Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

train3-1758646325

ପାକିସ୍ତାନରେ ଜାଫର ଏକ୍ସପ୍ରେସରେ ବିସ୍ଫୋରଣ: ଲାଇନଚ୍ୟୁତ ହେଲା ଏକାଧିକ ବଗି

Supreme_Court_Rules_No_Ceremony,_No_Marriage_under_Hindu_Marriage_Act

ବିବାହର ୧ ବର୍ଷ ମଧ୍ୟରେ ୫ କୋଟି ଟଙ୍କାର ଭରଣପୋଷଣ ଖର୍ଚ୍ଚ ମାଗିଲେ ମହିଳା, ଜବାବ ଦେଲେ କୋର୍ଟ

Supreme Court slams Assam government for not deporting foreign nationals

ନେତାଙ୍କ ଗୁଣଗାନ ଲୋକଙ୍କ ଟଙ୍କାରେ କରନାହିଁ: ସୁପ୍ରିମକୋର୍ଟ

ee85fbc0-7017-499e-a7c7-0ab9ab0c64dc

ଭୁବନେଶ୍ବର ଶାନ୍ତି କମିଟି ବୈଠକ ଅନୁଷ୍ଠିତ

7b9407d9-ecbf-4bf3-bc9c-aad013bddaca

ବିମାନର ଚକ ଧରି କେମିତି ଆସିଲା ବାଳକ, ଅଧିକାରୀ କଲେ ଖୁଲାସା

5ae352f7-ef9c-4112-8348-f04fc9881e3c

ଟ୍ରାଫିକ ସମସ୍ୟାକୁ ନେଇ ୱିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀଙ୍କୁ ଚିଠି ଲେଖିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

6eb26a51-f958-4a38-a835-2b02c9ac06c0

ଟ୍ରମ୍ପଙ୍କ ପାରାସିଟାମଲ୍ ଦାବିକୁ ଖାରଜ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

New Project (11)

ଔରଙ୍ଗଜେବଙ୍କ ପାଇଁ ଓକିଲାତି କଲେ ଓଡ଼ିଆ ପ୍ରଫେସର, ବିରୋଧ ପରେ ମାଗିଲେ କ୍ଷମା

G1ZO9hsbMAAsD4R

ଶବ୍ଦ ନୁହେଁ ଖେଳ କଥା କହେ: ଗିଲ

New Project (1)

ମୋତେ ଭେଟିବାକୁ ଚାହୁଁଛ କି? ସେୟାର କରିଚାଲ ମୋ ଫଟୋ: ସୀମା ଟପିଲେ ମ୍ୟାଡ଼ାମ

Advertisment
ସବସ୍କ୍ରାଇବ କରନ୍ତୁ