Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

ajay

ରେଡ ୨ ପାଇଁ ଏତିକି କୋଟି ଟଙ୍କା ନେଇଛନ୍ତି ଅଜୟ ଦେବଗନ

hijack

ବିମାନ ଅପହରଣ ହେଲେ କେଉଁ ସୁରକ୍ଷାବଳକୁ ଡକାଯାଏ?

viral

ଆପଣଙ୍କ ମୋବାଇଲରେ ଏମିତି ମେସେଜ ଆସୁଛି କି? ସାବଧାନ ହୋଇଯାଆନ୍ତୁ

sehwag

ବୈଭବଙ୍କୁ ମିଠା ଚେତାବନୀ ଦେଲେ ବୀରେନ୍ଦ୍ର ସେହୱାଗ

ଏୟାରଟେଲ୍‌ ଆଣିବ ୧୩୪୯ ଟଙ୍କିଆ ୪ଜି ଫୋନ୍‌

ଏୟାରଟେଲ ଆଣିଲା ଏମିତି ପ୍ଲାନ, ରୋମିଙ୍ଗ ରିଚାର୍ଜ ବିନା ବି ଚାଲିବ ଫୋନ

୨ଲକ୍ଷ ସବସ୍କ୍ରାଇବର ହରାଇବା ପରେ ଆକାଉଣ୍ଟ ସେୟାରିଂ ବନ୍ଦ କରିପାରେ ନେଟଫ୍ଲିକ୍ସ

୩୦ ଏପ୍ରିଲରୁ ଏହି ସବୁ ଫିଲ୍ମକୁ ହଟାଇଦେବ ନେଟଫ୍ଲିକ୍ସ

cheerleaders

ଗୋଟିଏ ମ୍ୟାଚ ପାଇଁ ଚିୟରଲିଡ଼ର୍ସଙ୍କୁ ମିଳେ କେତେ ଟଙ୍କା?

rameez

ସିଧାପ୍ରସାରଣବେଳେ ଆଇପିଏଲ ବାବଦରେ କହିଲେ ରମିଜ

rr

ଆରସିବିଠାରୁ ହାରିଥିଲେ ବି ଏମିତି ପ୍ଲେଅଫରେ ପହଁଚିପାରିବ ରାଜସ୍ଥାନ

pant

ରିଷଭ ପନ୍ତ କାହିଁକି ନମ୍ବର ୭ରେ ବ୍ୟାଟିଂ କରିଥିଲେ: ହରଭଜନ

Advertisment
ସବସ୍କ୍ରାଇବ କରନ୍ତୁ