଗ୍ରୱାଲ

ec1f667f-b49b-4184-8218-df40a0ce89e8

ଚୀନକୁ ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ଆମେରିକାରେ ଗିରଫ ହେଲେ ସୁରକ୍ଷା ବିଶେଷଜ୍ଞ

ccdaa7e0-409b-4107-89c0-a85eebcb5298

ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଲା ଏହି ଦଳ

Advertisment
ସବସ୍କ୍ରାଇବ କରନ୍ତୁ