Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

BeFunky-collage

ପ୍ରିୱେଡିଂ ସୁଟିଂବେଳେ କଚଡ଼ା ଖାଇ ପଡିଲେ ଯୋଡି

6efd8ef9-cfc4-4f03-8342-b69dee7d5c74

ଯୋଗୀ ସରକାରଙ୍କ ବଡ ଆକ୍ସନ, ଦିଶାଙ୍କ ଘର ବାହାରେ ଗୁଳି ଫୁଟାଇଥିବା ଅପରାଧୀଙ୍କୁ ଏନକାଉଣ୍ଟର

0557b468-a1e8-49af-b0aa-2bd933ecba5f

୫ ବର୍ଷର ଚାକିରିରେ ଏତେ ଟଙ୍କା ଖାଇଲେ ଘରୁ ବାହାରିଲା ଟଙ୍କା ପାହାଡ଼

3e2c5411-b5ae-4fd7-a98c-4c0cdaa04ece

ଭାରତ କରିପାରେ ବଡ ଡିଲ, ଆଣିପାରେ ଆହୁରି ୧୧୪ ରାଫେଲ ଯୁଦ୍ଧ ବିମାନ

04c6cb39-a330-42fe-9a59-5d6d7591a149

ଶୁଣିଲାନି ଆଇସିସି, ପଡିଆକୁ ଖେଳିବାକୁ ଗଲା ନାହିଁ ପାକିସ୍ତାନ

modi akhilesh

ଭୋଟିଂ ଦିନ ନକଲି ଆଧାରକାର୍ଡ଼ ତିଆରି କରେ ବିଜେପି: ଅଖିଳେଶ

nellore_accident_1_fdb151ef47

ଟ୍ରକ-କାର ମୁହାଁମୁହିଁ ଧକ୍କା: ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ

1c6b9709-be9f-4a7d-b0c2-1cb7e9411560

ମହାରାଷ୍ଟ୍ରରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଦୁଇ ମହିଳା ନକ୍ସଲ ନିହତ

21eb7a84-7538-4553-8316-13630d0cb69e

ଓଟିଟିରେ ବି ରେକର୍ଡ ପରେ ରେକର୍ଡ କରିଚାଲିଛି 'ସୈୟାରା'

0832239c-d67c-41b6-a254-26d67c1154e8

ଭାରତଠାରୁ ଡିଜେଲ କିଣିବା ଉପରେ ରୋକ ଲଗାଇଲା ୟୁକ୍ରେନ!

Advertisment
ସବସ୍କ୍ରାଇବ କରନ୍ତୁ