Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

Train

ଭିଡ କମାଇବାକୁ ୧୫୦ ସ୍ୱତନ୍ତ୍ର ଟ୍ରେନ ଚଳାଇବ ରେଳବାଇ, ଓଡିଶାରୁ ଏସବୁ ସ୍ଥାନକୁ ଗଡିବ ଟ୍ରେନ

Voter-List-2024

ପ୍ରାୟ ୨ ଲକ୍ଷ ଲୋକ ହଟାଇବାକୁ ଚାହୁଁଛନ୍ତି ସେମାନଙ୍କ ନାମ, ନିର୍ବାଚନ ଆୟୋଗଙ୍କ ବଡ ଖୁଲାସା

New Project (27)

ବଦଳିକୁ ନେଇ ରାଗିଗଲେ ଇଂଜିନିୟର, କାଟିଦେଲେ ଲୋକଙ୍କ ପାଣି କନେକ୍ସନ

New Project (23)

'ଭାଇ କେତେବେଳେ ଆସିବ, ଭୋକ କଲାଣି' ଡେଲିଭରି ବୟଙ୍କ ଉତ୍ତର ଶୁଣି ଗ୍ରାହକଙ୍କ କାନରୁ ବାହାରିଲା ଧୂଆଁ

New Project (21)

'ଧନ ତୁମକୁ ଶ୍ରଦ୍ଧାଞ୍ଜଳି' ଲେଖି ଷ୍ଟାଟସ୍ ଦେଲେ, ପତ୍ନୀଙ୍କୁ ଭୁଷିଲେ ଛୁରୀ

752169e3-dac5-4af6-b7e4-9b064042afd1

ସୁରକ୍ଷାବାହିନୀଙ୍କ ଗୁଳିରେ ସଫା ହେଲା ଆତଙ୍କବାଦୀ ସମନ୍ଦର ଚାଚା

815f4a5d-3cee-4e20-8b6c-87742c96d1f6

ରାହୁଲଙ୍କ ସାମ୍ନାରେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ କି ତେଜସ୍ୱୀ?

New Project (24)

ଆପଣଙ୍କ ଘର ପାଖ ଷ୍ଟେସନରେ ଏଣିକି ରହିବ ଏସବୁ ଏକ୍ସପ୍ରେସ ଟ୍ରେନ

Rajnath Singh

କେହି ଆମର ସ୍ଥାୟୀ ଶତ୍ରୁ କିମ୍ବା ମିତ୍ର ନାହାଁନ୍ତି: ରାଜନାଥ

court

'ବିଚାରପତି ମାନିଲେ ହିଁ କୁହାଯିବ ଅଶ୍ଳୀଳ ଭିଡିଓ'

Advertisment
ସବସ୍କ୍ରାଇବ କରନ୍ତୁ