Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

c3179418-5aa4-4f82-bb5f-d974fa881b8c

ରକ୍ତର ହୋଲି ଖେଳିଲା ପାକ ସେନା: ଗୁଳିମାଡରେ ୨୮୦ ଜଣଙ୍କର ମୃତ୍ୟୁ

8775141a-3198-4c7b-a1e7-9b05ee044868

କଂଗ୍ରେସରେ ଯୋଗ ଦେଲେ କନ୍ନନ ଗୋପୀନାଥନ

79cd35d1-1535-4a1d-ad01-3a6d30861e5a

ଲାଲୁଙ୍କ ଦୁର୍ନୀତିରେ ଓଡ଼ିଶା ସମ୍ପର୍କ କ'ଣ ଜାଣିଛନ୍ତି କି?

20_02_2025-tejashwi_lalu_23887784

ଲାଲୁଙ୍କୁ ବଡ ଝଟକା: ଚାଲିବ 'ଜମି ବଦଳରେ ଚାକିରି’ ମାମଲା

trump

ମଧ୍ୟପ୍ରାଚ୍ୟରୁ ଫେରିଲେ ପାକିସ୍ତାନ-ଆଫଗାନିସ୍ତାନ ବିବାଦ ସମାଧାନ କରିବି: ଟ୍ରମ୍ପ

jail

ନେପାଳ ଜେଲରୁ ୫୪୦ ଜଣ ଭାରତୀୟ କଏଦୀ ଫେରାର

scss

ବିବାହର ପ୍ରତିଶ୍ରୁତି ଦେଇ ଗର୍ଭବତୀ କଲା ପ୍ରେମିକ, ଛୁଆ ଜନ୍ମ ପରେ ପ୍ରତାରଣା

60d00ee6-d537-45ad-b58f-50a5adfdf2c4

ବଦଳିବ ପିସିଆରର ରୂପ, ସାମିଲ ହେଲା ଟାଟା ଇଲେକ୍ଟ୍ରିକ କର୍ଭ

ed3dc235-4087-4c4b-b7fd-d53ecde5d554

ଆଜମ ଖାନଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା

Nation is a family for Modi-Nitish: NDA criticizes Lalu

ଏହି ଫର୍ମୁଲାରେ ନିର୍ଦ୍ଧାରଣ ହେଲା ଏନଡିଏର ଆସନ ବଣ୍ଟନ

Advertisment
ସବସ୍କ୍ରାଇବ କରନ୍ତୁ