Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

G1Nq-1PW8AAve5e

ଓସ୍କାର ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବ ଫିଲ୍ମ 'ହୋମ୍‌ବାଉଣ୍ଡ'

ponam

ରାମଲୀଳାରେ ମନ୍ଦୋଦରୀ ସାଜିବେ ପୁନମ ପାଣ୍ଡେ, ତାତିଲେ ହିନ୍ଦୁ ସଂଗଠନ

a9449372-b7a8-4fa5-b36f-08d885e717d7

ଭିଡରେ ଫସିଗଲା ଆମ୍ବୁଲାନ୍ସ, ଚାଲିଗଲା ଶିଶୁର ଜୀବନ

G1Bm-8lWIAA-B2l

ଏମିତି ହେଲେ ହିଁ ଏସିଆ କପ ଫାଇନାଲରେ ପହଞ୍ଚିବ ଭାରତ

e7e908b1-2d99-4ef2-bcb6-1f81bcdff43e

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ନିର୍ବାଚନରେ ଏବିଭିପିର ବାଜିମାତ

17256e25-c4e6-4cf4-b716-1f1136940c13

ମହିଳାଙ୍କୁ ମିଛ କଥା କହି ହଡପ କରିନେଇଥିଲେ ୪୦ ଲକ୍ଷ ଟଙ୍କା, ଧରିଲା ପୁଲିସ

997d7242-71e7-421d-9228-5ef9a89434dd

ଅଟୋ ସହ ୪୫ କେଜି ଗଞ୍ଜେଇ ଜବତ

BeFunky-collage

ପ୍ରିୱେଡିଂ ସୁଟିଂବେଳେ କଚଡ଼ା ଖାଇ ପଡିଲେ ଯୋଡି

6efd8ef9-cfc4-4f03-8342-b69dee7d5c74

ଯୋଗୀ ସରକାରଙ୍କ ବଡ ଆକ୍ସନ, ଦିଶାଙ୍କ ଘର ବାହାରେ ଗୁଳି ଫୁଟାଇଥିବା ଅପରାଧୀଙ୍କୁ ଏନକାଉଣ୍ଟର

0557b468-a1e8-49af-b0aa-2bd933ecba5f

୫ ବର୍ଷର ଚାକିରିରେ ଏତେ ଟଙ୍କା ଖାଇଲେ ଘରୁ ବାହାରିଲା ଟଙ୍କା ପାହାଡ଼

Advertisment
ସବସ୍କ୍ରାଇବ କରନ୍ତୁ